Find the Latest Status about funny jokes odia from top creators only on Nojoto App. Also find trending photos & videos.
Lili Dey
ଅନ୍ଧାର ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, ଆସିଛି କାଳିମା ସତେ କି ଆଜି ଉଁଆସ ରାତି, ଘୋଟି ଆସିଲାଣି ଅନ୍ଧାର ଚୌଦିଗ ଦିଶୁ ନାହିଁ, ଲାଗୁଛି ଯେମିତି ଅନ୍ଧକାର ରାକ୍ଷସ ମୋ ଆଡ଼କୁ ଆସୁଛି ଧାଇଁ, ମିଞ୍ଜି ମିଞ୍ଜି ତାରକା ଏତେ, ସତେ ଆଜି କୁଆଡେ ଗଲେଣି, ଭୟ ଆସିଲାଣି ମନ କୁ ଏବେ ବାହାରିବେ ଯେତେ ସବୁ ନିଶାଚୋର ପ୍ରାଣୀ, ଏ କି କାଳ ଅନ୍ଧକାର ଆସିଛି ମୋ ପାଇଁ ଆଜି, ଫେରିଯିବା ପାଇଁ ପାଉନି ବାଟ ମୁଁ ଖୋଜି, ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, ଆସିଛି କାଳିମା ସତେ କି ଆଜି ଉଁଆସ ରାତି... ©Lili Dey first try Odia poetry
first try Odia poetry #Poetry
read moreShi.....ya
White 😅शक्ल खिचड़ी जैसी 😅 और 😂नखरे मटन जैसी 😂 ©Shi.....ya #Sad_shayri #fun #Funny #jokes #Comdey