Find the Latest Status about nihar thackeray from top creators only on Nojoto App. Also find trending photos & videos about, nihar thackeray.
Sukadev
जब तुम पैदा हुए थे तो तुम रोए थे जबकि पूरी दुनिया ने जश्न मनाया था| अपना जीवन ऐसे जियो कि तुम्हारी मौत पर पूरी दुनिया रोए और तुम जश्न मनाओ 🇮🇳🇮🇳❤️❤️ ©Sukadev Jab tum paida hue #Bala saheb Thackeray
Jita Sahu
ତୁମର ସେ ଅଭିମାନକୁ ଥରୁଟେ ବୋଳି ଦେଇ ଦେଖ ମୋ ଦେହେ .... #yqquotes #yqodiawriting #ଡାଏରୀ_ହୃଦୟ_କଥା #Nihar #YourQuoteAndMine Collaborating with Nihar
JS Jyoti
ତୁମ ନିଦ୍ରିତ ନୟନ ପଲକ ତଳେ ନିରୋଳା ନିର୍ଜନ ନିଶାର୍ଦ୍ଧ ବେଳେ, ସ୍ବପ୍ନ କୃଷ୍ଣଚୂଡ଼ା ନାଲି ରଙ୍ଗରେ ସତେ ଖୋଜି ପାଇବ ଅର୍ଦ୍ଧରାତ୍ରରେ ମୋତେ । #yqquotes #yqbhaina #yqodiawriting #ଭାବନା_ର_ଅନ୍ତରାଳେ #Nihar #YourQuoteAndMine Collaborating with Nihar
Jyotshna Rani Sahoo
ସେ ସ୍ପର୍ଶରେ ତରଙ୍ଗାୟିତ ମୋ ଉଛୁଳା ଜୀବନର ବେଳାଭୂମି କାଲି ନିରୋଳାରେ ଅଶାନ୍ତ ଆଉ ଆଜି ଭିଡ଼ରେ ଶାନ୍ତ ଉର୍ମି। #yqquotes #yqdidiquotes #ତୁମ ଛୁଆଁ #Nihar #YourQuoteAndMine Collaborating with Nihar
koushik lenka
ମଉନେ ପ୍ରତୀଚୀ ନଇଁଚି ମଥା ତପନ ଫେରିବା ଆଶେ ମଉନେ କୁସୁମ ଅପେକ୍ଷାରତ ଭ୍ରମର ଶୃଙ୍ଗାର ଆଶେ ମଉନେ ମୟୂର ଘୁମୁରେ କଳାମେଘ ଦେଖିବା ଆଶେ ମଉନେ ତମେ ବସିଛ ମୋ ପ୍ରତ୍ୟୁତ୍ତର ଆଶେ। #yqquotes #yqbhaina #ଆଶାର_ଆଲୋକ #nihar #YourQuoteAndMine Collaborating with Nihar #କୌଶିକ #ଭୁଲଥିଲାମୋରକେତେ