Find the Latest Status about nange dance from top creators only on Nojoto App. Also find trending photos & videos about, nange dance.
Prashanta Kumar Sahu
ହାଏ ରେ ଆଇନା ତୁ ଥରେ ସତ କହନା ! ମୋର ଏଇ ଛୋଟିଆ ହୃଦୟରେ କାହିଁକି ଏ ବିଡମ୍ବନା କାହିଁକି ଏ ଆନମନା ମନରେ ଉଙ୍କି ମାରୁଥିବା ଅଜସ୍ର ପ୍ରଶ୍ନରେ ଅଛି କଣ ? ସତ କୁହନା ଇଏ କଣ ସେଇ ପ୍ରାପ୍ତିର ଆଶା ନା ମୋ ନିରବତାର ଅସଂପୂର୍ଣ୍ଣ ପ୍ରତ୍ୟାଶା ..... ©Prashanta Kumar Sahu #Dance