Nojoto: Largest Storytelling Platform
pradeshpratyush7292
  • 37Stories
  • 26Followers
  • 353Love
    845Views

Pradesh Pratyush

Journalist, story teller, blogger, poet

owndialogue.blogspot.com

  • Popular
  • Latest
  • Video
5aab86a4c01ada240b3e5557e54a0d2c

Pradesh Pratyush

#father
5aab86a4c01ada240b3e5557e54a0d2c

Pradesh Pratyush

ସେଦିନର କଥା : ୧ 

ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି କବିତା ଲେଖି ପାରିବିନି ଗପ
ତୁମ ମୋ ସ୍ମୃତିକୁ ନେଇ ରଚି ପାରିବିନି ଗୀତ ଆଙ୍କି ପାରିବିନି ଚିତ୍ର
ତୁମ ଦୁନିଆ ମୋ ଦୁନିଆ ଅଲଗା ଅଲଗା ...!!

ତୁମ ମୋ ଇଚ୍ଛାକୁ ନେଇ ଦେଖି ପାରିବିନି ସ୍ୱପ୍ନ ଗଢି ପାରିବିନି ସୁଖର ମହଲ
ତୁମ ମୋ ପ୍ରୀତିକୁ ନେଇ ହୋଇପାରିବିନି ପ୍ରୀତ ହୋଇ ପାରିବିନି ଭାବୁକ
ତୁମେ ରାସ୍ତା ମୋ ରାସ୍ତା ନିରବତା ନିଛାଟିଆ ...!!
 
ତୁମ ମୋ କଥା ଆଜି ଏକ ନିଆରା ଅଭିଶାପ ମୁଁ ମୂକବଧିର।
ତୁମ ମୋ ସଂପର୍କ ଏକ ଧୁ ଧୁ ଖରାବେଳ ଗଣିତ ବହିର କଠିନ ଅଙ୍କ
ତୁମେ ମୁଁ ଦୁଇ ଅଚିହ୍ନା ଅଜଣା ମଣିଷ ... !! #love

love

5aab86a4c01ada240b3e5557e54a0d2c

Pradesh Pratyush

#lovebytes #pradeshpratyush
5aab86a4c01ada240b3e5557e54a0d2c

Pradesh Pratyush

#kabita #tuma_mana
#କବିତା ##ତୁମ_ମନ

#kabita #tuma_mana #କବିତା ##ତୁମ_ମନ

5aab86a4c01ada240b3e5557e54a0d2c

Pradesh Pratyush

କେବେ କହିବୁନି 
ଆଉ କାହାକୁ 
ତୋ ମୋ କଥା 
ଦିନେ ପ୍ରେମ ରଚି ଥିଲେ -
ଆମେ
ଖୁବ୍ ଯତ୍ନର ସହ... !! #love #brokenheart #ପ୍ରେମ

love #brokenheart #ପ୍ରେମ

5aab86a4c01ada240b3e5557e54a0d2c

Pradesh Pratyush

#ସାର୍ଥକ ଜୀବନ #ପ୍ରଦେଶ ପ୍ରତ୍ୟୁଷ

#ସାର୍ଥକ ଜୀବନ #ପ୍ରଦେଶ ପ୍ରତ୍ୟୁଷ

5aab86a4c01ada240b3e5557e54a0d2c

Pradesh Pratyush

ସଂପର୍କ କଣ 
ଋତୁ ପରି ବଦଳେ...

ସିନ୍ଥିରେ ସିନ୍ଦୂର
ନାଇବା ପରେ
ନିଜର ଜଣେ
ଏତେ ପର ହୋଇଯାଏ ... #life #change #love
5aab86a4c01ada240b3e5557e54a0d2c

Pradesh Pratyush

ତୋତେ ଖୋଜିନି କେବେ 
ପାଖେ ପାଇଛି 
ବିଶ୍ୱାସର ବୟସ ଆମ ସଂପର୍କକୁ 
ଚିର ଯୌବନ କରିଛି  ... #love #life

love life #Quotes

5aab86a4c01ada240b3e5557e54a0d2c

Pradesh Pratyush

#life #pradesh
5aab86a4c01ada240b3e5557e54a0d2c

Pradesh Pratyush

#Rajat #bathing #ରଜତ #ଗାଧୋଉଛି

#Rajat #Bathing #ରଜତ #ଗାଧୋଉଛି #nojotovideo

loader
Home
Explore
Events
Notification
Profile