Find the Latest Status about odhavram bapa from top creators only on Nojoto App. Also find trending photos & videos about, odhavram bapa.
Smruti Ranjan Mohanty
White Smruti. Bapa ବାପା ବାପା! ତମେ ଆଉଥରେ ଆସନ୍ତନି ! ମୁଁ ତମ ଛାଇତଳେ ଟିକେ ନିଶ୍ୱାସ ମାରନ୍ତି ମୋ ଶୁଖିଯାଇଥିବା ଲୁହ ଆଉ ହସସବୁ ଆଉଥରେ ଜୀବନ୍ୟାସ ପାଆନ୍ତେ ; ମୁଁ ଆଉଥରେ ସ୍ବପ୍ନ ବୁଣନ୍ତି ଏକ ଆତ୍ମୀୟତାଭରା ସୁନ୍ଦର ସକାଳ , ଆଉ ସର୍ତ୍ତହୀନ ପରିପୂର୍ଣ୍ଣ ସନ୍ଧ୍ୟାର । ସତରେ ତମେ ଗଲାପରେ ବାପା ମୁଁ ଆଉ ସ୍ବପ୍ନ ଦେଖିନାହିଁ କାହାକୁନେଇ, କାହାପାଇଁ ଅବା ସ୍ବପ୍ନ ଦେଖିଥାନ୍ତି ବାପା! ତମେ ଆଉଥରେ ଆସନ୍ତନି ! ମୁଁ ହାପ୍ ପାଣ୍ଟ ପିନ୍ଧି ବର୍ଷାରେ ଭିଜିଭିଜି ଖାଲି ପାଦରେ ସ୍କୁଲ ଯାଆନ୍ତି , ଆମ ସକାଳ ଆଉ ସନ୍ଧ୍ୟା ହୁଅନ୍ତା ତମ ପ୍ରାର୍ଥନା ଆଉ ଶୁଭ ଶଙ୍ଖଧ୍ୱନିରେ । ତମେ ମତେ ଅଙ୍କ ଆଉ ବିଜ୍ଞାନ ବୁଝାନ୍ତ, ମୁଁ ତମକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥାନ୍ତି , ତମ ଗପ ଶୁଣୁଶୁଣୁ ମୁଁ ତମପାଖେ ଚୁପଚାପ ଶୋଇଯାଆନ୍ତି ନିଶ୍ଚିନ୍ତ ନିଦରେ । ତମେ ଗଲାପରେ ମୁଁ ବୋଧେ କେବେ ଗାଢ଼ ନିଦରେ ଶୋଇନି ଆଜିଯାଏ ତମେ କୁହ ବାପା! ବାପା ନଥିବା ପୁଅ କଣ କେବେ ଶାନ୍ତିରେ ଶୋଇପାରେ? ବାପା ତମେ ଆଉଥରେ ଆସନ୍ତନି ତମ ପ୍ରବଚନ ଆଉ ଜୟ ରାଧେ ରାଧେ ଭିତରେ ମୁଁ ଆଉଥରେ ଜୀବନର ସଂଜ୍ଞା ଖୋଜନ୍ତି . ପଇସା ପାଇଁ ଚୁପଚାପ ଦୁଆର ମୁହଁ- ପାଖରେ ଛିଡା ହୋଇ ରହନ୍ତି ; ତମେ ଖୁସିରେ ପଇସା ମାଣ୍ଡିଲପେଟି ଖୋଲି ମୋ ହାତରେ ଦିଅନ୍ତ; ଦାଣ୍ଡଯାଏ ମତେ ଛାଡିବାକୁ ଆସନ୍ତ , ମୁଁ ତମ ଆଶୀର୍ବାଦ ମୁଣ୍ଡେଇ କଲେଜ ଯାଅନ୍ତି । ସତରେ ବାପା ତମେ ଗଲାପରେ ମତେ ବୋଧେ କେହି କିଛି ଦେଇନାହାନ୍ତି ଆଜିଯାଏ । ବାପା ! ତମେ ଆଉଥରେ ଆସନ୍ତନି ! ମୁଁ ଆଉଥରେ ତମ ପାଦରେ- ମୁଣ୍ଡରଖି ମନଭରି କାନ୍ଦନ୍ତି । ତମେ ଗଲାପରେ ମୋର ମନେନାହିଁ ମୁଁ ଶେଷଥର ପାଇଁ କେବେ ହସିଥିଲି ଆଉ କାନ୍ଦିଥିଲି । ମୋ ପିଲାମାନଙ୍କଭଳି ତମ ହାତ ଧରି ବାଟ ଚାଲନ୍ତି ହସି ହସି ବେଦମ ହଅନ୍ତି ସେମାନଙ୍କଭଳି ଏକଥା ଭାବି ଭାବି - ସେମାନଙ୍କଭଳି ମୋ ମୁଣ୍ଡ ଉପରେ ବି ଗୋଟାଏ ଛାତ ଅଛି । ସତରେ ତମେ ଗଲାପରେ ମୁଁ କେତେ ନିରାଶ୍ରୟ ବାପା ବାପା! ତମେ ଆଉଥରେ ଆସନ୍ତନି ! ମୁଁ ଟିକେ ମୋତେ ଖୋଜନ୍ତି, ଜୀବନ ସହ ସାଲିସ କରି କରି ଗୋଟି ଗୋଟି କରି ସମସ୍ତଙ୍କ ସର୍ତ୍ତ ମାନି ମାନି ସମସ୍ତଙ୍କୁ ଖୁସି କରିବାକୁଯାଇ ଜୀବନ ଜିଉଁ ଜିଉଁ କେବେ ମରିଯାଇଥିବା ତମ ପୁଅକୁ ତମ ଅଲିଅଳ ପୁଅକୁ , ଯିଏ କେବେ ହସୁଥିଲା ,କାନ୍ଦୁଥିଲା ସ୍ବପ୍ନ ଦେଖୁଥିଲା, ଜୀବନ ଜିଉଁଥିଲା ଠିକ ସେମାନଙ୍କ ଭଳି । ସତରେ ବାପାଙ୍କ ବିନା କଣ ଜୀବନ ଜିଇଁ ହୁଏ କେତେ ଅଧା, ଅଧୁରା ସେ ଜୀବନ ସ୍ମୃତି ରଞ୍ଜନ ମହାନ୍ ©Smruti Ranjan Mohanty #rajdhani_night Smruti. Bapa ବାପା ବାପା! ତମେ ଆଉଥରେ ଆସନ୍ତନି ! ମୁଁ ତମ ଛାଇତଳେ ଟିକେ ନିଶ୍ୱାସ ମାରନ୍ତି ମୋ ଶୁଖିଯାଇଥିବା ଲୁହ ଆଉ ହସସବୁ ଆଉଥରେ ଜୀବନ୍ୟା
