Find the Latest Status about lonely after narcissistic abuse from top creators only on Nojoto App. Also find trending photos & videos about, lonely after narcissistic abuse.
Akash gautam s n
बढ़ती हुईं दाढी को देखा तो पाता लागा की उम्र बीत गई उन से महोबत करते करते ©Akash gautam s n #lonely
Saraf Veer
ఒక ప్రైవేటు ఉద్యోగికి ఎటువంటి మోటివేషన్ అక్కర్లేదు...వాడి EMI బిల్లులు, బాధ్యతలు, వాడి అప్పులు ,చేసిన తప్పులే వాడి మోటివేషన్.. ©Saraf Veer #lonely
Subrat Kanungo
ଆଜି ଅତିତର ଭୂତ ସହ ଭେଟ ହେଲା ବଡ ବଡ ନଖ ଦାନ୍ତ ଦେଖାଇ ବେସ୍ କେଇଘଡି ସିଏ ମୋତେ ଡରାଇଲା। ମୁଁ ବହେ କାନ୍ଦିଲି, ଅନୁଶୋଚନା କଲି ଭାବିଲି ଏପରି ଯନ୍ତ୍ରଣା ଠାରୁ ମୃତ୍ୟୁ ଶ୍ରେୟସ୍କର... ଆଉ ମରଣ ଦିଗରେ ବାହାରି ପଡିଲି। ମୃତ୍ୟୁ ଦିଗରେ ପାଦ ବଢାଇଛି କି ନାହିଁ ମୋ ହାତ ପାପୁଲିର ରେଖାମାନେ ଅଟକାଇଦେଲେ... ଆଉ ସନ୍ତର୍ପଣରେ କହିଲେ- "ରହିଯାଅ " ଅପେକ୍ଷା କରିଛି ତୁମକୁ ଆଉ ଏକ ଯୁଗ... ଯହିଁରେ ଭୂତଟା କେବଳ କାଳ୍ପନିକ ଆଉ ତୁମେ ହିଁ ଧୃବ ସତ୍ୟ !’ ସତରେ କ’ଣ ମୁଁ ଏତେ ଆବଶ୍ୟକ? ….✍🏼 ©Subrat Kanungo #lonely
Subrat Kanungo
କିଏ କହିଲା ପ୍ରେମ ଜୀବନରେ ଥରେ ହୁଏ ବୋଲି... ଯେତେ ଥର ମୁଁ ତାକୁ ମୋ ସାମ୍ନାରେ ଦେଖିଛି ସେତେଥର ତା ପ୍ରେମରେ ପଡ଼ିଛି... ଯେତେ ଥର ତା ଆଖିରେ ମୋ ଆଖି ମିଶିଛି ସେତେଥର ମୁଁ ତା ମନରେ ଲୁଚିରହିଥିବା ଅକୁହା କଥା ସବୁକୁ ପଢ଼ିଛି... ଯେତେ ଥର ତା ସହ ପାଦ ମିଶାଇ କିଛି ବାଟ ଚାଲିଛି ମତେ ସବୁଥର ଲାଗିଛି ମୋ ପାଇଁ ଠିକଣା ନାହିଁ ଖାଲି ତା'ସହ ଚାଲିବାର ବାଟ ଅଛି.. ଦୁନିଆଁର ଭିଡ଼ ଭିତରେ ସେ ଏକା ଗୋଟିଏ ଲୋକ ନିଜର ଲାଗିଛି... ତା ଓଠରେ ହସ ଦେଖି ମୁଁ ତା ହସରେ ହସିଛି.. ତା ନିରବ ଭାଷାକୁ ବି ମୁଁ ପଢ଼ିଛି.. କିଏ କହିଲା ପ୍ରେମ ଜୀବନରେ ଥରେ ହୁଏ ବୋଲି... ©Subrat Kanungo #lonely
Subrat Kanungo
ଜୀବନକୁ ମାଗିଥିଲି ଦି ଧାର ଲୁହ କିଏ ଜାଣିଥିଲା ବଦଳରେ ଧାରା ଶ୍ରାବଣ ଆଣି ଭିଜେଇଦେବ ସାରା ଶରୀର। ଆକାଶକୁ ମାଗିଥିଲି ମୁଠାଏ ବାଦାଲ ମୁଁ କି ଜାଣିଥିଲି ଅମାବାସ୍ୟାର ରାତି ଆଣି ମୋ ସହରକୁ କରିଦେବ ସମ୍ପୂର୍ଣ ଅନ୍ଧାର। ଶୀତ କୁ ମାଗିଥିଲି ଦି ଟୋପା କାକର କିଏ ଜାଣିଥିଲା ବଦଳରେ ଅଣନିଶ୍ୱାସୀ କରିଦେବ ଛାତିରେ ଥୋଇଦେଇ ସକାଳର ଅସମ୍ଭାଳ ଜାଡ଼ର ପଥର। ©Subrat Kanungo #lonely
Subrat Kanungo
"ତୁମେ ଗଲା ପରେ" ------------------------ ମନର ଅଗଣା ଶୂନ୍ୟ ପଡ଼ିଅଛି ହୃଦୟ ପଡିଛି ଖାଲି ତୁମେ ଗଲା ପରେ ପାଷାଣ ଶରୀର ପାରୁନି ଆଗକୁ ଚାଲି.. ମୋ ମନରେ କେତେ ସ୍ୱପ୍ନ ସଜାଇଲ ପୂରଣ କରିଲ ନାହିଁ ଅଧା ବାଟେ ମୋତେ ପର କରିଦେଲ ନିଃସଙ୍ଗ ଯେ ଲାଗୁଥାଇ... ଆଉ କା ଜୀବନେ ସଂଜୀବନୀ ଦେଲ ଗଢ଼ିଲ ନୂଆ ସଂସାର ମୋ ଜୀବନ ପଥ ଶୂନ୍ୟ କରିଦେଲ ବଞ୍ଚିବା ଲାଗେ ଅସାର... ଏତେ କଥା ଯଦି ତୁମ ମନେ ଥିଲା ସମ୍ପର୍କ ଗଢ଼ିଲ କାହିଁ ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ ଆଖି ଲୁହ ହୁଏ ନଈ... ©Subrat Kanungo #lonely
Subrat Kanungo
ତୁମେ ମୋ ପାଇଁ କ'ଣ ଜାଣିଛ? ତୁମେ ମୋର ଶୀତ ସକାଳର ଗରମ ଚା' ପରି, ତୁମେ ମୋର ପହିଲି ବର୍ଷା ର ପ୍ରଥମ ବିନ୍ଦୁ ପରି, ତୁମେ ମୋର ଗ୍ରୀଷ୍ମ ଋତୁର ସଂନ୍ଧ୍ଯା ବେଳର ସୁଲୁସୁଲିଆ ପବନ ପରି, ତୁମେ ମୋର ଅନ୍ଧର ସାହାରା ଥିବା ବାଡି ପରି, ତୁମେ ମୋର ବସନ୍ତର କାଶତଣ୍ଡୀ ଫୁଲ ପରି, ତୁମେ ମୋର ଜଣେ ଚିତ୍ରକାରର ତୁଳୀରେ ଆଙ୍କି ହେଉଥିବା ସୁନ୍ଦର ଚିତ୍ର ପରି, ତୁମେ ମୋର ଆଈମା କାହାଣୀର ରାଜକୁମାରୀ ପରି... କେଉଁ ଶବ୍ଦ ଦେଇ ତୁମକୁ ବର୍ଣ୍ଣନା କରିବି, ତୁମେ ମୋର ଆଖିରୁ ବାହାରୁଥିବା ଅଦେଖା ଲୁହ ପରି, ଆଉ ହ୍ରୁଦୟରୁ ବାହାରି ଓଠରେ ଅଟକି ଯାଉଥିବା ମୋର ଅକୁହା ଶବ୍ଦ ପରି। ©Subrat Kanungo #lonely
Subrat Kanungo
⭕❗⭕"ସୁ ପ୍ରଭାତ"⭕❗⭕ ବିନତି ଶୁଣିବା ହେବକି ପ୍ରଭୁହେ ଅଭିଳାଷ କିଛି ଅଛି ତବପାଦ ତଳେ ଆସରା ଦେଇକି ପଥ ଦିଅ ମୋର ବାଛି ଯେତେ ଦୁଃଖ ସୁଖ ଜୀବନେ ଦେଇଛ ମଥା ପାତି ସହି ଅଛି ସେ ସବୁକୁ ତବ ପଦେ ସମରପି କରମ କରି ଚାଲିଛି କେଉଁ ଜନମର କରମର ଫଳ ଏ ଜନମେ ଭୋଗୁ ଅଛି ତଥାପି ମନେମୋ ଦୁଃଖ ଟିକେ ନାହିଁ ମାଗୁଅଛି ଆଉ କିଛି ସଂସାର ଜଞ୍ଜାଳ ସରି ଆସିଲାଣି ଆଉ ବେଶି ବେଳ ନାହିଁ ବେଳ ଥାଉ ଥାଉ ଗୁହାରି କରୁଛି ଶୁଣ ଆହେ ଭାବଗ୍ରାହୀ ହାତଗୋଡ ମୋର ଚାଲୁ ଥାଉ ଥାଉ ନେଇ ଯାଅ ବିଶ୍ଵପତି ଉତ୍ତମ ମରଣ ଦେବାକୁ ପ୍ରଭୁହେ ଏଇ ମୋ ଶେଷ ବିନତି ⭕❗⭕"ଜୟ ଜଗନ୍ନାଥ ସ୍ୱାମୀ"⭕❗⭕ ©Subrat Kanungo #lonely
Rajan Gawali
खोटा अंदाज होता वाळालेल्या त्या काडीला, हिरवळीचा साज होता पडणार आज पाऊस, खोटा अंदाज होता.... घडणार महायुद्ध त्या पाण्यावरुनी दंगल घडवली दगडांनी, रंगांचा माज होता... पाठीवर बिऱ्हाड माझ्या वाकला ना कणा जीवनाचे सत्य अपेक्षांचा डोई काटेरी ताज होता... सत्तेने मज अंध,बहिरा अन मुका केले इथल्या व्यवस्थेने दाबला आवाज होता... बेरजेत ना मी कुणाच्या, झालो वजा ही नाही भागले मज गुणात, अकड्यांचा बाज होता... तत्त्वांनी पाहिले तत्व, पाहिले सत्त्वांनी माझे सत्व बुद्धाच्या पथावर भीमाचा समाज होता... जगण्याने मज छळले, मरणाने ही टाळले स्वतःशी स्वतः हरणारा तो "बुद्धराज" होता.... बुद्धराज शशिकला अर्जुनराव गवळी ९१७२२९१४४८ ©Rajan Gawali #lonely