Nojoto: Largest Storytelling Platform
soubhagyakumarsa6149
  • 10Stories
  • 22Followers
  • 57Love
    53.4KViews

StoryatStudio

Still leaning to put something good in my bio.

  • Popular
  • Latest
  • Video
96a8cfaec5145462e693258c9a9c7eac

StoryatStudio

Dar Dar ke ab,
Na karenge kuch kam,

Inam ho ya Badnam,
Hum lenge Khulleaam.

©StoryatStudio 
  Inam ho ya Badnaam


#ramleela #Inam #badnaam #hindiquotes #duniya
96a8cfaec5145462e693258c9a9c7eac

StoryatStudio

दर्द उसको हो रहा है,
और यहां,
दिल हमारा बैठा नही जा रहा है |

©StoryatStudio #Dard #Pain #storyatstudio #Dil 

#Dark
96a8cfaec5145462e693258c9a9c7eac

StoryatStudio

She: ସତ କହିବି? 
         ତୁମେ କାନ୍ଦିଲେ ମୋତେ ଭାରି ଖରାପ ଲାଗେ,
         ତୁମ ଆଖିରେ ଲୁହ ମୁଁ ଜମା ଦେଖିପାରେନି,
         କିନ୍ତୁ କଣ ପାଇଁ କେଜାଣି ଶେଷ ବେଳକୁ ମୋର ଭାରି ଇଚ୍ଛା 
         ଥିଲା ତୁମେ ମୋ ପାଇଁ ଟିକେ ପାଗଳାମି କରିଥାନ୍ତ, ମୋ ପାଇଁ 
         ଲୁହ ଗଡେଇ ଆଉ ଟିକେ କାନ୍ଦିଥାନ୍ତ, ହେଲେ ତୁମେ ପୁରା 
         ପଥର ପାଲଟିଗଲ, ଆଉ କିଛି ଫରକ ହିଁ ପଡୁନି ତୁମକୁ 

Me: ଦଶ ବର୍ଷ କାଳ କନ୍ଦେଇ ସାରିବା ପରେବି ଆହୁରି ମନ 
        ବୁଝିଲାନି? ଆହୁରି କନ୍ଦେଇବାକୁ ମନ ତୁମର?

She: ମନକୁ କେମିତି ବୁଝେଇବି ଯେ? ମୁଁ ତ ତୁମକୁ ଜୀବନ ସାରା 
          କନ୍ଦେଇବି ବୋଲି ଭାବିଥିଲି,

©StoryatStudio That forever thing is nit working anymore.



#Love #BreakUp #cry #storyatstudio #odia #story  Meghna Kapoor Rajpoot official manoj deepshi bhadauria  monalisa behera gudiya

That forever thing is nit working anymore. Love BreakUp cry storyatstudio odia story Meghna Kapoor Rajpoot official manoj deepshi bhadauria monalisa behera gudiya

96a8cfaec5145462e693258c9a9c7eac

StoryatStudio

#ଭଙ୍ଗାକାଚ
.



.
96a8cfaec5145462e693258c9a9c7eac

StoryatStudio

.


.
#ପ୍ରେମ #ଓଡ଼ିଆ #Past #Love #Marriage #husband #wife #Relationship #BreakUp

. . #ପ୍ରେମ #ଓଡ଼ିଆ #Past #Love #Marriage #husband #wife #Relationship #BreakUp #Life

96a8cfaec5145462e693258c9a9c7eac

StoryatStudio

In this quarantine,
Its like torture to always chat with you,
Mah feelings are beyond the phrases,
The ♥️ & 😘 emojis are not more romantic,
Your long messages are not so lovey-dovey.

Its kinda boring, 

Its kinda boring to see you,
In this 6.5 inch rectangular frame.
I really want to be with you,
to cover you in my arm,
to kiss your forehead,
to put my head on your lap,
and 
throw all these bothering out of my world. #storyatstudio #quarantine_love
96a8cfaec5145462e693258c9a9c7eac

StoryatStudio

ତୁମେ ମୋତେ ଗୋଟେ ଦିନ ସମୟ ଦେଇପାରିବ?