#rajdhani_night Smruti. Bapa ବାପା ବାପା! ତମେ ଆଉଥରେ ଆସନ୍ତନି ! ମୁଁ ତମ ଛାଇତଳେ ଟିକେ ନିଶ୍ୱାସ ମାରନ୍ତି ମୋ ଶୁଖିଯାଇଥିବା ଲୁହ ଆଉ ହସସବୁ ଆଉଥରେ ଜୀବନ୍ୟା #Poetry
read moreSonia jeson Sahu
Ganpati bapa moriya Ganpati bapa bahut samjhdar or suljhe hue bhagwan he , har pareshani ka hal nikal lete hain , isleye hum Ganpati bapa ko aapne dukh or sukh me hamesha yad rakhete hsin Ganpati bapa hamari zindagi me bahut zaruri hain .Jese kahin shadi hoti he ya puja padh hota he hum hamesha ganpati bapa ko pujte hain Ganpati Bapa moriya!!!!!🙏🙏 ©Sonia jeson Sahu Ganpatai bapa moriya #ganesha🙏 .
Ganpatai bapa moriya ganesha🙏 . #Bhakti
read moreSmruti Ranjan Mohanty
White MY MOTHER-10 When you look at me A thousand sorrows Dissolve in the ocean of bliss Thousands agony find salvation When you smile A thousand problems find solutions When you open your lips When you say I am with you my son Go ahead without fear I find nothing on my way It is your love all the way At your lotus feet Find my tears and smile their lone asylum In your maa! my whole life My childhood, youth and middle age My sorrow and happiness I and my life are all yours Tell me, my mother Who will take care of your life When you are no more? You were not for yourself You were for others Your kids and all those you loved For them, you stretched your life bit more For which you suffered My maa! who else can suffer for her kids Except for one's mother Maa! How beautiful was life When you and Bapa were here How dull and pale the world looks When I lost you both To have that bliss infinite One has to die and take birth once more To have you and my father I am prepared to die a hundred deaths And take a hundred births Endure sufferings innumerable To become your unworthy son again and again Smruti Ranjan Mohanty© ©Smruti Ranjan Mohanty #sad_shayari MY MOTHER-10 When you look at me A thousand sorrows Dissolve in the ocean of bliss Thousands agony find salvation When you
#sad_shayari MY MOTHER-10 When you look at me A thousand sorrows Dissolve in the ocean of bliss Thousands agony find salvation When you #Poetry
read more