Niranjan mahapatra

Niranjan mahapatra

AT-BERHAMPUR GANJAM , GUNDRA

  • Popular
  • Latest
  • Video

"ଦୈଡ ଦୈଡିବାର ଅଛି ଅନେକ ଦୂର ବହୁଦୂର ସାହାସ ବାନ୍ଧିବାରଅଛି ପଥ ବହୁ ଦୂର। ମନ ମୋର ପଥ ହୁଡା ଚଲାପଥ ଜୀବନ ବଂଧା ଏ ସଂସାର ପଥ। ସଂସାର ଚଲା ପଥ ବହୁ ସୁଦୂର ଚାଲିଛି, ଚାଲିବି, ଚାଲିଥିବା ନିରନ୍ତର ଆସ ମିଶି ଦୈଡିବା ସଦା ନିରନ୍ତର।"

ଦୈଡ
                          ଦୈଡିବାର ଅଛି ଅନେକ ଦୂର ବହୁଦୂର
                            ସାହାସ ବାନ୍ଧିବାରଅଛି ପଥ ବହୁ ଦୂର। 
                     ମନ ମୋର ପଥ ହୁଡା ଚଲାପଥ
                        ଜୀବନ ବଂଧା ଏ  ସଂସାର ପଥ। 
                         ସଂସାର ଚଲା ପଥ ବହୁ ସୁଦୂର 
                             ଚାଲିଛି, ଚାଲିବି, ଚାଲିଥିବା ନିରନ୍ତର 
                               ଆସ ମିଶି ଦୈଡିବା ସଦା ନିରନ୍ତର।

Running

25 Love

"ज़िंदगी और जंग जिंदगी एक जंग है। इस में हम एक खिलाड़ी जैसे कभी हसात तो, कभी रूलाता है। कभी गम तो कभी हर दम यही है जीवन, जिंढगी। जंग जंग एक जीवन के एक अंग है। इस जंग एक सौढा है। कभी किसी को झुका ढेता है, कभी किसी को सजा ढेता है कभी किसी को औलाद बनाता है। जंग के साथ चलना 🚶 का ईस जीबन का धर्म है।"

ज़िंदगी और जंग जिंदगी एक जंग है।
इस में हम एक खिलाड़ी जैसे
कभी हसात तो, कभी रूलाता है। 
कभी गम तो कभी हर दम    यही है जीवन, जिंढगी। 
जंग 
जंग एक जीवन के एक अंग है। 
इस जंग एक सौढा है। 
कभी किसी को झुका ढेता है, 
कभी किसी को सजा ढेता है 
कभी किसी को औलाद बनाता है। 
जंग के साथ चलना 🚶 का ईस जीबन का धर्म है।

ज़िन्दगी और जंग

24 Love

"ମୁକ୍ତି ସେ ସଂଗୀତ ର ହେଉ ସେ ମୂର୍ଚ୍ଛନାର ଧନ ର ହେଉ ବା ମନର ସେ ମନୁଷ୍ଯ ର ବା ଜଗତର ଜୀବନ ହେଉ ବା ମୃତ୍ଯୁ ର ସୁଖ ହେଉ ଅବା ଦୁଃଖ ର ସଜୀବ ହେଉ ବା ଜୀବ ସମ୍ପର୍କ ହେଉ ବା ବିଚ୍ଛେଦ ସତ୍ଯ ଅବା ମିଥ୍ଯା ସବୁରି ମୂଲ୍ୟ ହେଉଛି ଏକ ମୁକ୍ତ ମୁକ୍ତ ମୁକ୍ତ।"

ମୁକ୍ତି
ସେ ସଂଗୀତ ର ହେଉ
ସେ ମୂର୍ଚ୍ଛନାର 
ଧନ ର ହେଉ ବା ମନର
ସେ ମନୁଷ୍ଯ ର ବା ଜଗତର
ଜୀବନ ହେଉ ବା ମୃତ୍ଯୁ ର
ସୁଖ ହେଉ ଅବା ଦୁଃଖ ର
ସଜୀବ ହେଉ ବା ଜୀବ
ସମ୍ପର୍କ ହେଉ ବା ବିଚ୍ଛେଦ 
ସତ୍ଯ ଅବା ମିଥ୍ଯା 
ସବୁରି ମୂଲ୍ୟ ହେଉଛି ଏକ 
ମୁକ୍ତ ମୁକ୍ତ ମୁକ୍ତ।

ମୁକ୍ତି

24 Love

"ପ୍ରେମ ପ୍ରେମ କୁ ମୁଁ କେମିତି ପରଖିବା ପ୍ରେମ ତ ବହୁତ ପ୍ରକାର। ପ୍ରଥମ ପ୍ରେମ ହେଲା ପିତା ମାତାଂକ ଚରଣ। ଦୁଇ ପ୍ରେମ ଟି ହେଉଛି ଭକ୍ତି ଓ ଭଗବାନ କଂ ପ୍ରେମ। ତିନି ନବଂର ଟି ସମଂର୍କୀୟ ପ୍ରେମ ହେବ ଜାଣ । ଚାରି ନଂବର ଟି ସାମାଜିକ ପ୍ରେମ, ପାଂଚ ହେଉଛି ମନର ଓ ପ୍ରାଣର ପ୍ରେମ, ଶେଷରେ ଦୁଇଟି ହୃଦୟ ମିଶିଲେ ଗଢା ଯାଏ ଏହି ପ୍ରେମ ଗଢା ଯାଏ ଏହି ପ୍ରେମ ।"

ପ୍ରେମ
ପ୍ରେମ କୁ ମୁଁ କେମିତି ପରଖିବା 
ପ୍ରେମ ତ ବହୁତ ପ୍ରକାର। 
ପ୍ରଥମ ପ୍ରେମ ହେଲା ପିତା ମାତାଂକ ଚରଣ।
ଦୁଇ ପ୍ରେମ ଟି ହେଉଛି ଭକ୍ତି ଓ
ଭଗବାନ କଂ  ପ୍ରେମ। 
ତିନି ନବଂର ଟି ସମଂର୍କୀୟ ପ୍ରେମ ହେବ ଜାଣ ।
ଚାରି  ନଂବର ଟି ସାମାଜିକ ପ୍ରେମ, ପାଂଚ ହେଉଛି ମନର ଓ ପ୍ରାଣର ପ୍ରେମ, ଶେଷରେ ଦୁଇଟି ହୃଦୟ ମିଶିଲେ ଗଢା ଯାଏ ଏହି ପ୍ରେମ ଗଢା ଯାଏ ଏହି ପ୍ରେମ ।

ପ୍ରେମ କବିତା

23 Love

#dhaage

22 Love
508 Views