Find the Latest Status about yaar ki hai yaari nibhani lyrics from top creators only on Nojoto App. Also find trending photos & videos about, yaar ki hai yaari nibhani lyrics.
Ajay Jaat
Unsplash jaat ki yari ©Ajay Jaat #leafbook jaat ki yaari#jaat Hinduism
#leafbook jaat ki yaarijaat Hinduism
read moreSubrat Kanungo
ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି ତମକୁ ଦେଖିବାକୁ ଭଲଲାଗେ.. ଅମାବାସ୍ୟା ର ଅନ୍ଧାରରେ ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ... ସାରା ସହର ଶୋଇଯିବା ପରେ ତମ ପାଇଁ ଉଜାଗର ରହିବାକୁ ଭଲଲାଗେ... ବାସ୍ତବତା ଠାରୁ କିଛି ସମୟର ବିରତି ନେଇ ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ.. ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି ହାରିଯିବା ପରେ ତମ ଭିତରେ ହଜି ଯିବାକୁ ଭଲଲାଗେ.. ସମସ୍ତଙ୍କ ଠାରୁ ଦୂରେଇ ବାସ୍ ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ... ହଁ ତମ ସହ ଏଇ ପୁରା ପୃଥିବୀଟା କାଇଁ ଭାରି ଭଲଲାଗେ.... ****** ©Subrat Kanungo #Yaari
Shimpi Tripathi
प्यार की मंज़िल मुश्किल थी, पर हम भटके नहीं, दिल में दर्द तो था पर हम रोये नहीं, कोई नहीं यहाँ हमारा जो हमें पूछे, जाग रहे हो की, सोये नहीं। ©Shimpi Tripathi #Yaari