Nojoto: Largest Storytelling Platform
bapisingh9412
  • 9Stories
  • 29Followers
  • 38Love
    227Views

soumya prakash singh

  • Popular
  • Latest
  • Video
d7275f564e75ebb761db354074734d33

soumya prakash singh

#NaseebApna
d7275f564e75ebb761db354074734d33

soumya prakash singh

बिछड़ गए तो दिल उम्र भर लगेगा नहीं
लगेगा..लगने.. लगा है पर लगेगा नहीं||

नहीं लगेगा उसे देख कर मगर ख़ुश है
मैं ख़ुश नहीं हूं 
मगर देख कर लगेगा नहीं||

©soumya prakash singh #evening
d7275f564e75ebb761db354074734d33

soumya prakash singh

ରୃତୁସ୍ରାବ
********
ଜାଣେନା କାହିଁ ସ୍ତବ୍ଧ ଲାଗେ 
ସମାଜର ଏ କୁଳୁଷିତ ଚିନ୍ତାରେ ।
ସ୍ରଷ୍ଟା ଯେବେ ଗଢିଅଛି ନିଜ ହାତରେ 
 ନିୟମର ନିୟନ୍ତ୍ରଣ ଦେଇ ,
ପ୍ରତ୍ୟେକ ସ୍ଥିର ଅସ୍ଥିର ଅବା ଦିଶୁଥିବା ଏ ଆଲୋକ ଅନ୍ଧାର 
ତମ ଧରୁଥିବା କଠିନ ଅବା ତରଳ  ଅବା ଗ୍ରହଣ  କରି ବଞ୍ଚୁଥିବା ଏ ପବନ ।।
ସବୁ ତ ତା ହାତରେ ,
କିନ୍ତୁ ନିୟମ କୁ ଟାଣି ଟୁଣି ଲମ୍ବା କର ତୁମେ 
ପାଞ୍ଚ ଅବା ପାଂ ଶହ ରେ ବି ସୂର୍ଯ୍ୟ ଚନ୍ଦ୍ର ଶାନ୍ତ କର ତୁମେ ।
ରଜଶ୍ୱଲା ଧରିତ୍ରୀ କୁ ବି ସଂମାନ ଦିଏ ଯିଏ 
ସିଏ କାଇଁ କୁଣ୍ଠା କରିବ ଏ ତୁଚ୍ଛ କଥାରେ?
କ୍ଷମା କର ଭୁଲ ଠିକ ଦେଖେଇବାର ନାହଁ ମୋ ପ୍ରୋୟଜନ
ହେଲେ ଚିନ୍ତା କରି ଦେଖିଛ କି ଅସଲି କାରଣ।
ମାତୃତ୍ୱ ରେ ଛିଟା ସିଏ ନୁହେଁ ଅସ୍ପୃଶ୍ୟତା
ନୂତନ ଶକ୍ତି ର ନୂଆ ଜୀଵନ ର କଥା। 
 ରନ୍ଧା ଘର କାର୍ଯ୍ୟ ଅବା ଠାକୁର ବାରଣ 
ନା ଦେଇ କୁହ ତୁମେ ଆମ ପରମ୍ପରା ବିକଳାଙ୍ଗ ?
ଅପବିତ୍ର ନୁହେଁ ଏ  ତ କେବଳ ସେ ମାତା କୁ ସଂମାନ ।
ଶରୀର ର ଅସ୍ଥି ସବୁ ମୋଡି ଦେବାର ସେ କଷ୍ଟ
ପୁରୁଷ କି ସହି ପାରେ ନାରୀ ର ସେ ଦୁଃଖ ।
ବାସନ୍ଦ ନୁହେଁ ସିଏ ବିଶ୍ରାମ ର ବ୍ୟବସ୍ଥା
ନିୟମ କୁ ଲଙ୍ଘି ତୁମେ ବାଛିଛ  ଭୁଲ ରାସ୍ତା। 
ସମାଜରେ ସବୁକିଛି ଦିଶେ  ଖାଲି ଅନ୍ଧାର ଅଶୁଦ୍ଧ 
ଆଖି ପୋଛି ଦେଖ ସବୁ ବିଶୁଦ୍ଧ ବିଶୁଦ୍ଧ।।
ପରମ୍ପରା ପରିବର୍ତ୍ତିତ ତୁମ ସୁବିଧା ଇଚ୍ଛା ରେ
ଅଯଥା ରେ ଦୋଷ  ଦିଅ ସମାଜ କଥା ରେ
ମେଣ୍ଢା ବୁଦ୍ଧି ରେ ଚାଲୁଛି ଏ ସଂସାର 
ମେଂ ମେଂ ସ୍ୱର ପଛେ ଖାଲି ଧାଇଁବା ବ୍ୟାପାର ।
ଭୁଲ କୁ ଭୁଲ ବୋଲି ଲେଖିବେ ସମସ୍ତେ
ଠିକ କରି ସୁଧାରିଲେ ପଢିବେ କେତେ ଯେ ?

©soumya prakash singh #Travel
d7275f564e75ebb761db354074734d33

soumya prakash singh

#Geetkaar
d7275f564e75ebb761db354074734d33

soumya prakash singh

ରଙ୍ଗ ଆଉ ପ୍ରେମର ପର୍ବ ହୋଲି। ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ରଙ୍ଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ। 
 ସେ ରଙ୍ଗ ଋତୁଫୁଲର, ପ୍ରାକୃତିକ ରଙ୍ଗ! ପ୍ରୀତି ପୂର୍ବକ ରଙ୍ଗେଇ ହେବାର ପର୍ବ। 
 ରଙ୍ଗ ଆଉ କଣ କି !
ଶିଶୁ ଓଠର --ଦରୋଟିହସ।
  କୋମଳ ନିଷ୍ପାପ ଶିଶୁ ମନରେ ଉଲ୍ଲାସ ଭରିବାର କଳା  ବୋଧେ ରଙ୍ଗ ।  ହେଲେ ଧୂସର ହେଉଛି ଆଜି ମଣିଷ ଚରିତ୍ର ।ମାୟା ମୋହ ବ୍ୟସ୍ତତା ରେ ଆଜି ବନ୍ଧା ପଡିଛି ମଣିଷ,3 ଭୁଲି ଗଲାଣି ସେ ରଙ୍ଗ ର ସ୍ୱତ୍ୱନ୍ତ୍ର ମହକକୁ ।  ପ୍ରେମ ର ପର୍ବ ରେ ଆଜି ଚତୁର୍ଦିଗ ରଙ୍ଗମୟ । ସବୁଠି ଅବୀରର ଛିଟା  । ଏ ପର୍ବ ପ୍ରେମ-ଭାତୃତ୍ୱ ଓ ଭାଇଚାରର ପ୍ରତୀକ  ।

©soumya prakash singh #Holi
d7275f564e75ebb761db354074734d33

soumya prakash singh

ହୋଲି

#RangoMein
d7275f564e75ebb761db354074734d33

soumya prakash singh

#ପଥରହୃଦୟରମଣିଷମୁଁପୁରୁଷ

#ପଥରହୃଦୟରମଣିଷମୁଁପୁରୁଷ #Poetry

d7275f564e75ebb761db354074734d33

soumya prakash singh

#Novembercreator
d7275f564e75ebb761db354074734d33

soumya prakash singh

#ସମ୍ପର୍କରହାଟ

#Hope  rockstar bhati foji bhai

#ସମ୍ପର୍କରହାଟ #Hope rockstar bhati foji bhai #Poetry


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile