Nojoto: Largest Storytelling Platform
nirupamanaik9913
  • 11Stories
  • 15Followers
  • 68Love
    422Views

Nirupama Naik

  • Popular
  • Latest
  • Video
c3baf3e25699bc88a46d1f3f83cbb220

Nirupama Naik

ଅନୁଚିନ୍ତା...
ମା କୁ କେବେ ଭୁଲିହୁଏନି କି ମନେ ପକେଇ ହୁଏନି, ସେ ସବୁ କଥା ରେ ଥାଏ, ଛୁଆ କୁ ରାତିରେ ଡର ଲାଗିଲେ ମା, ଦିନ ରେ ଭୋକ ଲାଗିଲେ ମା, ଆଉ ଏଇ ଦିନ ରାତି ତ ସବୁ ଦିନ ହୁଏ....ତେବେ ଆଜି ଏମିତି କଣ ବିଶେଷ ?? କିଛି ନାହିଁ...
ଏଇ ସ୍ମାର୍ଟଫୋନେ ଆଉ ସୋସିଆଲ ମେଡିଆ ପାଇଁ mothers day ମେ ମାସ ର ପ୍ରଥମ ରବିବାର ବୋଲି ଜାଣିଲୁ...ହେଲେ ଆମ ପାଇଁ ତ ସବୁବେଳେ ମାତୃତ୍ୱ ଦିବସ... ମା ବିନା ସ୍କୁଲ ଯାଇ ହୁଏନି କି ଅଫିସ ରୁ ଫେରିଲେ ଥକା ଦୂର ହୁଏନି, ମା ବିନା ଲୁହ ବି ଅଯଥା, ହସ ବି ଫିକା....ମା ଅଛି ବୋଲି କାନ୍ଦିଲେ ସେ ଲୁହ ପୋଛିଦେବ, ହସିଦେଲେ କାହା ଦୃଷ୍ଟି ନ ଲାଗୁ ବୋଲି ଆଶିଷ ଦେବ। ଏଇ ଗୋଟେ ମାତ୍ର ଦିନ ରେ ଖାଲି ସୋସିଆଲ ମିଡ଼ିଆ ରେ ମାତୃତ୍ବ ଦିବସ ହେଇପାରେ କିନ୍ତୁ ଅସଲି ଜୀବନ ରେ ଏଇ ନିଶ୍ୱାସ ର ଆରମ୍ଭ ମା.... ଆଜି ର ଦିନ ଯଥେଷ୍ଟ ନୁହେଁ....
ସନ୍ତାନ ମାନଙ୍କ ସର୍ବ କର୍ତ୍ତବ୍ୟ ହେଲା
ସବୁବେଳେ ହସ ଫୁଟାଇବା ମା ର ମୁହେଁ..

c3baf3e25699bc88a46d1f3f83cbb220

Nirupama Naik

#lockdown...
c3baf3e25699bc88a46d1f3f83cbb220

Nirupama Naik

#worldpoetryday
c3baf3e25699bc88a46d1f3f83cbb220

Nirupama Naik

#delhiriots
c3baf3e25699bc88a46d1f3f83cbb220

Nirupama Naik

#किमत
c3baf3e25699bc88a46d1f3f83cbb220

Nirupama Naik

#मेराघरनहीं
c3baf3e25699bc88a46d1f3f83cbb220

Nirupama Naik

#नदीकीपुकार
c3baf3e25699bc88a46d1f3f83cbb220

Nirupama Naik

#ସ୍ବପ୍ନ

#ସ୍ବପ୍ନ

c3baf3e25699bc88a46d1f3f83cbb220

Nirupama Naik

#माँ #का #डर
c3baf3e25699bc88a46d1f3f83cbb220

Nirupama Naik

#मायकेवालीफीलिंग्स
loader
Home
Explore
Events
Notification
Profile