Nojoto: Largest Storytelling Platform
nojotouser4238522590
  • 24Stories
  • 514Followers
  • 330Love
    2.7KViews

ଅରିଜିତ୍ ମହାପାତ୍ର

apne kahani

  • Popular
  • Latest
  • Repost
  • Video
c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

ତୁମେ ଆଉ ତୁମେ ହେଇ ନାହଁ
ଖୋଜେ ଯେତେ ତୁମରି ଭିତରେ
ତୁମ ତୁମେ ନ ହେବାଟା, 
ତୁମ ପାଇଁ ଛୋଟ କଥା
ହେଲେ ସେ ଛେଟିଆ କଥା ମୋହରି ବେଦନା ବ୍ୟଥା

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

କବିର ର ଭକ୍ତି ଦେଖି
               ମିରା ଠାରୁ ତ୍ୟାଗ ଶିଖି
ନାନକ ର ଦୋହା ଜାଣି
                ଚୈତନ୍ୟ ଭଜନ ଶୁଣି
ଭକତି ଭାବକୁ ଛାଡି
                 ମିଛ ଅହମିକା ଧରି
ମୋହ ରେ ପଡେ ମଣିଷ
                  ନିଜକୁ ଜଗତ ମଣି

ଅଇଁଠା କୋଳି ଯା ପ୍ରିୟ
                ଗୋପାଳ ଘରର ପୁଅ
ରାକ୍ଷାସ ବାଳକ ପାଇଁ
               ଖମ୍ବ ରେ ହେଲା ପ୍ରତ୍ୟୟ
ଦାସିଆ ନଡିଆ ନେଇ
                 କୁବୁଜା କୁ ମାଆ କହି
କୁଳଟା ବାଦରୁ ମୁକ୍ତ
                 ଅହଲ୍ୟା ସେ ପାଦ ଛୁଇଁ
ମାନବିକତା କୁ ଭୂଲି
                    ମିଛ ତତ୍ୱ କଥା କୁହେ
ପାମର ସାଜି ମଣିଷ
                  ପ୍ରଭୁ ବାଣୀ ଭୂଲି ଯାଏ
ଜାତିଭେଦ ସବୁ ମିଛ
                  ସବୁ ସମ୍ଭ୍ରାନ୍ତତା ତୁଚ୍ଛ
ସେଇ ଏକା ପାର ପାଏ
             ଯିଏ ସେ ପାଦ ଆଶ୍ରୟ ନିଏ🙏🙏🙏🙏🙏🙏🙏🙏🙏

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

mother

mother

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

ଅଭିନେତା ନୁହଁ
 ରାଜନେତା ନୁହଁ
ଅଭିନୟ କାହୁଁ କରେ
ମିଛରେ ହସି ସେ ଅନ୍ୟ କୁ ହସାଏ 
ସତ କୁ କିବା ସେ ଡରେ।।

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

#supermom
c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

#poetryonline
c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

# Bhagat sing

# Bhagat sing

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

voice of a warrior

voice of a warrior #best_poetry

c45ec92dee04a5d7ba165c3734452ae2

ଅରିଜିତ୍ ମହାପାତ୍ର

dil ka awas

dil ka awas

loader
Home
Explore
Events
Notification
Profile