Nojoto: Largest Storytelling Platform
nojotouser1859557297
  • 4Stories
  • 15Followers
  • 18Love
    0Views

ଲୋକାଲ କାଳିଦାସ

ତୁମ ପାଇଁ ମଧୁର ମିଛ, ସତରେ ତୁମେ କେମିତି ଅଛ ?

  • Popular
  • Latest
  • Video
72cf8f7afa4b17544b62a928d7933602

ଲୋକାଲ କାଳିଦାସ

ମୁଁ ଗୋଟେ ଏମିତି ଭାଇ
ଆସନ୍ତାକାଲି ପାଇଁ ଖୋଜୁଛି
ଶହ ଶହ ଭଉଣୀ...
ଯିଏ ମୋ ହାତରେ ବାନ୍ଧିବ ରାକ୍ଷୀ
ତାକୁ ନିହାତି ଦେବି ଉପହାର
ଖଣ୍ଡେ ଆମ୍ବ ଓ ଖଣ୍ଡେ ଲିଚୁ ଚାରା
ନେଇ ନିଜ ହାତେ ଲଗେଇବ ନିଜ ଘରେ
ତା'ପରେ ଜାଣିବି ତୁମ୍ଭମାନଙ୍କ ପାଖରେ ଅଛି
ଠିକ ଭଉଣୀ ପଣିଆ... Happy Rakhi purnima to all my Sisters...

Happy Rakhi purnima to all my Sisters...

72cf8f7afa4b17544b62a928d7933602

ଲୋକାଲ କାଳିଦାସ

I promise,
I will be there
wherever u need ME I promise,
I will be there
wherever u need ME...

I promise, I will be there wherever u need ME...

72cf8f7afa4b17544b62a928d7933602

ଲୋକାଲ କାଳିଦାସ

ମୁଁ ଦିନେ ଚିଠିଟେ ପାଇଲି ନୀଳ ଲଫପାରେ
ତା' ଥିଲା ତୁମର
ମନେ ମନେ ପଢ଼ିଲି ଅନେକ ବାର
ଚୁମିଲି ସେଇଠି ଥରକୁ ଥର
ଯୋଉଠି ଲେଖାଥିଲା
"ଇତି ମୁଁ ତୁମର"

72cf8f7afa4b17544b62a928d7933602

ଲୋକାଲ କାଳିଦାସ

ପ୍ରିୟା ମୋର ଅନୁପମା ଦିବ୍ୟ ରୂପସୀ
ବିଧାତାକି ଗଢିଥିଲା ତାକୁ ଯୁଗଯୁଗ ବସି,
ସୂର୍ଯ୍ୟ ପରି ପ୍ରେମିକର ମନ ଗଲା ଲାଖି
ପଦ୍ମକୁ ସେ ଭୁଲିଗଲା ମୋ ପ୍ରିୟାକୁ ଦେଖି...


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile