Find the Latest Status about oyo 4828 osho resorts from top creators only on Nojoto App. Also find trending photos & videos about, oyo 4828 osho resorts.
KkA
White ଜାଣିଛ ? ତମ ଛବି ଗୋଟେ ବଡ଼ OYO ଏଠି କିଛି ମୂହୁର୍ତ୍ତ ଆଉ କିଛି ସମୟ ପାଇଁ ଅଟକି ଯାଏ ମନ ! ଅଟକି ଯାଏ ଜୀବନ !! ତମ ଛବି ଗୋଟେ ବୁଝିବାର ରାଗ ଯୋଉଠି କେବେକେବେ ଅସ୍ତ ହେବା ସୂର୍ଯ୍ୟ ସାଥିରେ ଅସ୍ତ ହେବାକୁ ଲାଗେ ମନ । ତମ ରଙ୍ଗୁଲିଆ ଛବି ମନେ ପକେଇ ଦଉଛି, ତମ ଖୁସିର ପ୍ରତ୍ୟେକଟି ରଙ୍ଗ ବେରଙ୍ଗର ଶୈଳୀ କୁ । ଯାହା ମୋ ଠାରୁ ତୁମ ଛବି ଏହା ବୁଝାଏ ଯେ ଜୀବନରେ ଫିକା ହେଉଥିବା ରଙ୍ଗର ମଝିରେ ବି ପ୍ରେମର ରଙ୍ଗ ପୁରାପୁରି ପକ୍କା ହେଇଥାଏ ସବୁବେଳେ ହଁ ସବୁବେଳେ .. .! ଜାଣ ? . . . ତମ ଛବି ଆଖିର ରାସ୍ତାଦେଇ ମନରେ ପହଁଚିବା ପରେ ହୃଦୟର ଭୟ ସବୁ ଆଖିରେ ଖେଳିଯାଏ । ତମ ଛବି ଏମିତି ସବୁ ମନେ ପକେଇଦଉଛି ଯାହା ଭାଙ୍ଗିଯାଇ ଚାହୁଁଥିବା ଲୋକେ ବି ସବୁଦିନ ପାଇଁ ଭାଙ୍ଗିହେଇ ରହିଯାଆନ୍ତି ହଁ ରହି ଯାଆନ୍ତି ସେ OYO ରେ❗ ©KkA #alone #OYO #Nojoto #Music #Life #Love #poem #story #Life_experience #କମଳାକୃଷ୍ଣ_ଅଶୋକ
Deepak Shah (Sw. Atmo Deep)
Prem Rajput (HODOPHILE)
परमात्मा ने मनुष्य रूप में पैदा कर तुम्हें इतना बड़ा सम्मान दे दिया,,, तो फिर तुम क्यों बेवजह का सम्मान पाने के चक्कर में अपना जीवन व्यर्थ कर रहे हो,,, ओशो ©Prem Rajput (HODOPHILE) #Hope #osho #Facts #Life