Nojoto: Largest Storytelling Platform

New mp panchayat chunav 2022 Quotes, Status, Photo, Video

Find the Latest Status about mp panchayat chunav 2022 from top creators only on Nojoto App. Also find trending photos & videos about, mp panchayat chunav 2022.

Stories related to mp panchayat chunav 2022

Mitlesh

poker MP 40 new free fire

read more

कृष्ण की प्रेयसी राधा

2022.ki bate

read more
White whatsApp chats

19-1-2022
⬇️
21-1-2022
⬇️
26-1-2022
⬇️
28-1-2022
⬇️
14-3-2022
⬇️
27-3-2022
⬇️
18-4-2022
⬇️
23-5-2022
⬇️
27-5-2022
⬇️
28-6-2022
⬇️
1-8-2022
⬇️
6-8-2022
⬇️
11-8-2022
⬇️
14-11-2022
⬇️
10-12-2022
⬇️
2022 ki bate(15times)

©कृष्ण की प्रेयसी राधा #2022.ki bate

Smruti Ranjan Mohanty

#Sad_Status ଯାତ୍ରା-25 ବାପା କିଛି ଦେଇନି ତମକୁ ଅବା କି ଅର୍ପିବି ଯାହା ପାଶେ ଜୀବନସାରା ହାତ ପତେଇଲି ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି?

read more
White ଯାତ୍ରା-25

ବାପା

କିଛି ଦେଇନି ତମକୁ ଅବା କି ଅର୍ପିବି 
ଯାହା ପାଶେ ଜୀବନସାରା ହାତ ପତେଇଲି
ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ  ଦୁଇ ହାତ ଟେକି?

ଭାବେ କେବେ କେବେ କିଛି ଅର୍ପଣ କରିବାକୁ ,
ପ୍ରଳମ୍ବିତ   ହାତ-
ସନ୍ତର୍ପଣ ସଂକୋଚରେ ଫେରିଆସେ  ପଛକୁ;
ବାପା!! କାଳେ ତୁମେ କ'ଣ ଭାବି ବ ନି ତ!!

ତମ ଛାଇ ତଳେ-
ନିଘୋଡ଼ ନିଦରେ  ନିଜକୁ ହଜେଇଥିବା
ଅକିଞ୍ଚନ,ମୁଢ଼ ମଣିଷଟିଏ ମୁଁ-
ଭୁଲି ଯାଇଥିଲି-
"ଛାଇ   ଛାଇ ଖୋଜେ
ଶାନ୍ତିରେ ନିଶ୍ୱାସ ମାରିବାକୁ!"

ତମ ନଭାଶ୍ଚୁମ୍ବୀ ବ୍ୟକ୍ତିତ୍ୱ ପାଖରେ 
ନିଶବ୍ଦ ହେଇଯାଇ ଥିବା ମୁଁ
ପାରୁନି ଭାବି:
"ଆକାଶ କି ସତେ ଖୋଜେ  ମାଟି-ସ୍ପର୍ଶ,
ଇପ୍ସିତା ଜହ୍ନ ଲୋଡ଼େ ପାପୁଲିର ନିବିଡ଼ ଆଶ୍ଲେଷ !"

ମନକୁ ବୁଝାଏ,
କଣବା ମୁଁ କରି ପାରିଥାନ୍ତି?
ମୁଁ, ମୋ ସ୍ଥିତି, ଅବସ୍ଥିତି,
ମୋ ଚାରିପାଖ ପୃଥିବୀ
ସବୁତ ତମ ଅତୀତର କର୍ମ ଭୂମି:
ସବୁକିଛି ତୁମ ତମ ସାଧନାର  ମନ୍ଦାକିନୀ।

କ୍ଷୁଦ୍ର ଏକ ଖୋଦ୍ୟୋତ  ମୁଁ;
ସୂର୍ଯ୍ୟକୁ ଆଲୋକିତ କରିବାର ଧୃଷ୍ଟତା ନଥିଲା,
ନଥିଲା ସ୍ୱର୍ଗକୁ ନିଶୁଣି ବାନ୍ଧିବାର ଆସ୍ପର୍ଦ୍ଧା ;
ଅବସୋସ ରହିଗଲା କେବଳ
ସରାଗରେ ଆଞ୍ଜୁଳାଏ ପାଣି ଟେକି ପାରିଲିନି,
ଅହରହ ଜଳିପାରିଲିନି -
ପ୍ରେମ ଆଉ ପ୍ରତ୍ୟୟର ଦୀପଟିଏ ହେଇ,
ତମ ସୂର୍ଯ୍ୟାସ୍ତରେ ନିରବ ସାଥିଟିଏ ହୋଇ।

ସ୍ମୃତି ରଞ୍ଜନ ମହାନ୍ତି©
20.10.2022
All copyrights reserved
https://smrutiweb.wordpress.com/2022/10/20

©Smruti Ranjan Mohanty #Sad_Status ଯାତ୍ରା-25

ବାପା

କିଛି ଦେଇନି ତମକୁ ଅବା କି ଅର୍ପିବି 
ଯାହା ପାଶେ ଜୀବନସାରା ହାତ ପତେଇଲି
ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ  ଦୁଇ ହାତ ଟେକି?
loader
Home
Explore
Events
Notification
Profile