ମୁଁ ତ ବେକାରୀ, କହିବାକୁ ଗଲେ ସବୁବେଳେ ତୁମ ପାଇଁ ଫ୍ରି,

ନା, ଦିନେ ମୋ ପାଇଁ ସତରେ ଫ୍ରି ହେବ, 
ସେଇତକ ସମୟ କେବଳ ମୋ କଥା ଭାବିବ, ପାଞ୍ଚ, ସାତ ମିନିଟ ପାଇଁ ବି ହେଉ ବରଂ, ପାରିବ?

କାହିଁକି ପାରିବିନି, ନିଶ୍ଚୟ ପାରିବି, ସାତ ମିନିଟ କଣ, ସାତ ଜନ୍ମ ପାରିବି

ଫିଲ୍ମ ଡାଇଲଗ ବନ୍ଦ କର, ମୁଁ ସିରିଅସଲି ପଚାରୁଛି?

ହଁ ରେ ପାରିବି, ଏଇଟା ଗୋଟେ କେମିତିକା ପ୍ରଶ୍ନଯେ, ତୁମେ କଣ ମୋତେ ଜାଣିନ?

ନାଁ, ଜାଣିପାରୁନି ବୋଲି ତ ପଚାରୁଛି?

ହେଇଛି କଣ ତୁମର?

କିଛି ନାହିଁ, 
ଏମିତି ମନକୁ ଆସିଲା, କାଇଁ ଆଜିଯାଏଁ ତୁମ ପାଟିରୁ ମୋ କଥା କେବେ ଶୁଣିବାକୁ ପାଇନି, ଯେତେବେଳେ ଦେଖ, ଗଛ, ଗପ, କବିତା, ତୁମ ଗାଁ, ସାଙ୍ଗ, ଦେବୀ...

ଆଉ କୋଉ ବିଷୟରେ ଗପିବି ଯେ? ଏଇମାନଙ୍କୁ ନେଇ ତ ବଞ୍ଚିଛି...

କାଇଁ ମୋ ବିଷୟରେ କିଛି ନାହିଁ କହିବାକୁ, ଯେମିତି ସମସ୍ତେ କୁହନ୍ତି?

ତୁମ ବିଷୟରେ କଣ କହିବି?

କିଛି ବି? ସମସ୍ତଙ୍କ ପାଇଁ ଲେଖୁଛ, କଣ ମୋ ପାଇଁ ଧାଡି଼ଏ କାଳି ତୁମ ପାଖେ ନାହିଁ?

ହୁଁ ବହୁତ ଭାବିଛି, ଆଜିଯାଏଁ କେବେ ପାରିନି

କଣ ପାଇଁ?

ଶବ୍ଦ ଖୋଜିପାଏନି

ସୁବୁ

ଉଁ

ତୁମେ ମୋତେ ସତରେ ଭଲପାଅ?

96a8cfaec5145462e693258c9a9c7eac

StoryatStudio

ଏଇ ରଙ୍ଗ ପର୍ବରେ ଏତିକି ଶପଥ କର ଯେ,

କେବେବି କାହା ଜୀବନରୁ ସେ ରଙ୍ଗତକ ଛଡେଇ ନେବନି,
ଯୋଉ ରଙ୍ଗ ଟିକକ ପାଇଁ ସେ ବଞ୍ଚିଛି,

ଆଉ କାହା ଜୀବନରେ ଏମିତି ରଙ୍ଗ ଟିକେବି ଦେବନି, 
ଯୋଉଥି ପାଇଁ ସେ ଶାନ୍ତି ରେ ମରିବି ପାରିବନି। #holi #होली #ହୋଲି

#Holi #होली #ହୋଲି

96a8cfaec5145462e693258c9a9c7eac

StoryatStudio

ପ୍ରତ୍ୟାକ୍ରମଣ

ଏବେ ଏବେ ମୁଁ ବି ବଢଉଛି ନଖ,
ଛୋଟ ଛୋଟ ଦାଢୀରେ ଭର୍ତ୍ତି କରୁଛି ମୁହଁ, 
ତୁ ବି ଜାଣ୍, 
'କ୍ଷତାକ୍ତ' ଯେ ଖାଲି ଗୋଟେ ଶବ୍ଦ ନୁହଁ ।।

ଏବେ ତୁ ବି ଜାଣିବୁ,
ଏସି ରୁମରେ, ନରମ ଗଦିରେ,
କାହିଁ ବେଳେ ବେଳେ,
ଆଖିକୁ ଚାଲିଆସେ ଲୁହ,
ଥରେ ଥରେ
ସାୱାର ତଳେ ଠିଆ ହେଇ,
କାହିଁକି ନା ବି
କାହିଁକି,କେମିତି ଜଳିଯାଏ ଏ ଦେହ ।।

                  ©ସୌଭାଗ୍ୟ ସାହୁ #ପ୍ରତ୍ୟାକ୍ରମଣ #splash2020 #love #revenge #ପ୍ରେମ #କବିତା #poem #wildlove

#ପ୍ରତ୍ୟାକ୍ରମଣ splash2020 love revenge #ପ୍ରେମ #କବିତା poem wildlove

96a8cfaec5145462e693258c9a9c7eac

StoryatStudio

ପ୍ରେମିକାର ବାପା

ପ୍ରତିଦିନ ମୋ ପ୍ରେମିକାର ବାପା ସହ ମୋର ଚାଲିଥାଏ,
ଗୋଟେ ଅଜଣା ଶୀତଳ ଯୁଦ୍ଧ,
କୋଉ ସମାସ୍କନ୍ଧରେ ସମାନ ନ ହୋଇବି,
ଚାଲିଥାଏ ମିଛ ବରାବରି ର ବାଦ।

ନା ସେ ମୋତେ,ନା ମୁଁ ତାଙ୍କୁ କେବେ କିଛି କୁହେ 
ତଥାପି ଆଖିର ସେ କିଞ୍ଚିତ ମିଳାମିଶାରେ ବି,
ସେ ମୋ ଚଉଦ ପୁରୁଷ ଉଝାଳିଲା ବେଳେ
ମୁଁ  ପ୍ରତିବାଦ ର ସ୍ୱର ମିଳାଏ।

ତା ପାଇଁ ପ୍ରସ୍ତାବ ନେଇ ଆସୁଥିବା ପିଲାଙ୍କ ପରି,
ମୁଁ କେବେ ତା ବାପା ଆଗେ ଭଲେଇ ହୁଏନି,
ଭିଡ଼ ବସରେ ଗଲାବେଳେ ମଉସା ବସ କହି ସିଟ ଛାଡି ଦିଏନି,
ଆହୁରି,
ତା ବାପା କେବେ ବାଇକରେ ଓଭରଟେକ୍ କରିଦେଲେ,
ମୁଁ ମୋ ସାଇକେଲକୁ ଉଡାଜାହାଜ କରିଦିଏ।

ଆଗରୁ ଏମିତି ନଥିଲା ମ,
ପ୍ରଥମ ଧରପଗଡ଼ରୁ ହିଁ ଏମିତି ଆମ ସମ୍ପର୍କ,
ସେ ମୋ ନାଁ ରେ ଆଉ ମୁଁ ତାଙ୍କ ନାଁ ରେ ନାଲିସ କରେ,
ନିଇତି ଆମ କୋର୍ଟରେ ଶୁଣାଣି ହୁଏ,
କେତେ ଅଭିଯୋଗ, କେତେ ସତମିଛ କଥା,
ଯୋଉଠି, ଅର୍ଡର ନଦେଇ ଚୁପଚାପ ସବୁ ଶୁଣିଯାନ୍ତି,
                               "ମୋ ଧର୍ମରାଜ ପ୍ରେମିକା" #ପ୍ରେମିକାର_ବାପା

#ପ୍ରେମିକାର_ବାପା #poem

loader
Home
Explore
Events
Notification
Profile