Nojoto: Largest Storytelling Platform
nojotouser9900933572
  • 21Stories
  • 41Followers
  • 139Love
    158Views

Prabhu Pada Rath

  • Popular
  • Latest
  • Video
fab79f51f5d03ff1d8443cb63bd45603

Prabhu Pada Rath

#sitarmusic
fab79f51f5d03ff1d8443cb63bd45603

Prabhu Pada Rath

#sitarmusic
fab79f51f5d03ff1d8443cb63bd45603

Prabhu Pada Rath

କଳାକୋଠରିର କଳାବାଦଲଯେ ପଚାରିଲା ଦିନେ ମୋତେ
ତମ ମନ କଥା କହିକି ପାରୁନା କରୁଛ ବାହନା ଏତେ ।।

ହସରେ ହସରେ ମୋ ଓଠ ଝରାର ନିର୍ଜଳ ସ୍ଵରକହିଲା 
ମନ ପୁଲକରେ ବସିଅଛ ତୁମେ ନିର୍ଜଳ ତୁମ ଚେହେରା ।।
 ସମସ୍ତଙ୍କ ମନରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତୁ ।
 
ଆଜି ପାଇଁ ଏତିକି , ମୁଁ ଫେରିଲେ କାଲିକି ,ଇତି ଆପଣଙ୍କ ପ୍ରିୟ - ଲିସୁ।।।💖💖💖

fab79f51f5d03ff1d8443cb63bd45603

Prabhu Pada Rath

इस् पल से लेकर उस् पल तक् । हम् आपकी है चिंता कर्रेहे है , लेकिन फिरभी अप रूठ् जतिहो । अब आप् हि वताइए हम क्या करे । हम सब हमारे जीबानमे जेसेबी है अछेहे लेकिन, लड़की जब enter करतिहे  ए जिवनमे काया कुछ नहीं होती भाई।।।।
i love you ????🤔🤔

fab79f51f5d03ff1d8443cb63bd45603

Prabhu Pada Rath

ଏ ଜିବନ ରେ ଯେତେ ଝିଅ ଆସିଲେବି , ଗୋଟେ ଝିଅ ଜିଏ ଏ ମନକୁ କିଣିଥିଲା ସତରେ , ଆଜିବି ଏ ମନ କୁହେ । 
"ସୁଦ୍ଧ ମୋହର ପ୍ରେମ, ଆଉ ସୁଦ୍ଧ ମୋହର ମନ 
ପ୍ରେମ ଥିଲା ମୋ ସୁନାର ସଂସାର ଝିଅ ଟିଏ ସିଏ ସିନା"
ଆଜିବି ମୁ ,ଅଜିବି ମୁଁ କାଳ୍ପନିକ କବି ହୋଇ ବସିରହିଛି କେବଳ ତମରି ଆଭାରେ, ଇଙ୍ଗିତ କର କେବେ ପ୍ରିୟା ତମେ କରିବ ବିରାଜ ଏ ମୋ ମନ ରୁପି ଘଢିରେ ।
 
ପ୍ରଣତି ପାଦ- ପ୍ରଭୁପାଦ

fab79f51f5d03ff1d8443cb63bd45603

Prabhu Pada Rath

💖💖କଥାଟି ମୋର, ଭାବନା ତମର☺️💖💖
________________________________
_💖💖💖💖💖💖💖💖💖💖💖💖💖________________________________
       ଜୀବନରେ। ଅନେକ କଣ୍ଟକ ଆସେ ପରନ୍ତୁ ସେ କଣ୍ଟକଯେ ଆମକୁ ଦୁଃଖ ଦିଏ ତାହା ଭୁଲ୍ କାରଣ ତାହା ଆମକୁ ଦୁଃଖ ଦିଏନି ଆମ ଜୀବନ କଣ  
 ସେହିଁ ଆମକୁ ଦେଖାଇ ଥାଏ । ପରନ୍ତୁ ଆମେ ଭାବନ୍ତି 
କେଡେ କଷ୍ଟଦିଏ ଦାରୁଣ ବେଳ , ମରିଗଲେ ସରିଯାନ୍ତା ଖେଳ ।
       ବନ୍ଧୁ ଗଣ ଜୀବନର ଅର୍ଥ ବୁଝନ୍ତୁ ଓ ଗୋଟେ ସୁନ୍ଦର ଜୀବନ ଗଢନ୍ତୁ ।

