Nojoto: Largest Storytelling Platform
sunilkumarmallik8021
  • 18Stories
  • 57Followers
  • 99Love
    0Views

SuNilL

  • Popular
  • Latest
  • Video
bd8e6ea9f07a3cda2dd1b1596fc23ecb

SuNilL

ଭଗବାନଙ୍କୁ ମାଗିବାକୁ ବହୁତ କିଛି ଥିଲା..
ହେଲେ ମାଗିବା ଆଗରୁ ସେ ତୁମକୁ ମତେ ଦେଇ ଦେଇଛନ୍ତି..
 ମୁଁ କିଛି କହିବା ଆଗରୁ ଯିଏ ମୋ ମନ କଥା ବୁଝି ପାରୁଛି..
ଏମିତି ସାଥି ଟିଏ ମତେ ଦେଇ ଦେଇଛନ୍ତି 🤗

©SuNilL Aadya 

#wetogether
bd8e6ea9f07a3cda2dd1b1596fc23ecb

SuNilL

ଜୀଵନ ର ଏଇ ବାଟରେ ତୁମେ ଥକି ଯିବା ପର୍ଯ୍ୟନ୍ତ ମୁଁ ତୁମ ସହ ଅଛି


ନିଜକୁ ଏକା ଭାବିବା ତ ଦୂରର କଥା
କେବେବି ଏକା ହେବାକୁ ଦେବିନି 🤗

©SuNilL #walkingalone
Aadya
bd8e6ea9f07a3cda2dd1b1596fc23ecb

SuNilL

ଜାଣିନି ତୁମେ କିଏ?
ହେଲେ ମୋ ମନ ଆଉ ମୋ ହୃଦୟ କଣ ପାଇଁ କେଜାଣି ଖାଲି ତୁମକୁ ଖୋଜୁଛି 🤗

©SuNilL Aadya ♥️

Aadya ♥️

bd8e6ea9f07a3cda2dd1b1596fc23ecb

SuNilL

ତୁ ଜାଣିନୁ ବୋଧେ....
ତୋ ଅଜାଣତରେ ମୁଁ ମୋର ହୃଦୟ ରେ ଘରଟିଏ କରିସାରିଛି 🤗


ଖାଲି ବାକି ଅଛି ତୋ ଆସିବା ବାଟକୁ..

©SuNilL 🤗

#wetogether
bd8e6ea9f07a3cda2dd1b1596fc23ecb

SuNilL

ଗୋଟିଏ ସତ କଥା ଶୁଣନ୍ତୁ..
ଯଦି ଗୋଟିଏ ଲୋକ ର ଆପଣ ସବୁ କାମ କରିଦେଉଥିବେ
ତେବେ ସେ ଲୋକ ଟି କହିବ କୀ ହଁ ସବୁ ଠିକ ଅଛି
ଆଉ ଯେତେବେଳେ
ଆପଣ ସେ ଲୋକ ର କାମ ଟି କରିପାରିଲେନି କିଛି ଅସୁବିଧା ପାଇଁ
ଆଉ ସେ ଲୋକଟି ସାଙ୍ଗେ ସାଙ୍ଗେ କିଛି ଲୋକ ଙ୍କ ଆଗରେ ତୁମ ଅନୁପସ୍ଥିତ ରେ ତୁମର ଖରାପ ଚିନ୍ତା ବା ଖରାପ କଥା କହୁଥିବ l

©SuNilL କିଛି ହୃଦୟ ର କଥା 

#Shades

କିଛି ହୃଦୟ ର କଥା #Shades #Life_experience

bd8e6ea9f07a3cda2dd1b1596fc23ecb

SuNilL

ମୁଁ ତାକୁ ବହୁତ ଟିଉସନ କରୁଥିଲି ପ୍ରେମ ବିଷୟରେ.. 




ହେଲେ କେଜାଣି କିଏ ତାକୁ ଏକ୍ସଟ୍ରା କ୍ଲାସ ଦେଇକି ନେଇ ଗଲା 😁

bd8e6ea9f07a3cda2dd1b1596fc23ecb

SuNilL

ଝିଅ ମାନଙ୍କୁ କହୁଛି ହେଲା 
କାନ୍ଦିଲା ବେଳେ ଟିକେ ଠିକ ସେ କାନ୍ଦିବା ଶିଖ... 
ନହେଲେ ବୁଢ଼ୀ ଙ୍କ ଭଳି ଦେଖା ଯାଉଛ 😁😁🤭🤭🤭😃😃

😁😁🤭🤭🤭😃😃 #Comedy

bd8e6ea9f07a3cda2dd1b1596fc23ecb

SuNilL

 make some new shayari

make some new shayari #nojotophoto

bd8e6ea9f07a3cda2dd1b1596fc23ecb

SuNilL

Beiman
             Premika
bd8e6ea9f07a3cda2dd1b1596fc23ecb

SuNilL

ଆ ଥରେ ଦେଖିଯା.. 
ତୁ ଯଉ ଅନ୍ଧାର ରେ ଛାଡ଼ି ଚାଲି ଯାଇଥିଲୁ.. 
ମୁଁ ସେଇଠି ଆଉ ସେମିତି ଅଛି 
ତୋ ପରି ବଦଳି ଯାଇନି 😭 #ଓଡ଼ିଆ_ସାଏରି

#ଓଡ଼ିଆ_ସାଏରି #Shayari

loader
Home
Explore
Events
Notification
Profile