Nojoto: Largest Storytelling Platform

New airtel broadband tariff plans Quotes, Status, Photo, Video

Find the Latest Status about airtel broadband tariff plans from top creators only on Nojoto App. Also find trending photos & videos about, airtel broadband tariff plans.

    PopularLatestVideo

PM Shayari

Tariff

read more
ତମେ ବଗିଚାକୁ ଯିବ ନାହିଁ ପ୍ରିୟା
ଈର୍ଷାରେ ଜଳିବେ ସରମି ଫୁଲ
ରାଗରେ କହିବେ ଚାଲିଯାଅ ଏଠୁ
ତୁମେ ଥିଲେ ଯିବ ଆମରି ମୂଲ

ମାଳୀ କି ବୁଝିବ ଗୁଣ କି କାହାର
ବାଛିଦେବ କିଏ ରଙ୍ଗରେ ଭରା
ତମେ ଯଦି ଯିବ ବଗିଚାର ପାଶେ
ଫୁଲ ସବୁ ହେବେ ଅଲୋଡା ପରା Tariff

jasspreet deol

mute video

PM Shayari

tariff

read more
ଅଳପ ଅଳପ କଥାରେ ତମେ
ମୁରୁକି ହସୁଛ ବେଶି
ଲାଜକୁଳୀ ତୁମେ କେଉଁଠୁ ଆସିଲ
ଲାଗୁଛ ସରଗ ଶଶୀ tariff

Sunahari kalam se✒

Tariff...

read more
 Tariff...

Shikha Khurana

#tariff

read more
mute video

Komal Singh Tomar

mute video

Gopichand Bamaniya

mute video

PM Shayari

Tariff

read more
ଓଠର କଥାକୁ ବାନ୍ଧିକି ରଖୁଚ
ହେଲେ ଆଖି କହେ ତୁମ ପ୍ରେମ କାହାଣୀ
ତିଳ ତିଳ କରି ଜଳାଇ ମାରୁଛି
ତୁମ ସ୍ମିତହସ ଆଉ ଚୋରା ଚାହାଣି

ଭାବୁଛ ଝିଅଟେ କାହିଁ ମୁଁ କହିବି
ଡର ଓ ଲାଜରେ ହେଲଣି ପାଣି
ତେବେ ପଚାରୁଛି କୁହ ରାଜଜେମା
ହେବ କି ମୋ ଘର ରାଣୀ ? Tariff

PM Shayari

Tariff

read more
ସ୍ବଗତୋକ୍ତି ମୁହିଁ କରୁଛି ଆଜି
ତୁମ ସୌନ୍ଦର୍ଯ୍ୟର ପ୍ରଣୟ ସାଜି
ତୁମେ ହରରଙ୍ଗୀ ସୁଗନ୍ଧ ଭରା
ଚୁମ୍ବକ ପରାଏ ତୁମ ହସକୁରା Tariff

PM Shayari

tariff

read more
It's your love that, ସୁବିମଳ ତୁମ ମନର କଥା
ସୁରମ୍ୟ ପୁଷ୍ପରେ ଶରୀର ଗୁନ୍ଥା
ସୁରସିକ ମୁହିଁ ତୁମ ସେବକ
ପୂର୍ଣ୍ଣ କର ଆଶା ଢାଳି ସୁଆଗ tariff
loader
Home
Explore
Events
Notification
Profile