        ଆଜି ପାଇଁ ଏତିକି ମୁଁ ଫେରିବି କାଲିକି- ଆପଣଙ୍କ ପ୍ରିୟ - ଲିସୁ 💖💖

fab79f51f5d03ff1d8443cb63bd45603

Prabhu Pada Rath

ମଧୁରବ💖 କଥା ଟି ମୋର , ଭାବନା ତମର💖

ମନ ଭିତରର ଶାନ୍ତ ପିପାଶୁ ପଚାରୁଛି ଆଜି ମୋତେ,  ସୁନ୍ଦର ତମ ସାନ୍ତ ଚେହେରା ମଳିନ ପଡ଼ିଛି କେତେ।। 
ମନ ଭିତର ଆଭା ଯେତେବେଳେ ଉତପ୍ତ ହୋଇ ବାହାରକୁ ଆସେ ସେ ହୋଇଯାଏ ରାଗ , ଯାହାକି ଆମକୁ ସମସ୍ତ ପ୍ରତିକାର ଦ୍ଵନ୍ଦରେ ସବୁବେଳେ ପକାଏ । ସତ କହିଲ ମୋର ମନ ରୁପି ପ୍ରିୟତମା ଏ ରାଗ ଏତେ ଯୋରେ କଣ ପାଇଁ ଆସେ। ତ ମନ କ'ଣ କହିଲା ଜାଣିଛ ,ମନ କହିଲା - ପ୍ରେମ ତିରେ ସେ ସୁଦ୍ଧ ଜଳର ଶାନ୍ତ ଶୋଭାବ କୁହେ , ତୋ ମନ କାନ୍ତର ବିରୁପ ଭାବନା ରାଗର ରୁପନିଏ।।
ମୋ ମନ କହିଲା ଏ ରାଗ ହେଉଛି , ମୋ ସୋଉତୁଣି , ସତରେ ତ ଆମ ରାଗ ହିଁ ଆମର ସୋଉତୁଣି  , ରାଗରେ ଆମେ କେତେକଣ କରିଯାଉ ,ଆଉ ପରେ ଭାବୁ , ହେଲେ ହସ -  ରୁଦ୍ଧ ମନର ଶାନ୍ତ ଶୋଭାବ କୋହୁଅଛି ଆଜି ମୋତେ ହସରେ ତମର ଭରି ରହିଅଛି ମଧୁରବନର ଛବି। ଆମ ହସ ହିଁ ଆମର ସୁରକ୍ଷା କବଚ । ତ ବନ୍ଧୁଗଣ ସବୁବେଳେ ହସୁଥାନ୍ତୁ ଓ ଅନ୍ୟକୁ ହସଉ ଥାନ୍ତୁ।

ଆଜି ପାଇଁ ଏତିକି ମୁ ଫେରିବ କାଲିକି - ଆପଣଙ୍କ ପ୍ରିୟ ଲିସୁ।

fab79f51f5d03ff1d8443cb63bd45603

Prabhu Pada Rath

💖କଥାଟି ମୋର - ଭାବନା ତମର💖
 

ମନ - ଆମ ମନକୁ ନେଇ ଆମ ଆବ ଭାବ ହୋଇଥାଏ । ଯେପରି ଆମ ମନରେ କିଛି କଷ୍ଟ ଅଛି ଆମେ ସେ କଷ୍ଟକୁ ସୁଧାରିବା ଫଳରେ ତାକୁ ରାଗର ଆକ୍ଷା ଦେଇଥାନ୍ତି । ପରନ୍ତୁ ପରବର୍ତ୍ତୀ ସମୟରେ ତାହା ଆମର ନିଜର ହିଁ କ୍ଷତି କରିଥାଏ ତାହା ଆମେ ରାଗ ତଣ୍ଡା ହେଲେ ହିଁ ଜିଣିଥାନ୍ତି । ସେଥିପାଇଁ ଆମ କଥାରେ ଅଛି ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ , ଆଉ କିଛି କରିବା ପାଇଁ ବାଟ ନଥାଏ । ତ ବନ୍ଧୁ ଗଣ କାହା ଉପରେ ବି ରାଗିବା ଉଚିତ୍ ନୁହେଁ ।ଆମେ ସମସ୍ତଙ୍କୁ ଆମର ହସ ହସ ଦୁଇ ପଦ କଥା ରେ ଆପଣେଇ ପାରିବା । ହେଲେ ରାଗରେ ସେ ଟିକକୁ ବି ଆମଠୁ ଦୁରେଇ ଦେବା । ଏଇ ଜୀବନରେ ଛୋଟ ଛୋଟ ଖୁସି ରେ ହି ଅଧିକ ସୁଃଖ ଥାଏ । 



