Nojoto: Largest Storytelling Platform
shrinukumarpatra9113
  • 12Stories
  • 57Followers
  • 107Love
    19.3LacViews

Shrinu Kumar Patra

  • Popular
  • Latest
  • Video
cc7b4af784db2b1728d3fbdd98a878b0

Shrinu Kumar Patra

cc7b4af784db2b1728d3fbdd98a878b0

Shrinu Kumar Patra

cc7b4af784db2b1728d3fbdd98a878b0

Shrinu Kumar Patra

motivation,, diet

motivation,, diet #Motivational

cc7b4af784db2b1728d3fbdd98a878b0

Shrinu Kumar Patra

motivation#video

motivationvideo #Motivational

cc7b4af784db2b1728d3fbdd98a878b0

Shrinu Kumar Patra

samay ki kimmat#motivation#video

samay ki kimmatmotivationvideo #Motivational

cc7b4af784db2b1728d3fbdd98a878b0

Shrinu Kumar Patra

motivation ⭐

motivation ⭐ #Motivational

cc7b4af784db2b1728d3fbdd98a878b0

Shrinu Kumar Patra

life
cc7b4af784db2b1728d3fbdd98a878b0

Shrinu Kumar Patra

school,, gardens and my students

school,, gardens and my students #Love

cc7b4af784db2b1728d3fbdd98a878b0

Shrinu Kumar Patra

cc7b4af784db2b1728d3fbdd98a878b0

Shrinu Kumar Patra

Really ଅଜବ ଏ ମଣିଷ ଗୋଟେ ପିଲା tk କଣ ଭୁଲ କାମ କରିଦେଲା ସମସ୍ତେ ତାଙ୍କୁ ଖରାପ କୁହନ୍ତି ,,but ନିଜ ଭୁଲକୁ କେହି ଦେଖନ୍ତି ନାହଁ,❤️,ଗୋଟେ ପାଗଳ ଟେ ରାସ୍ତାରେ ଗଲେ ଲୋକେ ଦାନ୍ତ ଦେଖେଇ ହସିଦିଅନ୍ତି ପାଗଳ ଟା ଯାଉଛି ବୋଲି,,,but ଏହା କେବେ ବୁଝିବାକୁ ଚାହାନ୍ତିନି ଏ ଲୋକମାନେ କି ସେ କଣ ପାଇଁ ପାଗଳ ହୋଇଛି,,,,2ndly ଗୋଟେ ଭିକ୍ଷା ମାଗି ପେଟ ପୋଷଥିବା ମା/ବାପା/ others ଙ୍କୁ କେହି ପଚାରନ୍ତିନି j କଉ ପରିସ୍ଥିତିକୁ ନେଇ ସେ ଭିକ୍ଷା କରିବାକୁ ଚାହୁଁଛି,,, only ଦାନ୍ତ ଦେଖେଇବା ଛଡ଼ା କିଛି ନାହିଁ 😡😡😡😡 ନିଜେ କେବେ ଭାବୀଛ friend ତାଙ୍କ ଜାଗାରେ ଯଦି ଆମେ ଥାନ୍ତେ କି ଆମ ବାପା ମା ଥାନ୍ତେ ତମେ କଣ କରିଥାନ୍ତ,,, ଆଛା ମୁଁ mazaak post କରିଲି ବୋଲି କେତେ ଜଣ ଭଉଣୀ or ଭାଇ bad comments କରିଛ ମୁଁ କଣ ପାଇଁ ଏ post କରୁଛି କେବେ ପଚାରିଛ?
ଆଛା ମୋ କଥା ଛାଡ ସେ ଯେଉଁ ଭିକ୍ଷା ମାଗୁଥିବା person କଥା tk କହିବି କି j,,, ଆଛା ସେ ତ ଭିକ୍ଷା ମାଗିଲେ because ସେ ବହୁତ ସମସ୍ୟା ରେ ପଡିଛନ୍ତି ତମେ କଣ କେବେ ସାହାର୍ଯ୍ୟ କରିବି ବୋଲି ମନରେ ଭାବିଛକି?
ଆଉ emti ରେ ଦେଖ friend's ତମେ ସମସ୍ତେ ଭଗଵାନ ଙ୍କ ଉପରେ ବିଶ୍ୱାସ କର,,,but ସେ ଭଗଵାନ ଙ୍କୁ କିଏ ଦେଖିଛକି?ଦେଖ friend's kali ଯୁଗରେ ଭଗଵାନ ନାହାନ୍ତି, ଭଗଵାନ ସିଏ ଯିଏ ନିଜ ଅପେକ୍ଷା ଅନ୍ୟ ମାନଙ୍କ ମଙ୍ଗଳ ଚାହାନ୍ତି,, ଅନ୍ୟର ଦୁଃଖ ବୁଝନ୍ତି,, ଅନ୍ୟ କୁ help କରନ୍ତି,, ଅନ୍ୟ ମାନଙ୍କୁ ଦୁଃଖ ରୁ ଉଦ୍ଧାର କରନ୍ତି,,and ଅନ୍ୟ ର ଖାରାପ କାମ କୁ ଛାଡି ଭଲ କାମ କୁ ଦେଖନ୍ତି,,,,,and last 1 ସମସ୍ତଙ୍କୁ ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆଣନ୍ତି। 
So friends ତମେ ମାନେ ବି ନିଜକୁ ଭଗବାନ ବନେଇ ପାରିବ ତାବୋଲି ଏହା ନୁହେଁ j ତମେ ସତରେ ଭଗଵାନ ବୋଲି ନିଜକୁ ମନେ କରିବ,,,,, କିନ୍ତୁ ତମେ ଅନ୍ୟ ପାଇଁ ଉପୋରକ୍ତ କାମ କରିବା ଯୋଗୁ ତାଙ୍କ ପାଇଁ ତମେ ଏକ ଭଗଵାନ ସ୍ୱରୂପ କାର୍ଯ କଲ,, ତମକୁ really ସେମାନେ ଭଗଵାନ ବୋଲି ଭାବିବେ
ତେଣୁ ସାଙ୍ଗ ମାନେ ପ୍ରତିଜ୍ଞା କର ସମସ୍ତେ କାହାର ଉପହାସ ନକରି ତାର ପ୍ରଶଂସା କରିବା ,,and ସମସ୍ତଙ୍କୁ help କରିବା,, ସମସ୍ତଂକ ମନର କଷ୍ଟ କୁ ବୁଝିବାକୁ try କରିବା
  🙏🙏🌺🌺ଓମ ଶାନ୍ତି 🌺🌺🙏

©Shrinu Kumar Patra
  #rush motivation#story of my heart

#rush motivationstory of my heart #Life

loader
Home
Explore
Events
Notification
Profile