Nojoto: Largest Storytelling Platform
merrykrishna4842
  • 3Stories
  • 0Followers
  • 0Love
    0Views

Merry Krishna

  • Popular
  • Latest
  • Video
c41a37e1369b6c7b59ea40926f45588e

Merry Krishna

ନ ରଚିଲି ପ୍ରୀତି ତୁମ ଅଙ୍କେ ହେ ସାଆନ୍ତେ
     ନ ଦେଲ ପରସ ତୁମ ସୁମଧୁର ଗାତ୍ରେ ।

ଅଟକିଲା ହସ୍ତ ଦ୍ବୟ ନ ଛୁଇଁ ଚରଣ
     ନୀର ଭାରେ ନ ଝରିଲା ଏ ଦୁଇ ନୟନ ।

ହେଲେ କଳା ମୁଖ ତୁମ ପ୍ରୀତି ର ମେଖଳା
   କଟି ଦେଶ କରେ ଭାରି ବେଦନା ପିରୋଳl ।

କି କହିବି ମୋହନ ର ଅର୍ଦ୍ଧ ମାତ୍ରା ପ୍ରୀତି
   ରଚିଲା ବିରସେ ରସ ରସ ରେ ବିରତି  । 
                       
                                   , କ୍ରମଶଃ •••••  # ୦୯/୧୦/୨୦୨୨

# ୦୯/୧୦/୨୦୨୨

c41a37e1369b6c7b59ea40926f45588e

Merry Krishna

Love is vital to all.  # quote from my prose love ; the first feelings

# quote from my prose love ; the first feelings

c41a37e1369b6c7b59ea40926f45588e

Merry Krishna

Love without judgement brings disaster;
And Judgment without love is the beginning of a new war   #firstquote


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile