Nojoto: Largest Storytelling Platform
jeevannayaketvbh5707
  • 105Stories
  • 23Followers
  • 1.3KLove
    19.3KViews

JEEVAN NAYAK

ଜୀବନର କଥା...

  • Popular
  • Latest
  • Video
951c06ae53f0cb1d4c0654a96d6cf1c8

JEEVAN NAYAK

#ଜୀବନରକଥା...

#ଜୀବନରକଥା...

951c06ae53f0cb1d4c0654a96d6cf1c8

JEEVAN NAYAK

ହସି ହସି କଥା ଆଦାୟ କରି ପରେ କନ୍ଦାଉଥିବା ଲୋକ ଅନେକ
#ଜୀବନରକଥା...

ହସି ହସି କଥା ଆଦାୟ କରି ପରେ କନ୍ଦାଉଥିବା ଲୋକ ଅନେକ #ଜୀବନରକଥା...

951c06ae53f0cb1d4c0654a96d6cf1c8

JEEVAN NAYAK

ମୁଁ କେବଳ ମୁଁ କହୁଥିବା ଲୋକଙ୍କୁ ଠାରୁ ଦୂରେଇ ରୁହନ୍ତୁ।
#ଜୀବନରକଥା...

ମୁଁ କେବଳ ମୁଁ କହୁଥିବା ଲୋକଙ୍କୁ ଠାରୁ ଦୂରେଇ ରୁହନ୍ତୁ। #ଜୀବନରକଥା...

951c06ae53f0cb1d4c0654a96d6cf1c8

JEEVAN NAYAK

ସମୟ ସହ ଖେଳିବା ବଦଳରେ ଆପଣେଇ ନେବା ଭଲ।
#ଜୀବନରକଥା...

ସମୟ ସହ ଖେଳିବା ବଦଳରେ ଆପଣେଇ ନେବା ଭଲ। #ଜୀବନରକଥା... #ପ୍ରେରଣା

951c06ae53f0cb1d4c0654a96d6cf1c8

JEEVAN NAYAK

ସମୟ ସହିତ ତାଳ ମିଳାଇ ଚାଲିବାର ଅର୍ଥ ନୁହେଁ ସମସ୍ତଙ୍କୁ ଭୁଲିଯିବା।
#ଜୀବନରକଥା...

ସମୟ ସହିତ ତାଳ ମିଳାଇ ଚାଲିବାର ଅର୍ଥ ନୁହେଁ ସମସ୍ତଙ୍କୁ ଭୁଲିଯିବା। #ଜୀବନରକଥା... #ପ୍ରେରଣା

951c06ae53f0cb1d4c0654a96d6cf1c8

JEEVAN NAYAK

ସମୟ ଅନୁସାରେ ସ୍ୱାଭିମାନ କ୍ଷୁର୍ଣ୍ଣ ନହେଉ
#ଜୀବନରକଥା.

ସମୟ ଅନୁସାରେ ସ୍ୱାଭିମାନ କ୍ଷୁର୍ଣ୍ଣ ନହେଉ #ଜୀବନରକଥା.

951c06ae53f0cb1d4c0654a96d6cf1c8

JEEVAN NAYAK

ଗରିବୀ ଅସହାୟତା ନୁହଁ, ଏକ ସମୟ ହେଲେ ଅନ୍ୟ ଉପରେ ନିର୍ଭର କରିବା ମାନେ ଅଳସୁଆ।
#ଜୀବନରକଥା...

ଗରିବୀ ଅସହାୟତା ନୁହଁ, ଏକ ସମୟ ହେଲେ ଅନ୍ୟ ଉପରେ ନିର୍ଭର କରିବା ମାନେ ଅଳସୁଆ। #ଜୀବନରକଥା...

951c06ae53f0cb1d4c0654a96d6cf1c8

JEEVAN NAYAK

ଟଙ୍କା କମେଇବା ସହଜ ହେଲେ ସମ୍ପର୍କ କମେଇବା କଷ୍ଟ
#ଜୀବନରକଥା...

ଟଙ୍କା କମେଇବା ସହଜ ହେଲେ ସମ୍ପର୍କ କମେଇବା କଷ୍ଟ #ଜୀବନରକଥା...

951c06ae53f0cb1d4c0654a96d6cf1c8

JEEVAN NAYAK

ସ୍ୱପ୍ନକୁ ବାସ୍ତବ କରିବା ପାଇଁ ସଂଘର୍ଷ ଏବଂ ଉଦ୍ୟମ ଜରୁରୀ
#ଜୀବନରକଥା...

ସ୍ୱପ୍ନକୁ ବାସ୍ତବ କରିବା ପାଇଁ ସଂଘର୍ଷ ଏବଂ ଉଦ୍ୟମ ଜରୁରୀ #ଜୀବନରକଥା...

951c06ae53f0cb1d4c0654a96d6cf1c8

JEEVAN NAYAK

#ଜୀବନରକଥା...

#ଜୀବନରକଥା... #ଚିନ୍ତାଧାରା

loader
Home
Explore
Events
Notification
Profile