Nojoto: Largest Storytelling Platform
prajapatiarabind2132
  • 10Stories
  • 75Followers
  • 43Love
    0Views

Prajapati Arabinda Rana

"Poet cum socialworker".

  • Popular
  • Latest
  • Video
67abf7fce0a8ae660da627f1b5fc87aa

Prajapati Arabinda Rana

Happy New Year ନବ ବର୍ଷର ନୂତନ ସୂର୍ଯ୍ୟ କିରଣ ଝଂକୃତ କରୁ ଆପଣଙ୍କ ଆଶାର ସୌଧ ଓ କୁସୁମିତ କରୁ ଚଳାପଥ !!✍ #HppyNewYear2.0
67abf7fce0a8ae660da627f1b5fc87aa

Prajapati Arabinda Rana

ସମୟକୁ କେହି କେବେ ରୋକି ପାରିନି 
କି ମାପି ପାରିନି ...ଏ ଗଣନା ଆମ ସଂତୁଷ୍ଟି ପାଇଁ କେବଳ ....ତଥାପି ଆପେକ୍ଷିକ ସମୟର ମାପକୁ ସମ୍ମାନ ଜଣାଇ ତୁମକୁ ଏ ନବ ବର୍ଷର ଶୁଭେଚ୍ଛା || #Hppy new year 2.0

#hppy new year 2.0

5 Love

67abf7fce0a8ae660da627f1b5fc87aa

Prajapati Arabinda Rana

ତୁମେ ତ ମିଳିଲ ନାହିଁ ,ତୁମ ସ୍ମୃତି ମିଳିଗଲା 
ମତେ 
ଜୀବନର ଚଳାପଥେ,
ପ୍ରେମର ତ ଦେଖା ନାହିଁ , ତୁମ ବିରହଯନ୍ତ୍ରଣା
ରାତ୍ରୀର ଆଢୁଆଳେ 
ନିରନ୍ତର ଆସେ ସପନରେ ||
@ପ୍ରେମଓସ୍ୱପ୍ନ @ପ୍ରେମଓସ୍ୱପ୍ନ

@ପ୍ରେମଓସ୍ୱପ୍ନ #Shayari

1 Love

67abf7fce0a8ae660da627f1b5fc87aa

Prajapati Arabinda Rana

"ବର୍ଷା" ହୋଇ ଆସୁଥିଲ
ଏବେ "କୁହୁଡି" ହୋଇ ଭାସମାନ,
ଏମିତି ମୋ ଚାରି କଡେ ତୁମେ ପ୍ରିୟା 
ଅବେଳେ ଅଦିନେ ମୋ ସପନ ||  
@ଶୀତସକାଳ @ଶୀତସକାଳ

@ଶୀତସକାଳ

5 Love

67abf7fce0a8ae660da627f1b5fc87aa

Prajapati Arabinda Rana

ବେଳେ ବେଳେ ଆସିବା ଲୋକ ବି 
ଠିକଣାରେ ନ ପାରେ ଆସି,
ଏଇ ଯେମିତି କାର୍ତିକ ଚାଲିଗଲା ହେଲେ 
ଶୀତର ଦେଖାନାହିଁ ||
@ଶୀତସକାଳ #ଓଡିଆସାୟେରୀ #ଶୀତସକାଳ

#ଓଡିଆସାୟେରୀ #ଶୀତସକାଳ #Shayari

5 Love

67abf7fce0a8ae660da627f1b5fc87aa

Prajapati Arabinda Rana

ଶୀତ ସକାଳର କିରଣ ସମ
ବଢି ଚାଳେ ତୁମ ପ୍ରେମ,
କୁହୁଡି ଭଳି  ମିଳେଇ ଯାଏ ମୁଁ 
ତୁମ ଭିତରେ,
ପାଇ ପରଶ ତୁମ||
@ଶୀତ ସକାଳ #ଓଡିଆସାୟେରୀ #ପ୍ରେମଓଶୀତ

#ଓଡିଆସାୟେରୀ #ପ୍ରେମଓଶୀତ #Quote

4 Love

67abf7fce0a8ae660da627f1b5fc87aa

Prajapati Arabinda Rana

ମୁଁ ଆଜି ବି କବିତା ଲେଖୁଛି 
ଏଇ ଆଶାରେ 
ଦିନେ ନା ଦିନେ ତୁମେ ପଢିବ ,
ମୁଁ ଆଜି ବି  ନିରେଖି ଚାହିଁଛି 
ସେଇ ପଥେ 
କେବେ ନା କେବେ ତ ତୁମେ ଫେରିବ ||
#ଶେଷଆଶା #ଓଡିଆସାୟେରୀ    #ଶେଷଆଶା

#ଓଡିଆସାୟେରୀ #ଶେଷଆଶା #Shayari

5 Love

67abf7fce0a8ae660da627f1b5fc87aa

Prajapati Arabinda Rana

ମୁଁ ଆଜି ବି ବସିଛି,
ତୁମ ବାଟ ଚାହିଁ ସେଇ ସ୍ଥାନେ 
ଆଶା ମୋର ଫେରିବ ଯେ ତୁମେ 
ଏ ଅଭାଗା ପାଖକୁ ଦିନେ ନା ଦିନେ ...|| #ଶେଷଆଶା

#ଶେଷଆଶା #Shayari

5 Love

67abf7fce0a8ae660da627f1b5fc87aa

Prajapati Arabinda Rana

ଖୋଳି ଦିଅ ତୁମ ଆଖିର ଝରକା 
ସେ ଆଖି ସମୁଦ୍ରେ ତୁମ ବୁଡିବାକୁ ଇଚ୍ଛା,
ପହଁରା ଶିଖିନି କେବେ ବାନ୍ଧିଛି ସାହସ 
ଟାଣିନିଏ ଗଭୀରକୁ ତୁମ ଯାଦୁଗରୀ ହାତ...
-ଆର୍ବୀ #କବିତାଟେ ତୁମ ପାଇଁ ..

#କବିତାଟେ ତୁମ ପାଇଁ .. #Shayari

4 Love

67abf7fce0a8ae660da627f1b5fc87aa

Prajapati Arabinda Rana

 #କବିତାଟେ ତୁମ ପାଇଁ ..
ମୋ ନିଶ୍ୱାସ ପ୍ରତିଟି କଡିରେ ତୁମ ନାମ ଲେଖା 
ଚୋରିଛୁପି ମୋ ସପନେ  ତୁମେ ଦିଅ ଦେଖା,
ବେଳାଭୂମି ଅଗଣିତ ସ୍ୱପ୍ନ ରେଣୁ ପଥେ 
ଆସ ବାରେ ଶ୍ରବଣୀ ଗୋ ତୁମ ଅପେକ୍ଷାରେ ...||

#କବିତାଟେ ତୁମ ପାଇଁ .. ମୋ ନିଶ୍ୱାସ ପ୍ରତିଟି କଡିରେ ତୁମ ନାମ ଲେଖା ଚୋରିଛୁପି ମୋ ସପନେ ତୁମେ ଦିଅ ଦେଖା, ବେଳାଭୂମି ଅଗଣିତ ସ୍ୱପ୍ନ ରେଣୁ ପଥେ ଆସ ବାରେ ଶ୍ରବଣୀ ଗୋ ତୁମ ଅପେକ୍ଷାରେ ...|| #Shayari #nojotophoto

4 Love

loader
Home
Explore
Events
Notification
Profile