Nojoto: Largest Storytelling Platform
bhagawanpanigrah1169
  • 9Stories
  • 22Followers
  • 34Love
    0Views

Bhagawan Panigrahi

  • Popular
  • Latest
  • Video
b12294fab2e5f42bef1a7beb099f235c

Bhagawan Panigrahi

ସୂର୍ୟାଷ୍ଟକମ
ଆଦିଦେଵ ନମସ୍ତୁଭ୍ୟଂ ପ୍ରସୀଦ ମଭାସ୍କର
ଦିଵାକର ନମସ୍ତୁଭ୍ୟଂ ପ୍ରଭାକର ନମୋସ୍ତୁତେ
ସପ୍ତାଶ୍ଵ ରଧ ମାରୂଢଂ ପ୍ରଚଂଡଂ କଶ୍ୟପାତ୍ମଜଂ
ଶ୍ଵେତ ପଦ୍ମଧରଂ ଦେଵଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ଲୋହିତଂ ରଧମାରୂଢଂ ସର୍ଵ ଲୋକ ପିତାମହଂ
ମହାପାପ ହରଂ ଦେଵଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ତ୍ରୈଗୁଣ୍ୟଂ ଚ ମହାଶୂରଂ ବ୍ରହ୍ମ ଵିଷ୍ଣୁ ମହେଶ୍ଵରଂ
ମହା ପାପ ହରଂ ଦେଵଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ବୃଂହିତଂ ତେଜସାଂ ପୁଂଜଂ ଵାୟୁ ମାକାଶ ମେଵଚ
ପ୍ରଭୁଂଚ ସର୍ଵ ଲୋକାନାଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ବଂଧୂକ ପୁଷ୍ପ ସଂକାଶଂ ହାର କୁଂଡଲ ଭୂଷିତଂ
ଏକ ଚକ୍ରଧରଂ ଦେଵଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ଵିଶ୍ଵେଶଂ ଵିଶ୍ଵ କର୍ତାରଂ ମହା ତେଜଃ ପ୍ରଦୀପନଂ
ମହା ପାପ ହରଂ ଦେଵଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ତଂ ସୂର୍ୟଂ ଜଗତାଂ ନାଧଂ ଜ୍ନାନ ଵିଜ୍ନାନ ମୋକ୍ଷଦଂ
ମହା ପାପ ହରଂ ଦେଵଂ ତଂ ସୂର୍ୟଂ ପ୍ରଣମାମ୍ୟହଂ
ସୂର୍ୟାଷ୍ଟକଂ ପଠେନ୍ନିତ୍ୟଂ ଗ୍ରହପୀଡା ପ୍ରଣାଶନଂ
ଅପୁତ୍ରୋ ଲଭତେ ପୁତ୍ରଂ ଦରିଦ୍ରୋ ଧନଵାନ ଭଵେତ
ଆମିଷଂ ମଧୁପାନଂ ଚ ୟଃ କରୋତି ରଵେର୍ଧିନେ
ସପ୍ତ ଜନ୍ମ ଭଵେଦ୍ରୋଗୀ ଜନ୍ମ କର୍ମ ଦରିଦ୍ରତା
ସ୍ତ୍ରୀ ତୈଲ ମଧୁ ମାଂସାନି ହସ୍ତ୍ୟଜେତ୍ତୁ ରଵେର୍ଧିନେ
ନ ଵ୍ୟାଧି ଶୋକ ଦାରିଦ୍ର୍ୟଂ ସୂର୍ୟ ଲୋକଂ ସ ଗଚ୍ଛତି
ଇତି ଶ୍ରୀ ଶିଵପ୍ରୋକ୍ତଂ ଶ୍ରୀ ସୂର୍ୟାଷ୍ଟକଂ ସଂପୂର୍ଣଂ 

