Find the Latest Status about best irani chai in hyderabad from top creators only on Nojoto App. Also find trending photos & videos about, best irani chai in hyderabad.
Subrat Kanungo
ତୁମେ କଣ ଜାଣିଥିଲ ****************** ତୁମେ କଣ ଜାଣିଥିଲ ଆଜି ସନ୍ଧ୍ୟାରେ ମେଘ ବରଷିବ ବୋଲି? ତୁମେ କଣ ଜାଣିଥିଲ, ତୁମେ ଯେଉଁ ରାସ୍ତାରେ ଯିବ, ସେଇ ରାସ୍ତାରେ ମୁଁ ଆସୁଥିବି ବୋଲି? ତୁମେ ଅବା ଜାଣିଥିଲ ଯେତେବେଳେ, ଆମ ଚାରି ଆଖିର ମିଳନ ହେବ, ଠିକ ସେତିକିବେଳେ ବିଜୁଳି ମାରିବ? ବିଜୁଳିର ଚକମକ ଆଲୁଅ କୁ ଡରି ତୁମେ ମୋତେ କୁଣ୍ଢେଇ ଧରିବ, ଆଉ ଅଜାଣତେ ଆମର ପ୍ରେମ ହୋଇଯିବ।। *******-- ©Subrat Kanungo #chai
chinna
Shaurya Pratap Singh
"Sip, sip, hooray! It's tea time." ©Shaurya Pratap Singh #chai #
#chai #
read more