Find the Latest Status about yaari by guri 9900 from top creators only on Nojoto App. Also find trending photos & videos about, yaari by guri 9900.
- Arun Aarya
दलीलें पेश करना आये ना आये , मग़र दलीलें देनी है मुझें ! ये जो ग़म है मेरा साथी है ,, इक रोज इससे तलाक़ लेनी है मुझें..!! - अरुन आर्या ©- Arun Aarya #Yaari #तलाक़
Subrat Kanungo
ଭଲଲାଗେ ************* ପୂର୍ଣ୍ଣମୀ ରାତିରେ ଜହ୍ନ ଠାରୁ ବେଶି ତମକୁ ଦେଖିବାକୁ ଭଲଲାଗେ.. ଅମାବାସ୍ୟା ର ଅନ୍ଧାରରେ ତମ ସହ ଲୁଚକାଳି ଖେଳିବାକୁ ଭଲଲାଗେ... ସାରା ସହର ଶୋଇଯିବା ପରେ ତମ ପାଇଁ ଉଜାଗର ରହିବାକୁ ଭଲଲାଗେ... ବାସ୍ତବତା ଠାରୁ କିଛି ସମୟର ବିରତି ନେଇ ତମ ସ୍ୱପ୍ନରେ ଭିଜିବାକୁ ଭଲଲାଗେ.. ବାର ବାର ନିଜକୁ ଖୋଜିବାର ମିଛ ଚେଷ୍ଟା କରି ହାରିଯିବା ପରେ ତମ ଭିତରେ ହଜି ଯିବାକୁ ଭଲଲାଗେ.. ସମସ୍ତଙ୍କ ଠାରୁ ଦୂରେଇ ବାସ୍ ତମ ବାହୁ ବନ୍ଧନରେ ଶୋଇଯିବାକୁ ଭଲଲାଗେ... ହଁ ତମ ସହ ଏଇ ପୁରା ପୃଥିବୀଟା କାଇଁ ଭାରି ଭଲଲାଗେ.... ****** ©Subrat Kanungo #Yaari
Ramya Prabhu
ಕನವರಿಕೆಯಲೂ ನಿನ್ನೊಲವ ರಾಗ ಕೇಳುತಿರೆ ಕಷ್ಟಗಳೆಲ್ಲಾ ಇಷ್ಟಗಳಾಗಿ ನೆಮ್ಮದಿಯ ನಿದ್ರೆಗೆ ಜಾರಿರೇ ನಗುನಗುತ್ತ ಹಾಯಾಗಿ ನಿನ್ನ ಮಡಿಲಲಿ ಮಗುವಾಗಿ ಮಲಗಿದೆ ನನ್ನೊಲವೇ...... ©Ramya Prabhu #Yaari