Nojoto: Largest Storytelling Platform
rashmipravadas8804
  • 16Stories
  • 23Followers
  • 143Love
    1.9KViews

Rashmiprava Das (mamun)

  • Popular
  • Latest
  • Video
2f28d03cc998b05ae2f9f72ee26cbdb1

Rashmiprava Das (mamun)

#JalFlute
2f28d03cc998b05ae2f9f72ee26cbdb1

Rashmiprava Das (mamun)

काश  यादों पर भी 
Lock Down होता

2f28d03cc998b05ae2f9f72ee26cbdb1

Rashmiprava Das (mamun)

वक्त की रेद को समेट कर 
जिस से रिश्ता निभाये......... 
बही वक्त  गुजारे ने का जरिया हमे 
कहकर हमारी वजूद हमे बता रहा है #बातोंमेंआगए
2f28d03cc998b05ae2f9f72ee26cbdb1

Rashmiprava Das (mamun)

ଜୀବନ ର ମାନସାଙ୍କ ଅତ୍ୟନ୍ତ ଜଟିଳ ପରିସ୍ଥିତି ରେ 
ନା ସମାଧାନ ହେଉଛି ନା ପ୍ରଶ୍ନ ରେ ତ୍ରୁଟି ବାରି ହେଉଛି 
ଖାଲି trial and error ବିଧି ରେ ସମାଧାନ ର ମୂ୍ଗତ୍ରୁଷ୍ଣା ରେ 
ସମୟ ର କୋରା କାଗଜ ସରି ସରି ଚାଲିଛି......... #ଜୀବନ #nojotoodia

#ଜୀବନ #nojotoodia #thought

2f28d03cc998b05ae2f9f72ee26cbdb1

Rashmiprava Das (mamun)

सिर्फ आज के दिन हम आपके लिए कुछ बोले और फिर भूल जायें वेसेे तो हम नहीं........ 

 हर पल हर राह पर हरदम आपके साथ हैं 
ऐसा एक खूबसूरत सी एहसास है हमे...  ...... ll

गलती से भी गलत हो जाये तो 
खफा के बदले माफ कर देना ll

हर एक सासं जुडी है  जो आपसे 
एसी अनमोल सी रिश्ता है हममें ll

बडी बहन माँ की जेसी होती है 
ओर आप वही माँ हौ मेरे लिए ll

Happy Birthday  dear didi

2f28d03cc998b05ae2f9f72ee26cbdb1

Rashmiprava Das (mamun)

Happy Birthday

2f28d03cc998b05ae2f9f72ee26cbdb1

Rashmiprava Das (mamun)

ଅନ୍ଧ ଜୀବନ ର ବନ୍ଧୁର ପଥ ଏବେ ବି ରହିଛି କାହିଁ କେତେ ବାକି 
ସମୟ ନେଉଛି ଧୈର୍ଯ୍ୟ ର ପରୀକ୍ଷା ନୂଆ ନୂଆ ରୂପେ ଆଜି  ll
ଅମା ରାତି ବି ବିଳାପ କରୁଛି ତାର ଅନ୍ଧାର ରୂପ କୁ ଦେଖି 
ତଥାପି ଭାଗ୍ୟ ର ବିଡମ୍ବନା କୁ କିଏ ସେ ବା ଦେବ ଟାଳି ll #odia #life #sayari #meri kalam seee
2f28d03cc998b05ae2f9f72ee26cbdb1

Rashmiprava Das (mamun)

#ଜୀବନ

#ଜୀବନ

2f28d03cc998b05ae2f9f72ee26cbdb1

Rashmiprava Das (mamun)

ଅକୁହା କଥା ସବୁ ମନରେ ମନରେ ହିଁ ମରେ 
ନିରବେ ନିଶୀଥେ ଘୂମୁରି ଘୂମୁରି ଲୁହେ ବୁକୁ ଭିଜେll
ଆଇନା ଆଗ ରେ ବି ଲୁହ ଢାଳି ହୋଇ ଯିବା ର ଡର ଲାଗେ 
ମୋ ଭିତରେ ମୁଁ ଭାଙ୍ଗି ଯିବା ର ଶବ୍ଦ କୁ ତ ସେହି ହିଁ ଅନୁଭବ କରି ପାରେ ll
ନା କହି ପାରେ ନା ସହି ପାରେ 
ବଞ୍ଚି କି  ବି ବଞ୍ଚି ପାରେ ନାହିଁ 
ମରିବା ପାଇଁ  ବି ସମୟର ଅନୁମତି ନାହିଁ 
ଶଦ୍ଦ ସବୁ ଆସି କଣ୍ଠ ଋୁଦ୍ଧ କରି ଦିଏ 
ସହିବା ର ସେତୁ ବନ୍ଧ ଭାଙ୍ଗୁ ଭାଙ୍ଗୁ
ଭାବନା ରାଜ୍ୟ ରେ ଶକ୍ତ ପାଚେରୀ ପାଲଟି ଯାଏ
ସତରେ................ 
ସ୍ରଷ୍ଟା ଙ୍କ ସୃଷ୍ଟି ର ସାମାନ୍ୟ କ୍ରୀଡନକ ଟେ ମୁଁ 
ନା କହି ପାରେ ନା ସହି ପାରେ 
ଅବ୍ୟକ୍ତ ଯନ୍ତ୍ରଣା ର ଆର୍ତ୍ତନାଦ କୁ
ନା ବକ୍ତବ୍ୟ ଟିଏ ରଖି ପାରେ
ସାନ୍ତ୍ଵନା ନିଜ ମନ କୁ ଦେବା କୁ ll
                                 Mamun #ଜୀବନ

#ଜୀବନ

2f28d03cc998b05ae2f9f72ee26cbdb1

Rashmiprava Das (mamun)

ଶଦ୍ଦ ଭଣ୍ଡାର  ରୁ କିଛି ଶବ୍ଦ ଚୋରାଇ 
ପ୍ରେମ ର ସ୍ୟାହି ରେ ଭିଜି ଓ ଭିଜାଇ ll
ତୋ ପାଇଁ ମୋ କଲମ ରୁ ଦୁଇଚାରି ଧାଡ଼ି 
ଭେଟି ଦେବି ତୃଷିତ ନୟନେ ମୃଗତୃଷ୍ଣା ପରି ll
ସେ କବିତା ର ପ୍ରତିଟି ଶଦ୍ଦ କୁ ଯେବେ ଛୁଇଁବ ତୋ ଅଧର 
ଧୀରେ ଧୀରେ ତୋ ଅଜାଣତେ ତୋ ହୃଦୟେ କରିନେବି ମୁଁ ମୋ ଘର ll
ସେ ଘରେ ରାଗ ରୁଷା ମାନେ ଅଭିମାନେ
ସର୍ବେ ସର୍ବଦା ସର୍ଵଥା ରହିଯିବି ନିରନ୍ତରେll
ଆଉ ତା ପରେ..............    
ମୁଁ ମୋର ନୁହେଁ............ 
ତୁ ତୋର ବି ନୁହେଁ 
ସମପିର୍ତ ପ୍ରେମେ ଦୁହେଁ ଦୁହିଁଙ୍କର 💑 #ପ୍ରେମ

#ପ୍ରେମ

loader
Home
Explore
Events
Notification
Profile