ଆଜି ପାଇଁ ଏତିକି - ମୁଁ ଫେରିବି କାଲିକି - ଆପଣଙ୍କ ପ୍ରିୟ ଲିସୁ💖☺️

fab79f51f5d03ff1d8443cb63bd45603

Prabhu Pada Rath

💖କଥାଟି ମୋର - ଭାବନା ତମର💖
 

ମନ - ଆମ ମନକୁ ନେଇ ଆମ ଆବ ଭାବ ହୋଇଥାଏ । ଯେପରି ଆମ ମନରେ କିଛି କଷ୍ଟ ଅଛି ଆମେ ସେ କଷ୍ଟକୁ ସୁଧାରିବା ଫଳରେ ତାକୁ ରାଗର ଆକ୍ଷା ଦେଇଥାନ୍ତି । ପରନ୍ତୁ ପରବର୍ତ୍ତୀ ସମୟରେ ତାହା ଆମର ନିଜର ହିଁ କ୍ଷତି କରିଥାଏ ତାହା ଆମେ ରାଗ ତଣ୍ଡା ହେଲେ ହିଁ ଜିଣିଥାନ୍ତି । ସେଥିପାଇଁ ଆମ କଥାରେ ଅଛି ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ , ଆଉ କିଛି କରିବା ପାଇଁ ବାଟ ନଥାଏ । ତ ବନ୍ଧୁ ଗଣ କାହା ଉପରେ ବି ରାଗିବା ଉଚିତ୍ ନୁହେଁ ।ଆମେ ସମସ୍ତଙ୍କୁ ଆମର ହସ ହସ ଦୁଇ ପଦ କଥା ରେ ଆପଣେଇ ପାରିବା । ହେଲେ ରାଗରେ ସେ ଟିକକୁ ବି ଆମଠୁ ଦୁରେଇ ଦେବା । ଏଇ ଜୀବନରେ ଛୋଟ ଛୋଟ ଖୁସି ରେ ହି ଅଧିକ ସୁଃଖ ଥାଏ । 



ଆଜି ପାଇଁ ଏତିକି - ମୁଁ ଫେରିବି କାଲିକି - ଆପଣଙ୍କ ପ୍ରିୟ ଲିସୁ💖☺️

fab79f51f5d03ff1d8443cb63bd45603

Prabhu Pada Rath

(ମନୁଷ୍ୟମନର ସାରକଥା ) 
ପ୍ରସାନ୍ତ ବନର ଶକ୍ତକିରଣ,ପଚାରିଲା ଦିନେ ମୋତେ
ଦିଦ୍ଗ ସହରେ ସୁଦ୍ଧହୋଇତୁ କରୁଅଛୁ ସବୁ ବର୍ଷେ
ପ୍ରମୟ ସଲୀଳ ସ୍ଵୀତ ଶରୀରେ ଭରିଦେଉଅଛୁ କଣ୍ଟକ
କି ଲାଭପାଉଛୁ ଜାଳିପୋଡ଼ି ତୋର ଜୀବନର ସେଈ ସୌରଭ
କୁମାରୀ କନ୍ୟାର ଚିନ୍ତା ବିହାରେ ହଜିଗଲା ତୋର ପ୍ରତିକୁଳ
ମନୁଷ୍ୟ ଜନ୍ମର ପ୍ରତିବୋଧନରେ ସରିଯାଉ ଏଇ ସୌରଭ
ଶୀତ ଦୀନର ହେ କୁହୁଡି ଶୀଚରେ, ସାଇତି ପଣତକାନିରେ
ବୁକୁ ଚିରି ଯାର ତୃପ ଭାବରେ ,କରିଥିଲୁ ତୋର ଗାଡପୁର
ଭୁଲି ଗଲୁସେଇ କୃଣ୍ଣାଯିବିର ତୃଣ୍ଣ ପଣର ଆଭାଷ
ନାରୀ ପାଇଁ ନିଜ ସମ୍ମାନ ହାରୁ ଧିକ ତୋର ସେଇ ପୌରଷ
ଜୀବନର ଚଲାପଥରେ ପଥିକ ଏକା ତୋରି ଜୀବନ 
ଜୀବନସାଥି କେହି ନାହିଁ ରେ।

ପ୍ରଣତି ପାଦ- ପ୍ରଭୁପାଦ 💖

loader
Home
Explore
Events
Notification
Profile