Nojoto: Largest Storytelling Platform
babul5704523853067
  • 16Stories
  • 162Followers
  • 95Love
    0Views

Babul Kumars Bablu

Love

  • Popular
  • Latest
  • Repost
  • Video
6ea0876c3f0eda65940fde3ec2f7fff3

Babul Kumars Bablu

ଶୁୁୁୁଭ ରାତ୍ରି #Life
6ea0876c3f0eda65940fde3ec2f7fff3

Babul Kumars Bablu

Good Night #Journeyofmoon
6ea0876c3f0eda65940fde3ec2f7fff3

Babul Kumars Bablu

GOOD NIGHT #Kissingthemoon
6ea0876c3f0eda65940fde3ec2f7fff3

Babul Kumars Bablu

Good Evening #SunSet
6ea0876c3f0eda65940fde3ec2f7fff3

Babul Kumars Bablu

ଶୁଭ ରାତ୍ରି

6ea0876c3f0eda65940fde3ec2f7fff3

Babul Kumars Bablu

ଶୁଭ ରାତ୍ରି

6ea0876c3f0eda65940fde3ec2f7fff3

Babul Kumars Bablu

ଏବେ କଥା ହେଉଥିଲି ଜହ୍ନ ସାଙ୍ଗେ
ଲାଜେଇ ଲାଜେଇ କହିଲା,
ଛାତକୁ ଆସୁନ ଯେବେଠୁ ସେ ଝିଅ
କଲାଣି ତୁମକୁ ଘାଇଲା । 🤪😍 

                              #ବବୁଲ୍
6ea0876c3f0eda65940fde3ec2f7fff3

Babul Kumars Bablu

ଘୋଟି ଘାଟି ହେଇ ଆସିଗଲା ବରଷା ରାଣୀ

6ea0876c3f0eda65940fde3ec2f7fff3

Babul Kumars Bablu

Dark nights ସମସ୍ତକୁଂ ମୋର ଶୁଭ ରାତ୍ରି #Night
6ea0876c3f0eda65940fde3ec2f7fff3

Babul Kumars Bablu

ସୁରଟ ଫେରନ୍ତା 🚌 VIP ବାବୁ ମାନକଂର ବ୍ୟବହାର ଓ ଖାଦ୍ୟ ପ୍ରତି ଘୃଣାଭାବ ଅତ୍ୟନ୍ତ ଲଜ୍ଜ୍ୟା ଜନକ ବିଷୟ।

- ସୁରାଟରେ ଥିଲା ବେଳକୁ ହାତ 👏ଯୋଡ଼ି ସରକାରଙ୍କୁ ଅନୁରୋଧ

ଓଡିଶାରେ ଭାତ ଡାଲମା କୁ ଘୃଣା କରୁୁଥିବା VIP ବାବୁମାନେ ଯଦି ସୁରଟରେ ପ୍ରତିଦିନ ମଟନ ଚିକେନ ଖାଉଥିଲେ ତେବେ ସରକାର ଏମାନକୁଂ ଓଡିଶା ଫେରାଇ ଆଣିବାର ପ୍ରୟାସ କାହିଁକି।

- ସେଠି ଗୁଜୁରାଟ ସରକାର ପାଇଁ ଚିନ୍ତା ବଢ଼ାଇଲେ, ଏଠି ଓଡ଼ିଶାରେ ସଂଖ୍ୟା ବଢ଼ାଇବେ।

- Bablu Kumars ✍️ #wait
loader
Home
Explore
Events
Notification
Profile