Nojoto: Largest Storytelling Platform
pratyushapalei3850
  • 263Stories
  • 83Followers
  • 3.5KLove
    15.1LacViews

Pratyusha Palei

jay jagannath 🙏🙏🙏 pasand hai usko meri yee shayeri kehena .... uski isi pasand ne mujhe shayeri bana diya ... ❤️❤️❤️❤️

  • Popular
  • Latest
  • Video
c60eb082445f1a38673af3fe6202b54c

Pratyusha Palei

agar pehla pyar sacha tha 
 to dusra hua kyu
 aur agar dusra sacha hai
 to pehla yaad aa rha hai kyu 🥲😐😶

©Pratyusha Palei
  #sad_feeling
c60eb082445f1a38673af3fe6202b54c

Pratyusha Palei

पूरी तरह वश में किया हुआ मन 
हमारो सबसे अच्छी मित्र होती है।
 लेकिन, ये अनियंत्रित हो जाए तो
 सबसे बडी शत्रु हो जाती है।

©Pratyusha Palei
  #माइंड 
#motibationalquotes
c60eb082445f1a38673af3fe6202b54c

Pratyusha Palei

 तुम चलने का हौसला तो करो
दिशाएं बहुत हैं !
कांटों की फ़िक्र मत करो
 तुम्हारे साथ दुआएं बहुत हैं !

©Pratyusha Palei
  #dua🤲
c60eb082445f1a38673af3fe6202b54c

Pratyusha Palei

जिंदगी में टेंशन ही टेंशन है,
 फिर भी इन लबों पर मुस्कान है, 
क्योंकि जीना जब हर हाल में है,
 तो मुस्कुराकर जीने में क्या
नुकसान है।

©Pratyusha Palei #Smile😊

Smile😊 #Motivational

c60eb082445f1a38673af3fe6202b54c

Pratyusha Palei


रिजल्ट पे ध्यान देकर काम करोगे 
तो काम नही बनेगा, 
तो ध्यान अपने उस छोटे छोटे 
कदम पर दो 
जो आप रोज उस रिजल्ट को 
पाने के लिए लेते हो, 
यही चीज आपको आपके
 रिजल्ट तक लेके जाएगी ।

©Pratyusha Palei
  #motavitonal_quotes
c60eb082445f1a38673af3fe6202b54c

Pratyusha Palei

ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ
 କୌଣସି ଗୁଣ ନାହିଁ ।
 ନୀରବତା ଦ୍ବାରା ସମସ୍ତ ପରିସ୍ଥିତିକୁ 
ସାମ୍ନା କରାଯାଇପାରେ । 
ଏବଂ ଧର୍ଯ୍ୟ ଦ୍ବାରା ସମସ୍ତ ବିପଦକୁ 
ପାରି କରାଯାଇପାରେ ।

©Pratyusha Palei
  #silent
#nojotaquotes
c60eb082445f1a38673af3fe6202b54c

Pratyusha Palei

ଭୁଲ

ଛୋଟ ହେଉ ବା ବଡ,
ଭୁଲ ତ ଭୁଲ ହୋଇଥାଏ।
ଏହାକୁ ଅଣଦେଖା ନକରି ନିଜ ଭୁଲ କୁ 
ସୁଧାରିବାକୁ ଚେଷ୍ଟା କରିବା ଉଚିତ ।
କାହିଁକି ନାଁ ଛୋଟିଆ କଣା ଟିଏ 
ଗୋଟିଏ ବଡ ଡଙ୍ଗାକୁ ପାଣିରେ ବୁଡେଇ 
ଦେବାର କ୍ଷମତା ରଖୁଥାଏ ।

©Pratyusha Palei
  #mistakes😣

mistakes😣 #Quotes #mistakes😔

c60eb082445f1a38673af3fe6202b54c

Pratyusha Palei

ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ ,
ଜୀବିତ ରୁହେ ବ୍ୟବହାରରୁ,
ଅନୁଭବ ହୁଏ ଯତ୍ନରେ ,
ଅନୁଭତି ବସା ବାନ୍ଧି ହୃଦୟରୁ ,
ମଉଳି ଯାଏ ସନ୍ଦେହ ରେ ,
ଭାଙ୍ଗିଯାଏ ଅହଂକାର ରେ ,
ଶୁଭ ସକାଳ
ଜୟ ଜଗନ୍ନାଥ 
🙏🙏🙏

©Pratyusha Palei #JayJagannath🙏😊 
#ଶୁଭସକାଳ

JayJagannath🙏😊 #ଶୁଭସକାଳ #Quotes

c60eb082445f1a38673af3fe6202b54c

Pratyusha Palei

ସମୟ
**********
ଯଦି ନିଜେ ସତ୍ ପଥରେ ଅ ଅଛ,
ତେବେ ନୀରବତାର ସହ କାମ କରିଚାଲ ।
କୁଟ,କପଟୀ ଲୋକଙ୍କ ଚିତ୍କାରକୁ ଧ୍ୟାନ ଦେଇ ନିଜ କାମକୁ 
ପ୍ରାଧାନ୍ୟ ଦିଅ କାରଣ ସମୟ ହ ସବୁ କଥା ପ୍ରକାଶ କରିବ ।

©Pratyusha Palei #Time⏳

Time⏳ #Thoughts

c60eb082445f1a38673af3fe6202b54c

Pratyusha Palei

ଜୀବନ
*********
ଜୀବନରେ ଯେଉଁ ଲୋକମାନେ
 ଆପଣଙ୍କଠାରୁ ଦୂରେଇବାକୁ ଚାହାନ୍ତି,
ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ
 ଦୋଷୀ କରି ଦିଅନ୍ତି, ଓ ପରେ ନିଜଦୋଷ 
ଅନ୍ୟ ଉପରେ ଲଦି
ଦେଇ ଦୁରେଇ ଯାନ୍ତି I

©Pratyusha Palei #Life 
#sad 😢

Life #SAD 😢 #Thoughts

loader
Home
Explore
Events
Notification
Profile