9 Love

b12294fab2e5f42bef1a7beb099f235c

Bhagawan Panigrahi

ରଜ ପର୍ବ ଉପଲକ୍ଷେ
ହାର୍ଦ୍ଦିକ ଶୁଭେଚ୍ଛା

4 Love

b12294fab2e5f42bef1a7beb099f235c

Bhagawan Panigrahi

 #RAjA FESTIVAL

#Raja FESTIVAL

2 Love

b12294fab2e5f42bef1a7beb099f235c

Bhagawan Panigrahi

ଦୋଳି ପଡ଼ିଛି ଖାଲି ଖେଳିବ ଆସ #ରଜ

#ରଜ

3 Love

b12294fab2e5f42bef1a7beb099f235c

Bhagawan Panigrahi

ପବନ ରେ କାଗଜ ଟିଏ ନିଜ ଭାଗ୍ୟ ଓ ଯୋଗ୍ୟତା ଅନୁସାରେ ରେ ଉଡିପାରେ ! କିନ୍ତୁ  ଘିଂ କାଗଜ( ଗୁଡ଼ି )ନିଜ ସାମର୍ଥ୍ୟ ବଳରେ ଉଡିଥାଏ ! ଭାଗ୍ୟ ଆପଣଙ୍କ ସହିତ ଫଳ ନ ଦେଉଥିଲେ ମଧ୍ୟ ସାମର୍ଥ୍ୟ ସଫଳତାର ବାଟ ଖୋଲିଥାଏ ! ତେଣୁ ସାମର୍ଥ ଓ ନିଜ ଦକ୍ଷତା ଉପରେ ନିର୍ଭର କରିବା 
ଉଚିତ !!

3 Love

b12294fab2e5f42bef1a7beb099f235c

Bhagawan Panigrahi

ସିନ୍ଦୂର ଫାଟିଲା ଦେଖ ପ୍ରଭାତ ହୋଇଲା
ଉଦିତ ହେଲେଣି ରବି
ଉଠ ଉଠ ମଠ ନକରି ନିତ୍ୟ
 କର୍ମ ବେଗେ ସାର ସକଳ
ସ୍ବକାର୍ୟ ରେ ଯାଅ ଡୁବି
କର୍ମଠ ନ ହୋଇ କର୍ମ କର ବାବୁ
ମଳିନ ନ କର ଛବି
ସ୍ୱାର୍ଥୀ ନ ହୋଇ ସଂସାରେ
ନିତ୍ୟ କାର୍ଯ୍ୟ ତୁ କରିବୁ
 ପ୍ରଭୁ ନାମ ଜପୁଥିବୁ
ତାଆରି ଚରଣେ ଶରଣ ପଡ଼ିଲେ
 ଉଦ୍ଧାର ତୁ ହୋଇବୁ !!
ଜୟ ଜଗନ୍ନାଥ
ଶୁଭ ସକାଳର ଶୁଭ କାମନା # ଶୁଭ ସକାଳ

# ଶୁଭ ସକାଳ

2 Love

b12294fab2e5f42bef1a7beb099f235c

Bhagawan Panigrahi

 #jay jagannath

#Jay jagannath

2 Love

b12294fab2e5f42bef1a7beb099f235c

Bhagawan Panigrahi

💝 *ଆଜିର ଅନୁଚିନ୍ତା*💝
🌷🌻**🌻🌷
*କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ। କାମ,କ୍ରୋଧ,ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ ।।*
*କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । 
*ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ ।।*
🙏🙏🏻🙏🙏🏻🙏🙏🏻🙏🙏🏻🙏🙏🏻

4 Love

b12294fab2e5f42bef1a7beb099f235c

Bhagawan Panigrahi

💝 *ଆଜିର ଅନୁଚିନ୍ତା*💝
🌷🌻 *ତାରିଖ-୦୯/୦୬/୨୦୧୯*🌻🌷
*କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ ।କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ ।।*
*କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । ଏହାସହିତ ସତ୍ କର୍ମ, ଆଚରଣ, ନିଷ୍ଠା ଜଡିତ ହେବା ଆବଶ୍ୟକ ।।*
*କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ ।।*
*ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ ।।*
🙏🙏🏻🙏🙏🏻🙏🙏🏻🙏🙏🏻🙏🙏🏻 #anuchinta


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile