Nojoto: Largest Storytelling Platform
keeplearning9457
  • 43Stories
  • 139Followers
  • 376Love
    873Views

keep learning

“You can’t compare me to the next girl. Because there is no competition. I’m one of a kind, and that’s real.”

  • Popular
  • Latest
  • Repost
  • Video
6a9513b45943d4b7281f308c325238ad

keep learning

ଯିଏ ପିଲା ଦିନରୁ ଆଜି ଯାଏଁ ମୋର ଛୋଟ ବଡ ଜିଦି କୁ ପୂରଣ କରିଛନ୍ତି ତାଙ୍କ କଥା ଶୁଣିବି ନା ଯିଏ ନିଜ ଘର ଲୋକଙ୍କ ଠୁଁ ଅଧିକ ମୋର ଯତ୍ନ ନେଇଛି ତା ର ହେଇଯିବି। କଣ କରିବି? ତାଙ୍କ କଥା ମାନି ନେବିକି ଯିଏ ନିଜର ଝାଳ ବୁହା ଧନ  ମୋତେ ସ୍ବାବଲମ୍ବୀ କରିବାରେ ଅଜାଡି ଦେଇଛନ୍ତି  ,   ନା  ତା ର ହେଇଯିବି ଯିଏ ମୋର ଛୋଟ ଛୋଟ ଖୁସି ଦେଖି ନିଜେ ଖୁସି ହେଇଯାଏ। ହେବି ତ କାହାର ହେବି ମୁଁ ?  ନା ମୋ ପ୍ରେମ ମିଛ ନା ବାପା ମା ଙ୍କ ଭଲ ପାଇବା।
          #ମନିଷା

©keep learning #girlLife #odianojoto #odialanguage 

#WatchingSunset
6a9513b45943d4b7281f308c325238ad

keep learning

#norape #againstrape #Stoprape #stopacidattacks #RESPECT #RESPECTWOMEN
6a9513b45943d4b7281f308c325238ad

keep learning

ଜୀବନ ର ସବୁଠୁ କଠିନ ସମସ୍ୟା 
ହେଲା
ନିଜ କୁ ଚିହ୍ନିବା  ।
♠️




        manisha #Nojoto 
#dawn
6a9513b45943d4b7281f308c325238ad

keep learning

Say yes, take risks, and live life on your own terms.





❤manisha ❤ #spark
6a9513b45943d4b7281f308c325238ad

keep learning

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ, 
ନିର୍ବିଘ୍ନଂ କୁରୁମେ ଦେବ ସର୍ବ କାର୍ଯ୍ୟେ ସୁସର୍ବଦା ।

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ପ୍ରଭୁ ଗଜାନନ ସମସ୍ତଙ୍କର ବିଘ୍ନ ଖଣ୍ଡନ କରନ୍ତୁ ଏହାହିଁ ବିଘ୍ନ ବିନାଶକଙ୍କ ନିକଟରେ ମୋର ପ୍ରାର୍ଥନା ।




















manisha❤ happy ganesh chaturthi
#balganesh #GaneshChaturthi

happy ganesh chaturthi #balganesh #GaneshChaturthi

6a9513b45943d4b7281f308c325238ad

keep learning

“A strong woman may remain silent when people talk behind her back, but that doesn’t mean she doesn’t notice, it simply means she chooses not to waste her energy on foolishness. She has more important things to do.”



                         Manisha❤ #truelife #strongwomen 

#ShiningInDark
6a9513b45943d4b7281f308c325238ad

keep learning

ଯେଉଁ ଧରା ଧାମେ ଚାନ୍ଦ ସୁରୁଜ ର 
ହୁଏ ନିତି ଆତଯାତ... 
ସମୀର ର ତାନ ସୁରଭି ନର୍ତ୍ତନ.. 
ତଟିନୀ ହୁଏ ଧାବିତ !! ଏକ !!
ପ୍ରକୃତି କୋଳରେ ଏମିତି ପୀଠ ଟି.... 
ନାଁ ଟି ତାର ଶାରୀଶୁଆ....
ଫୁଲ ବରସିଲେ ସୁଗନ୍ଧ ଆସିବ
ସୁଗନ୍ଧ ଆସିଲେ ଜୀବନ ବାସ୍ନାୟିତ ହେବ
ବାସ୍ନାୟିତ ହେଲେ ମହୁ ଝରିବ
ମହୁ ଝରିଲେ ଭ୍ରମର ଦଳ ଖୋଜି ଆସିବ

                                Santosh❤ #odia #odianojoto 

#CalmingNature
6a9513b45943d4b7281f308c325238ad

keep learning

अच्छी किताबें और अच्छे लोग, तुरंत समझ में नहीं आते, 

उन्हें पढना पड़ता हैं।



manisha❤ #odia 

#happybirthdaygulzar
6a9513b45943d4b7281f308c325238ad

keep learning

यह जिंदगी है साहब ! बिखरेंगे नहीं तो निखरेंगे कैसे ?








Manisha❤ #clouds
6a9513b45943d4b7281f308c325238ad

keep learning

“Legends never get retired from the people’s memory. Your memories will never fade away from the hearts and minds of entire nation and sport lovers. The way you served the country in Cricket and took the team India on the paramount heights. #DhoniRetired #MSDhoni”. –



Manisha Nayak ❤ #MSDhoni
loader
Home
Explore
Events
Notification
Profile