Find the Latest Status about maghi purnima 2022 from top creators only on Nojoto App. Also find trending photos & videos about, maghi purnima 2022.
कृष्ण की प्रेयसी राधा
White whatsApp chats 19-1-2022 ⬇️ 21-1-2022 ⬇️ 26-1-2022 ⬇️ 28-1-2022 ⬇️ 14-3-2022 ⬇️ 27-3-2022 ⬇️ 18-4-2022 ⬇️ 23-5-2022 ⬇️ 27-5-2022 ⬇️ 28-6-2022 ⬇️ 1-8-2022 ⬇️ 6-8-2022 ⬇️ 11-8-2022 ⬇️ 14-11-2022 ⬇️ 10-12-2022 ⬇️ 2022 ki bate(15times) ©कृष्ण की प्रेयसी राधा #2022.ki bate
2022.ki bate
read moreSmruti Ranjan Mohanty
White ଯାତ୍ରା-25 ବାପା କିଛି ଦେଇନି ତମକୁ ଅବା କି ଅର୍ପିବି ଯାହା ପାଶେ ଜୀବନସାରା ହାତ ପତେଇଲି ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି? ଭାବେ କେବେ କେବେ କିଛି ଅର୍ପଣ କରିବାକୁ , ପ୍ରଳମ୍ବିତ ହାତ- ସନ୍ତର୍ପଣ ସଂକୋଚରେ ଫେରିଆସେ ପଛକୁ; ବାପା!! କାଳେ ତୁମେ କ'ଣ ଭାବି ବ ନି ତ!! ତମ ଛାଇ ତଳେ- ନିଘୋଡ଼ ନିଦରେ ନିଜକୁ ହଜେଇଥିବା ଅକିଞ୍ଚନ,ମୁଢ଼ ମଣିଷଟିଏ ମୁଁ- ଭୁଲି ଯାଇଥିଲି- "ଛାଇ ଛାଇ ଖୋଜେ ଶାନ୍ତିରେ ନିଶ୍ୱାସ ମାରିବାକୁ!" ତମ ନଭାଶ୍ଚୁମ୍ବୀ ବ୍ୟକ୍ତିତ୍ୱ ପାଖରେ ନିଶବ୍ଦ ହେଇଯାଇ ଥିବା ମୁଁ ପାରୁନି ଭାବି: "ଆକାଶ କି ସତେ ଖୋଜେ ମାଟି-ସ୍ପର୍ଶ, ଇପ୍ସିତା ଜହ୍ନ ଲୋଡ଼େ ପାପୁଲିର ନିବିଡ଼ ଆଶ୍ଲେଷ !" ମନକୁ ବୁଝାଏ, କଣବା ମୁଁ କରି ପାରିଥାନ୍ତି? ମୁଁ, ମୋ ସ୍ଥିତି, ଅବସ୍ଥିତି, ମୋ ଚାରିପାଖ ପୃଥିବୀ ସବୁତ ତମ ଅତୀତର କର୍ମ ଭୂମି: ସବୁକିଛି ତୁମ ତମ ସାଧନାର ମନ୍ଦାକିନୀ। କ୍ଷୁଦ୍ର ଏକ ଖୋଦ୍ୟୋତ ମୁଁ; ସୂର୍ଯ୍ୟକୁ ଆଲୋକିତ କରିବାର ଧୃଷ୍ଟତା ନଥିଲା, ନଥିଲା ସ୍ୱର୍ଗକୁ ନିଶୁଣି ବାନ୍ଧିବାର ଆସ୍ପର୍ଦ୍ଧା ; ଅବସୋସ ରହିଗଲା କେବଳ ସରାଗରେ ଆଞ୍ଜୁଳାଏ ପାଣି ଟେକି ପାରିଲିନି, ଅହରହ ଜଳିପାରିଲିନି - ପ୍ରେମ ଆଉ ପ୍ରତ୍ୟୟର ଦୀପଟିଏ ହେଇ, ତମ ସୂର୍ଯ୍ୟାସ୍ତରେ ନିରବ ସାଥିଟିଏ ହୋଇ। ସ୍ମୃତି ରଞ୍ଜନ ମହାନ୍ତି© 20.10.2022 All copyrights reserved https://smrutiweb.wordpress.com/2022/10/20 ©Smruti Ranjan Mohanty #Sad_Status ଯାତ୍ରା-25 ବାପା କିଛି ଦେଇନି ତମକୁ ଅବା କି ଅର୍ପିବି ଯାହା ପାଶେ ଜୀବନସାରା ହାତ ପତେଇଲି ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି?
#Sad_Status ଯାତ୍ରା-25 ବାପା କିଛି ଦେଇନି ତମକୁ ଅବା କି ଅର୍ପିବି ଯାହା ପାଶେ ଜୀବନସାରା ହାତ ପତେଇଲି ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି?
read more