Find the Latest Status about ugc approved journal list 2019 from top creators only on Nojoto App. Also find trending photos & videos about, ugc approved journal list 2019.
DILEEP RAJ AHIRWAR
White Life is in a strange dilemma wanted to meet the same person Whose waiting list is already there it was houseful since then ©DILEEP RAJ AHIRWAR #Night Life is in a strange dilemma wanted to meet the same person Whose waiting list is already there it was houseful since then
Affiliate Vaibhav
Smruti Ranjan Mohanty
Holi is a popular and significant Hindu festival celebrated as the Festival of Colours, Love, and Spring. ଆଉ ଥରେ-17 ସେ କି ମନ ଯେଉଁ ମନରେ ଯୌବନର ରଙ୍ଗ ନାହିଁ ସେ କି ଦେହ ଯେଉଁ ଦେହରେ ପ୍ରେମର ପ୍ଲାବନ ନାହିଁ ସେ କି ପ୍ରାଚୁର୍ଯ୍ୟ ଯେଉଁଠି ବଞ୍ଚିବାର ନିଶା ନାହିଁ ସେ କି ଜୀବନ ଯେଉଁଠି ନିଜପାଇଁ ସ୍ୱପ୍ନର ଜୁଆର ନାହିଁ ସେ କି ପ୍ରାପ୍ତି ଯେଉଁଟା ଖାଲି ଅନ୍ୟମାନଙ୍କ ପାଇଁ ନିଜକୁ ସମସ୍ତଙ୍କ ଭିତରେ ବାଣ୍ଟିଦେଲା ବେଳେ ନିଜ ସ୍ୱପ୍ନକୁ ଗୋଟା ଗୋଟା କରି ସଂଅପି ଦେଲାବେଳେ, କେଵେ ଭାବି ଦେଖିଛ ତମେ, ତମ ସ୍ବପ୍ନ କେଵଳ ତମର ନୁହେଁ ଆଉ କେହି ଜଣେ ଅଛି ଯିଏ ତମକୁ ନେଇ ସ୍ବପ୍ନ ଦେଖେ ଲାଲ ଲାଲ କୃଷ୍ଣଚୁଡ଼ାର, ରୁପା ଜହ୍ନ ଆଉ ଚିକମିକ ତାର ଫୁଲର, ଭିଯା ମାଟିରେ ଶେଜ ସଜାଏ ନିଜକୁ ହଜେଇଦେବାକୁ ଆଉ ଏକ ସ୍ୱର୍ଣ୍ଣାଭ ରାତିର ବାହୁ ବଳୟରେ ମୁଁ ନୁହେଁ ଧୃତରାଷ୍ଟ୍ର, ତମେ ମୋ ଗାନ୍ଧାରୀ ନା ମୁଁ ଅର୍ଜୁନ, ତମେ ମୋ ଯାଜ୍ଞସେନୀ ମୁଁ ତମ ପ୍ରଥମ ପ୍ରେମ, ତମେ ମୋ ବଞ୍ଚିବାର ଶେଷ ପ୍ରତିଶୃତି ମୁଁ ରଖି ଦଉଛି ଗାଣ୍ଡୀବ, ତମେ ଖୋଲି ଦିଅ ଆଖିରୁ ଅନ୍ଧପୁଟୁଳି ମୋ ଆଖିରେ ଦେଖ ଜୀବନଟା ଏବେବି କେତେ ସୁନ୍ଦର ତମେ ଆସ ମରୀଚିକାର ସରହଦ ଡେଇଁ ତ୍ୟାଗ, ତିତିକ୍ଷା ଆଉ ସମ୍ମୋହନର ପାହାଚ ଟପି ପ୍ରେମର ସବାରୀରେ ନବ ବଧୂ ସାଜି ମୁଁ ତମକୁ ମୋ ହାଥରେ ସଜେଇ ଦେବି ଟୋପା ଟୋପା ଚନ୍ଦନରେ, ପଟା ପଟା ଅଳତାରେ ମୁଠା ମୁଠା ସିଂଦୁରରେ, ମେଞ୍ଚା ମେଞ୍ଚା ଅବିରରେ ଆଉ ଥରେ ହସିଦିଅ ମୁଁ ଭୁଲିଯିବି ଏଇଟା ବୟସର କେଉଁ ମାସ ଲାଜର ଓଢଣା ଖୋଲି ଦେଖ ହାଥଠାରି ଡାକୁଛି ଆଉ ଏକ ସକାଳ, ଭିନ୍ନ ଏକ ସଂଦୀପ୍ତ ବାଳଭାନୁର ଉଦୟ ଉତ୍ସଵ ମୋ ଓଠରେ ଓଠ ରଖ ଏଇତ ଜୀବନଟା ଆରଂଭହିଁ ହେବ ସ୍ମୃତି ରଞ୍ଜନ ମହାନ୍ ©Smruti Ranjan Mohanty #holi2024 ଆଉ ଥରେ-17 ସେ କି ମନ ଯେଉଁ ମନରେ ଯୌବନର ରଙ୍ଗ ନାହିଁ ସେ କି ଦେହ ଯେଉଁ ଦେହରେ ପ୍ରେମର ପ୍ଲାବନ ନାହିଁ ସେ କି ପ୍ରାଚୁର୍ଯ୍ୟ ଯେଉଁଠି ବଞ୍ଚିବାର ନିଶା ନ
personalAbhy
Ravendra