Find the Latest Status about maa tujhe from top creators only on Nojoto App. Also find trending photos & videos.
creatorbabu110
Chahunga Main Tujhe chahunga main tujhe Dosti dosti mohammad rafi songs Song #Poetry
read morePriyanka Bishi
White ମୋ ମାଆ* 😙 ଚରଣ ତୋର ସ୍ପର୍ଶ କରି ପ୍ରଣାମ କରୁଛି ମାଆ,🙏 ବିପଦ ଆପଦ ସମୟେ ହୋଇଥିବୁ ତୁହି ସାହା।(୧) କୋଳ ତୋର ପୁରୀ ଧାମ ମନ ତୋର ଶ୍ରୀମନ୍ଦିର, ଦେବା ଦେବୀ କେହି ନୁହେଁ ତୁହି ମୋର ଠାକୁର।(୨) ଦିନ ଯାଇ ରାତି ଆସୁ ପାଖେ ଥା ତୁ ମୋର, ଗୀତ ଗାଇ ସୁଆଉ ତୁ ପଣତ ରେ ତୋର।(୩) ରାତ୍ରି ର ଉଜ୍ଜ୍ୱଳ ଆକାଶେ ଜହ୍ନ ମାମୁଁ ଦେଖାଇ, ନ ଖାଇଲେ ଖୁଆଉ ତୁ ବାୟା ଗୀତ ଶୁଣାଇ।(୪) ମୋର ତୁ ପ୍ରଥମ ଗୁରୁ ମୋ ପାଇଁ ତୁ ଆଶିଷ, ଆକଟ କରିଲେ ତୁହି ତାହା ତୋର ଉପଦେଶ।(୫) ପାଦ ଧୂଳି ତୋର ଦେବା ଦେବୀ ସିନ୍ଦୂର, ଟୀକା ନୁହେଁ ସେ ମୋର ଅମୃତ ର ଧାର।(୬) ହୃଦୟ ଟି ତୋର ଫୁଲ ପରି କୋମଳ, ନିର ନୁହେଁ ତୁ ମୋ ପାଇଁ ପବିତ୍ର ଗଙ୍ଗା ଜଳ।(୭) ସୁଖେ ଦୁଃଖ ଥାଉ ସଦା ସାଥିରେ ତୁ ମୋର, ଅଜ୍ଞାନ ର ଅନ୍ଧକାରେ ଜ୍ଞାନ ଦୀପ ତୁ ମୋର।(୮) ରହିଛୁ ତୁ ରହିଥିବୁ ମୋ ଜୀବନ ପଥେ, ଛାଡ଼ିଯିବୁ ନାହିଁ କେବେ ଜୀବନର ବିପଦେ।(୯) ହାତ ତୁ ତୋର ରଖିଥା ମୋର ଏ ମସ୍ତକ ରେ, ପ୍ରାର୍ଥନା ମୋର ଏତିକି ତୋର ପୁଣ୍ୟ ଚରଣ ରେ।(୧୦) _Love you maa_ *ପ୍ରିୟଙ୍କା ବିଶି, ରେଢ଼ାଖୋଲ, ସମ୍ବଲପୁର, ଓଡ଼ିଶା* ©Priyanka Bishi #maa #Maa❤ #maa_ka_pyar #maa❤️
( W.T) ग्रुप अनवर अनवर हु यार
White किसी कि हार पे इतना खुश ना हुवा करो ये विधि का विधान है वक्त सबका बदलता है आज तुम्हारा तो कल उनका होगा ©( W.T) ग्रुप अनवर अनवर हु यार #jamuhabbat tujhe alwida
#jamuhabbat tujhe alwida #मोटिवेशनल
read moreKiran Chaudhary
Tujhe bhula diya.. to fir kyu teri yaado ne mjhe rula diya ©Kiran Chaudhary Tujhe bhula diya..
Tujhe bhula diya.. #लव
read more