Nojoto: Largest Storytelling Platform
kumarsunil3728
  • 29Stories
  • 79Followers
  • 125Love
    0Views

Kumar Sunil

  • Popular
  • Latest
  • Video
f6c9b58ccfe83b0516c12badd80de292

Kumar Sunil

Teen age where many of youngers make mistakes..... In this period a lots of distracters would come to you...like affection,attraction & a lot more...
you have to decide which is the best for you because
Teen age which is a crucial period to build up your career...
Minimize your expectations....here

©Kumar Sunil #raindrops
f6c9b58ccfe83b0516c12badd80de292

Kumar Sunil

Having a boyfriend or a girlfriend
isn't only for romance,
it's for a good understanding & faith

f6c9b58ccfe83b0516c12badd80de292

Kumar Sunil

If your father & mother is with u
always,
then u r the richest person 
ever the world

f6c9b58ccfe83b0516c12badd80de292

Kumar Sunil

ମୋ ଜୀବନର ରାହା ନାହିଁ ସାହା ନାହିଁ କେହି
ବଞ୍ଚିବାକୁ ହବ ତୋତେ ନିଜ ଲୁହ ପିଇ ପିଇ,
କହିବାକୁ ଲାଜ ଲାଗେ  ତତେ ଭଲ ପାଉଥିଲି
ଏମିତି ଧୋଖା ତୁ ଦବୁ ଜାଣି ମୁଁ ନ ଥିଲି ହାଏ ଜାଣି ମୁଁ ନ ଥିଲି
ତୋ ବାଟରେ ଚାଲିଗଲୁ ମତେ ପର କରି ଦେଇ
କେମିତି ବଞ୍ଚିବି କହ ତୋ ଠାରୁ ଦୂରେଇ

f6c9b58ccfe83b0516c12badd80de292

Kumar Sunil

କଳଙ୍କିତ ପୁରୁଷ
===========
ଭାଙ୍ଗିଗଲା ସ୍ୱପ୍ନ ଦେଖିଥିଲା ଯାହା, ସବୁ ଆଜି ହେଲା ଶେଷ,
ପାଲଟିଲା ଏଠି ଜୀଅନ୍ତା ସବ ସେ,ଜୀବନଟା ଲାଗେ ବିଷ;
ଅଭିନୟ କରେ ବଞ୍ଚିବାକୁ ସିଏ, ଆତ୍ମା କରେ ଅଟହାସ୍ୟ,
ହୃଦୟ ଦେଇ ଭଲପାଇ ସେ କରିଲା କି....  ଦୋଷ
 ଦୁନିଆଁ ସଜାଏ ମିଛେ ଆଜି ତାକୁ ଏକ କଳଙ୍କିତ ପୁରୁଷ...
କଳଙ୍କିତ ପୁରୁଷ.....

f6c9b58ccfe83b0516c12badd80de292

Kumar Sunil

App chaho kiski kitna v care karlo
akhirme apko ye ahsas dilaya de diya jayega ki app to ek baharwale hi ho ;
himmat rakhna dostoon 
use sahne keliye

f6c9b58ccfe83b0516c12badd80de292

Kumar Sunil

Janat dikha diye he tum
ab manat karlo pur...n
kavi najana chhodke 
ye hamara rista todke
mujhe to koi karli he pagal
ab main intezar na kar paun sayad Love u.....

Love u.....

f6c9b58ccfe83b0516c12badd80de292

Kumar Sunil

ବେଳେବେଳେ ଜୀବନରେ ଏମିତି ଭୂଲ ହେଇଯାଏ,
ଯାହାର କି କ୍ଷମା ନ ଥାଏ ;
ବେଳେବେଳେ ହୃଦୟରେ ଏମିତି କେହି ରହିଯାଏ,
ଭୁଲିବାଟା ତାକୁ ପୁଣି କଷ୍ଟ ହେଇଯାଏ ;
ବେଳେବେଳେ ମନ ତାକୁ ଚାହେଁ ଏମିତି
ଚାତକ ମେଘେ ପୁଣି ଚାହେଁ ଯେମିତି । Kyun sachaa mahobatta ka rishta hamisha tut..jatahe

Kyun sachaa mahobatta ka rishta hamisha tut..jatahe

f6c9b58ccfe83b0516c12badd80de292

Kumar Sunil

ତତେ କେତେ ଭଲ ପାଏ ମୁଁ, ତୁ କି ଜାଣିଛୁ
ତୁ କି ଜାଣିଛୁ;
ତତେ ହୃଦୟରେ ରଖିଛି ମୁଁ, ତୁ କି ଜାଣିଛୁ,
ତୁ କି ଜାଣିଛୁ;
ତୋ ବାଟର ବାଟୋଇ ମୁଁ,ତୋ ପଥ ର ପଥିକ ମୁଁ
ତୁ କି ଜାଣିଛୁ,
ତତେ କେତେ ଭଲ ପାଏ ମୁଁ,
ତୁ କି ଜାଣିଛୁ,ତୁ କି ଜାଣିଛୁ। #@kumar sunil

#@kumar sunil

f6c9b58ccfe83b0516c12badd80de292

Kumar Sunil

ମୟୂର ସୁନ୍ଦର ଦିଶେ
                    ଗଗନେ ଢାଙ୍କି ଥିଲେ  ମେଘ ,
ଗଗନ ସୁନ୍ଦର ଦିଶେ
                       ତାରାଗଣେ ଥିଲେ ‌ପୁଣି ନଭ ;
ମଣିଷ ସୁନ୍ଦର ଦିଶେ
                  ଥିଲେ  ପାଶେ ତା ବୈଭବ,
ସୁନ୍ଦର ଦିଶିବି ମୁଁ
                      ତୁମେ ଯଦି ପାଶେ ମୋର ଥିବ Dedicated only for someone special......

Dedicated only for someone special......

loader
Home
Explore
Events
Notification
Profile