Nojoto: Largest Storytelling Platform
chinmaymishra8652
  • 127Stories
  • 88Followers
  • 1.3KLove
    5.5KViews

Chinmay Kumar Mishra

  • Popular
  • Latest
  • Video
6411576e199cee9c2519079c09731af5

Chinmay Kumar Mishra

White  କୋଉଠି କୋଉ ଲଗ୍ନରେ ମଗ୍ନ ହେଲା ମନ
ଏ ଜୀବନ ଓ ଯୈାବନ
ଭଗ୍ନ ଶିଳାପରି ଛିନ୍ନ  ଆଉ ଭୀନ୍ନ 
ତନ୍ନ ତନ୍ନ କରି ଦେଖିଲି ଯା ସେ ଛବି
ବଂଚିବାକୁ  ହବ  ଚୀରଦିନ ଖାଲି ଭାବି ଭାବି 
                   ଚିନ୍ମୟ ମିଶ୍ର #emotional_sad_shayari
6411576e199cee9c2519079c09731af5

Chinmay Kumar Mishra

Black ଏକ ମାତ୍ର 
ମୋବାଇଲ ଜାଣେ 
ତା ମାଲିକର ଚରିତ୍ର 
ଆଉ କେତେ ପବିତ୍ର
            ଚିନ୍ମୟ ମିଶ୍ର #Morning

10 Love

6411576e199cee9c2519079c09731af5

Chinmay Kumar Mishra

Black ଏକ ମାତ୍ର 
ମୋବାଇଲ ଜାଣେ 
ତା ମାଲିକର ଚରିତ୍ର 
ଆଉ କେତେ ପବିତ୍ର
            ଚିନ୍ମୟ ମିଶ୍ର #Morning

13 Love

6411576e199cee9c2519079c09731af5

Chinmay Kumar Mishra

#MereKhayal

117 Views

6411576e199cee9c2519079c09731af5

Chinmay Kumar Mishra

ଗୋଟେ ପ୍ରସ୍ତାବ


ଆଜି ତମକୁ ଗୋଟେ ପ୍ରସ୍ତାବ ଦବାକୁ ଇଛା ହେଲା 
ତୁମ ରେଶମୀ  କେଶ ଉପଲକ୍ଷେ ବଜାର ଯାଇ ଗୋଟେ ଗୋଲାପ ଆଣିବାକୁ ଇଛା ହେଲା
ବାଛି ବାଛି ସବୁ ଗୋଲାପ ପାଖୁଡା ପାଖୁଡା ହେଇଗଲା 
ମତେ ଖାଲି ହାତେ ଫେରି ଆସିବାକୁ ହେଲା  
କାହିଁକି ଜାଣିଚ 
ତମ ରଂଗ ପାଖରେ ମତେ ସବୁ ଫିକା ଦେଖାଗଲା 
ମୋ ପ୍ରସ୍ତାବ ମୋ ପାଖରେ ଚୀର ଦିନ ମୁଦା ଲଫାଫାରେ ସେମିତି ଥାଉ  
କିନ୍ତୁ ସେ ଗର୍ବୀ ଗୋଲାପ ତମ ଗଭାରେ ତମଠାରୁ ସୁନ୍ଦର ଦେଖା ନଯାଉ  
                     
                               ଚିନ୍ମୟ ମିଶ୍ର #HappyRoseDay
6411576e199cee9c2519079c09731af5

Chinmay Kumar Mishra

कब से भुल चुकि हूं
वो बचपन को  
कूछ अघूरे अरमान थे
मगर मूझसे अनबन थे
इघर उघर भागना 
खेलना कूदना 
दौडना नाचना  गाना 
दोस्ती करना गपे लढाना
पर्टि  पिकनिक मस्ति करना
आज देख रहा हूँ मेरि नसिब मे
वहीं सप्नो को
 हकिकत के दर्पण मे
                     स्निग्घा पति #Path

14 Love

6411576e199cee9c2519079c09731af5

Chinmay Kumar Mishra

Your friendship is absolutely heaven sent. Thank you for being my bestie and a wonderful friendship. Happy birthday Snigdha
stay bless always and bite a cake on our name

                     Chinmay #BirthDay

13 Love

6411576e199cee9c2519079c09731af5

Chinmay Kumar Mishra

Dont think negative my dear 
I am blocking you in favour of you because
I am worthless for you

                        Chinmay Mishra in favour of you
#walkalone

in favour of you #walkalone

16 Love

6411576e199cee9c2519079c09731af5

Chinmay Kumar Mishra

ସହି ବହି ତିଆରି କରିଥିବା ସମ୍ପର୍କର ଇମାରତକୁ ଭାଙ୍ଗିବାକୁ 
କେବଳ ମାତ୍ର ମୁହୁର୍ତ୍ତ ଟିଏ ଦରକାର 
ଯେଉଁ ମୁହୁର୍ତ୍ତରେ ମନ ବିବେକ ବୁଦ୍ଧି 
ଏକା ବେଳେ ନିଷ୍ଠୁରତାର ଗୋଟିଏ
 ସରଳ ରେଖାରେ ଥାଆନ୍ତି
କିଏ ଜାଣେ ସେଇ ଅପ୍ରତ୍ୟାଶିତ ମୁହୁର୍ତ କେତେବେଳେ ବି ଭେଟ ନହେଇ ଯିବ
                       
                           ଚିନ୍ମୟ ମିଶ୍ର patience

#humantouch

patience #humantouch

12 Love

6411576e199cee9c2519079c09731af5

Chinmay Kumar Mishra

ମୁଁ ଫୁଲକୁ ଖୁବ ଭଲପାଏ ବୋଲି ସେଦିନ ଜୋର କରି ତୋଳି ପାରିଲିନି
ଆଜି ଫୁଲର ମଉଳା ମୁହଁ କୁ ଦେଖି ଆଗ ଭଳି ବି ଭଲ ପାଇ ବସିଲି
କିନ୍ତୁ ଫୁଲ ମୋ ମୁହଁ କୁ ଚାହିଁଲାନି କି ମୋ ମନ କଥା ଆଦୈା ବୁଝି ପାରିଲାନି

                  ଚିନ୍ମୟ ମିଶ୍ର phul

#Gulaab

phul #Gulaab

9 Love

loader
Home
Explore
Events
Notification
Profile