Nojoto: Largest Storytelling Platform
tapasbehera3686
  • 3Stories
  • 0Followers
  • 0Love
    0Views

Tapas Behera

  • Popular
  • Latest
  • Video
eb1e6ee98bfdcdc30082973520f809fd

Tapas Behera

*ଟଙ୍କା ଥିଲେ - ତୁମେ ସଭାରେ ମୁଖ୍ୟ ଅତିଥି*
*ଟଙ୍କା ଥିଲେ - ତୁମେ ଗ୍ରାମର ମୁଖ୍ୟ*
*ଟଙ୍କା ଥିଲେ - ତୁମେ ବିଶିଷ୍ଟ ସମାଜସେବୀ*
*ଟଙ୍କା ଥିଲେ - ତୁମେ ଜନମନର ନେତା*
*ଟଙ୍କା ଥିଲେ - ତୁମେ ଗରିବର ବନ୍ଧୁ*
*ଟଙ୍କା ଥିଲେ - ତୁମେ ବାପା,ମା ର ଦାଇତ୍ଵଶୀଳ ପୁଅ*
*ଟଙ୍କା ଥିଲେ - ତୁମେ ଶଶୁର ଘରର ଆଦର ର ଜ୍ବାଇଁ*
*ଟଙ୍କା ଥିଲେ - ତୁମେ ଶଳା ଶାଳୀ ର ଆଦରର ଭିଣୋଇ*
*ଟଙ୍କା ଥିଲେ - ତୁମେ ଆତ୍ମୀୟ ସ୍ୱଜନଙ୍କର ଦାମୀ ମଣିଷ*
*ଟଙ୍କା ଥିଲେ - ତୁମ ବନ୍ଧୁର ତୁମେ ଘନିଷ୍ଠ ବନ୍ଧୁ*
*ଟଙ୍କା ଥିଲେ - ତୁମେ ସ୍ତ୍ରୀ ପାଖରେ ଭଲ ସ୍ୱାମୀ*
*ଟଙ୍କା ଥିଲେ - ତୁମେ ସନ୍ତାନ ପାଖରେ ଭଲ ବାପା*
*ଯାହା ପାଖରେ ଟଙ୍କା ନାହିଁ! ତା ପାଖରେ କିଛି ନାହିଁ! ଏ ଜୀବନ ବଡ଼ ମୂଲ୍ୟହୀନ! ସତରେ ଏ ଜୀବନ ରେ ଟଙ୍କା ବିନା ହିଁ କଣ କିଛି ନାହିଁ ।  #thirdquote#life and money

#thirdquotelife and money

eb1e6ee98bfdcdc30082973520f809fd

Tapas Behera

ମୃତ୍ୟୁ ପରେ ଏହାହିଁ ଜୀବନର ସତ୍ୟ

             *ସ୍ତ୍ରୀ ସଡ଼କ ଯାଏଁ ଯାଏ,*
       *ସମାଜ ମଶାଣି ଯାଏ ଯାଆନ୍ତି,*
*ଶେଷରେ ପୁତ୍ର କେବଳ ଅଗ୍ନି ଦେବା ଯାଏ ,*
                         କିନ୍ତୁ

*କେବଳ ଗୋଟିଏ ଜିନିଷ ହିଁ ବିଧାତା/ଭଗବାନ ଙ୍କ ନିକଟକୁ ଯାଇଥାଏ,ତାହା ହେଉଛି ତୁମେ କରିଥିବା କର୍ମ....!*  #secondquote#life#motivation
eb1e6ee98bfdcdc30082973520f809fd

Tapas Behera

ଜୀବନ ଏକ ରଂଗମଞ୍ଚ ଏଠାରେ ସମସ୍ତେ ଆସିଥାନ୍ତି ଅଭିନୟ କରିବା ପାଇଁ ଆଉ ଅଭିନୟ ସରିଲା ପରେ ପୁଣି ବାହୁଡ଼ି ଯାଇଥାନ୍ତି ନିଜ କର୍ମସ୍ଥଳୀ କୁ ,ତ ବନ୍ଧୁ ମାନେ କର୍ମ କରି ଚାଲନ୍ତୁ ଆଉ ନିଜକୁ ଏ ରଂଗମଞ୍ଚ ର ପ୍ରକୃତ କଳାକାର ସଜେଇଦିଅନ୍ତୁ।  #firstquote #odiamotivation#love all serve all.

#firstquote #odiamotivationlove all serve all.


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile