Nojoto: Largest Storytelling Platform
sarojpanda9531
  • 79Stories
  • 142Followers
  • 583Love
    38Views

Saroj Panda

Journalist,Poet & Writer.

  • Popular
  • Latest
  • Repost
  • Video
9e0a795cae5e47283ad8dc83a2ba5511

Saroj Panda

ଅନେକଲୋକ କହିବାର ନିଶ୍ଚୟ
ଶୁଣିଥିବେଯେ ଆମେସବୁ ମାଟିରେ
ତିଆରି ଏବଂ ଶେଷରେ ମାଟିରେହିଁ'
ମିଶିଯିବା। ମୁଁ କିନ୍ତୁ ଏକଥାକୁ
ବିଶ୍ବାସକରେନାହିଁ। କାରଣ ଏମିତି
ଅନେକଲୋକଙ୍କୁ ମୁଁ ଜାଣେ-
ଯେଉଁମାନେ ମାଟିରେନୁହେଁ ;
ପଥରରେ ତିଆରି। ସେମାନେ
ମାଟିରେ ମିଶିବାତ ଦୂରର କଥା ; ବରଂ
ନିଜର ଅହଂଭାବପାଇଁ ଭୁଲ ସ୍ୱୀକାର
ମଧ୍ୟ କରନ୍ତିନାହିଁ। ମୃତ୍ୟୁ ସୁନିଶ୍ଚିତଜାଣି ମଧ୍ୟ
ସେମାନେ ନିଜକୁ ଅମରବୋଲି
ଭାବିନେଇଥାନ୍ତି। ସେମାନଙ୍କୁ କଣକହିବେ
ଆପଣ ?

©Saroj Panda #Yourstory
9e0a795cae5e47283ad8dc83a2ba5511

Saroj Panda

ଶୁଭଅପରାହ୍ନ...
Good Afternoon...




ବୁଧବାର ସୁନ୍ଦର ଅପରାହ୍ନର
ପ୍ରୀତିଭରା ଅନେକଶୁଭେଚ୍ଛା...



★ ଯାଯାବର ★ #weather
9e0a795cae5e47283ad8dc83a2ba5511

Saroj Panda

ସମସ୍ୟାମାନେ ଆପଣଙ୍କ ଜୀବନ-ପରିଧି
ଭିତରକୁ ଆସିବେହିଁ' ଆସିବେ। କିନ୍ତୁ ସେମାନେ ବେଶୀଦିନ
ପର୍ଯ୍ୟନ୍ତ ରହିପାରନ୍ତିନାହିଁ। ସେମାନେ ଆପଣଙ୍କ
ଜୀବନ-ପୁସ୍ତିକାରେ ନିଜର ଦସ୍ତଖତକରିଦେଇ
ଚାଲିଯିବାକୁହିଁ' ଆସିଥାନ୍ତି। ସେମାନଙ୍କୁ ଯିବାପାଇଁ
ରାସ୍ତାଦେଖାଇବାର ଦାୟିତ୍ୱ କିନ୍ତୁ ଆପଣଙ୍କର....

★ ଯାଯାବର ★ #meditation
9e0a795cae5e47283ad8dc83a2ba5511

Saroj Panda

ସୂରୁଜ ସାଙ୍ଗରେ ବନ୍ଧୁତା ମୋର-
ସକାଳରୁ ସଞ୍ଜଯାଏଁ..,
ଜହ୍ନସାଥେ ଏଠି ବନ୍ଧୁତାମୋର-
ରାତିରୁ ସକାଳଯାଏଁ..,
ହେଲେ ମୋ' ବନ୍ଧୁତା ଆପଣଙ୍କ ସାଥେ-
ଏବେଠାରୁ ମୃତ୍ୟୁଯାଏଁ..!!
ଏକଥାଟି' ଧ୍ରୁବସତ୍ୟବୋଲି ଜାଣ-
ବିଶ୍ବାସକରୁ ବା' ନକରୁ କିଏ.... ★ ଯାଯାବରର ଡାଏରୀ ★
【Jajabar's Diary】

#MoonHiding

★ ଯାଯାବରର ଡାଏରୀ ★ 【Jajabar's Diary】 #MoonHiding

9e0a795cae5e47283ad8dc83a2ba5511

Saroj Panda

କାହାର ମଙ୍ଗଳକରିବାତ ଦୂରର କଥା-
କେବଳ ଅନ୍ୟର ମଙ୍ଗଳ ଚିନ୍ତାକଲେହିଁ'
ତାର ଶୁଭଫଳ ଆପଣଙ୍କ ପାଖକୁ
ନିଶ୍ଚୟ ଫେରିଆସିବ। ଏହାହିଁ' ହେଉଛି-
ଏ'ସୃଷ୍ଟିର ଏକ ଅଲିଖିତ ନିୟମ।
ତେଣୁ ପରୀକ୍ଷା ପ୍ରାର୍ଥନୀୟ...!!

★ ଯାଯାବର ★ ★ ଯାଯାବରର ଡାଏରୀ ★
【Jajabar's Diary】

★ ଯାଯାବରର ଡାଏରୀ ★ 【Jajabar's Diary】

9e0a795cae5e47283ad8dc83a2ba5511

Saroj Panda

ଆପଣ ଖୁସିରେ ଅଛନ୍ତି -
ଖୁବ୍ ଭଲକଥା ; କିନ୍ତୁ ଆପଣଙ୍କ ଯୋଗୁଁ
ଅନ୍ୟକେହିଜଣେ ଯଦି ଖୁସିହୋଇପାରୁଛି-
ତା'ଠାରୁ ବଳି ଭଲକଥା ଆଉ କଣହୋଇପାରେ
କହିଲେଦେଖି..? କେବେ ଥରେ ପରୀକ୍ଷାକରି
ଦେଖନ୍ତୁନା..? #Janamashtmi2020
9e0a795cae5e47283ad8dc83a2ba5511

Saroj Panda

ବନ୍ଧୁ.! 
ଏ'ଜୀବନଟା' ଏକ ସୁନ୍ଦରଯାତ୍ରା-
କାଲି କଣହେବ କେହି ଜାଣେନା,
ଦୁନିଆରେ ବଞ୍ଚିରହିବାକୁହେଲେ-
କା'ସାଥେକରନା କେବେ ଛଳନା। ★ ଯାଯାବରର ଡାଏରୀ ★
【Jajabar's Diary】

#solotraveller

★ ଯାଯାବରର ଡାଏରୀ ★ 【Jajabar's Diary】 #solotraveller

9e0a795cae5e47283ad8dc83a2ba5511

Saroj Panda

ନିଜସ୍ୱାର୍ଥପାଇଁ ଯେତେଜରୁରୀ
ହୋଇଥାଉନାଁ କାହିଁକି
ଯେକୌଣସି ପ୍ରକାରର 
ଭୁଲକାମ ଆମେ କରିଥାଉଁ
ସେସବୁର ହିସାବନିକାଶ ଏଇଠିହିଁ'
ହୋଇଥାଏ। ଯଦିକିଛି ବାକି ରହିଗଲା-
ଛାଡ଼ନ୍ତୁ.. ଆଉକିଛି ନକହିଲେ ଭଲ... #backseat
9e0a795cae5e47283ad8dc83a2ba5511

Saroj Panda

ନିଜସ୍ୱାର୍ଥପାଇଁ..ଯେତେଜରୁରୀ
ହୋଇଥାଉପଛକେ-
ଯେକୌଣସି ପ୍ରକାରର 
ଭୁଲ୍-କାମ ଆମେକରିଥାଉ-
ସେସବୁର ହିସାବ୍-ନିକାଶ                                   ଏଇଠିହୁଏ..!!

ଯଦିକୌଣସି କାରଣରୁ
ବାକିଆରହିଗଲା-
ଛାଡ଼ନ୍ତୁ..ଆଗକୁ ଆଉକିଛି                                ନକହିଲେ ଭଲ..!! #StreetNight
9e0a795cae5e47283ad8dc83a2ba5511

Saroj Panda

ଜିତିବାର ମଜ୍ଜା କେତେବେଳେ ଆସେ...
ଜାଣନ୍ତି..? ଠିକ୍ ଯେତେବେଳେ ଆପଣଙ୍କ                            ହାରିବାଦିନକୁ ଅନ୍ୟମାନେ ଖୁବ୍
ବ୍ୟାକୁଳହୋଇ ଅପେକ୍ଷାକରୁଥାନ୍ତି.... #peace
loader
Home
Explore
Events
Notification
Profile