Nojoto: Largest Storytelling Platform
dibyashreetasing2683
  • 4Stories
  • 0Followers
  • 27Love
    266Views

Dibyashreeta Singh

❤️Dibyashreeta Singh;दिव्यास्रीता सिंह।❤️ Born to shine bright;-28th of Mar.2007🌟 creating the life of my Dreams 😎🤏 I'm Ready let's Do this💪🤩

  • Popular
  • Latest
  • Video
907451525893f68a579c533914b01554

Dibyashreeta Singh

#utkal_divas
907451525893f68a579c533914b01554

Dibyashreeta Singh

#Opinion
907451525893f68a579c533914b01554

Dibyashreeta Singh

106 Views

907451525893f68a579c533914b01554

Dibyashreeta Singh

*ସ୍ବୟଂ ର ଅସ୍ତିତ୍ଵ ରେ ମୁଁ* 
****************
ମୁଁ ତ ପଥର *ପଥିକ* 
ଚାଲୁଥାଏ *ସ୍ଵପ୍ନ* ହାତ ପାଶେ
 *ଆପଣା* ଏ ମନକୁ ବୁଝେଇ
ନିଜକୁ ହେୟ ମନେ ନକରି
 *ସ୍ଵାଧୀନ* ମୋ ମନର ରାସ୍ତା
ଭାବେ *ସଦା* କାହିଁ କେତେ କଥା
ମାନେ ନାହିଁ ଉତ୍ତପ୍ତ ର *ନିଆଁ* 
ବୁଝିପାରେ ଜୀବନର *ଯନ୍ତ୍ରଣା* 
 *ସଂଘର୍ଷ* ପଥରେ ନିଜକୁ ରଖି
ଚାଲିଛି ନିଜର *ବାଟେ* 
ଆଚରିଵି ଆପଣାର *କର୍ମେ* 
 *ନମଣିଣ* କାହାରିକୁ ହେୟ ମନେ
ଭାବେ ନାହିଁ *ଅଯଥାର* କଥା
ନ କରିଣ   *ମୁଣ୍ଡ ବ୍ୟଥା* 
କର୍ମକୁ *ଶ୍ରେଷ୍ଠ* ମନେକରି
ଚଲାଇଛି ନିଜକୁ ଦୁନିଆରେ *ପାଶୋରି* 
ପୂଜା ପାଇ ଆପଣାର *ହୃଦୟ* ମନ୍ଦିରେ
ସଭିଁଙ୍କୁ ଦେଇଣ ହସର *ସୁଅରେ* 
ସତ୍ୟ ସେବା ଏକତାର *ଛୁଆଁରେ* 
ସ୍ଵର୍ଗ ସୁଖ *ପ୍ରସ୍ତୁତି* କରେ
ଦୁନିଆକୁ *ଆପଣାର* ମଣି
ଵିତରିଣ ସଭିଁଙ୍କୁ *ବାସ୍ତବର ବାଣୀ* 
ସୃଷ୍ଟି କରେ ସମାଜର *କୋଣ* *ଅନୁକୋଣେ* 
ନିଜକୁ ଅର୍ପିଣ ଆତ୍ମ ର *ସମ୍ମାନେ* 
 ଲୋଡା ନାହିଁ ମୋର *ଅନେକ କିଛି* 
କହେ ସଦା ପ୍ରତ୍ୟେକ ଙ୍କୁ *ଥରେ* 
ଵୁଝିଯାଅ ବାସ୍ତବତା କୁ ଏ *ଦୃଢ଼ ବାର୍ତ୍ତା* ରେ
ଆସୁ ପଛେ ଯେତେ *ଝଡ଼* 
କରିବି ମୁଁ ନିଜ *ସ୍ବପ୍ନ* କୁ ସାକାର।
               _Neha Singh (ନେହା)  *କ୍ଷୁଧା ର ଦିଗନ୍ତ* ✍️

©Dibyashreeta Singh #Poetry

4 Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile