Nojoto: Largest Storytelling Platform
sameerdash9678
  • 3Stories
  • 0Followers
  • 0Love
    0Views

Sameer Dash

  • Popular
  • Latest
  • Video
2b822cefeb3b57fde3c2542bcaf94266

Sameer Dash

Abb laut bhi kahan sakte hen hum wahan, aur jo na laut ne ke iraade se gaye dekho un ke laune ka intizar me hen hum,, 
wo sachh hi to kehti thin 
Sayar hen hum,, pagal hen hum...... 
                            -- sameer -- #behaya
2b822cefeb3b57fde3c2542bcaf94266

Sameer Dash

ତୋ ଗଳି ରେ ଆଉ କେବେ ଯଦି ମତେ ଦେଖିବୁ 
ଭାବିବୁ ନି ଯେ ମୁଁ ତୋ ପାଇଁ ଆସି ଥିବି ,, 
ସେଇ କାଚ ଗ୍ଲାସ୍ ରେ "ଚା" ଆଉ ସେଇ ଚା' ବାଲା 
ଦିହେଁ ମୋର ଆପଣାର ହେଇ ଯାଇ ଥିଲେ ,, 
ତୋ ପାଇଁ ନୁହେଁ ମୁଁ ମୋ ପାଇଁ ଯିବି 
ହଁ ଗୋଟେ ଗ୍ଲାସ୍ "ଚା" ପିଇବାକୁ ଯିବି.......... 
                   -- ସମୀର୍ -- #ତା ଗଳିର ଚା' ବାଲା

#ତା ଗଳିର ଚା' ବାଲା

2b822cefeb3b57fde3c2542bcaf94266

Sameer Dash

 ତୋ ଗଳି ର ଫଗୁଣ ଯେବେ 
 ତୋ ପାଇଁ ସାୟେରୀ ଲେଖୁଛି,,
   କନିଆର ଆଉ ସେବତୀ ଯେବେ 
   ତୋ'ଠୁ ମହକ ଧାର୍ ନେଉଛନ୍ତି,, 
   ଶୁଣିଛି ପବନ କୁଆଡେ ଆଜି କାଲି 
   ତତେ ପଚାରି ତା ଦିଗ ବଦଳାଏ ,, 
    ଆଉ ସମୟ ଯେବେ ତତେ ଦେଖି 
    ତା ଜିମା ଠିକ୍ ସେ ନିଭେଇ ପାରୁନି ,, 

ତେବେ କହ ମୁଁ ବା କିଏ ଯେ ତୋ ପାଇଁ କିଛି 
   ଲେଖିବାର ସାହସ ସାଉଁଟି ପାରିବି................. 
                         -- ସମୀର୍ --  #secondquote


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile