Nojoto: Largest Storytelling Platform

New i wandered lonely as a cloud Quotes, Status, Photo, Video

Find the Latest Status about i wandered lonely as a cloud from top creators only on Nojoto App. Also find trending photos & videos about, i wandered lonely as a cloud.

Stories related to i wandered lonely as a cloud

DURGA PRASAD

#cloud poetry in english

read more
White Cloud
it is not,
the sky is blue.
A title cloude comes looking for you.
more cloude come.
the bring rain.
sing the dance.
its cool again.

©DURGA PRASAD #Cloud poetry in english

smiley

#Sad_Status I am a rocket, did you think I was a tower? On hearing the name Pushpa, did you think I was a flower? I am not a flower, I am fi

read more
White I am a rocket, did you think I was a tower? On hearing the name Pushpa, did you think I was a flower? I am not a flower, I am fire, why should I not write, I am a poet, Aarzoo Shayar
👍👍

©smiley #Sad_Status I am a rocket, did you think I was a tower? On hearing the name Pushpa, did you think I was a flower? I am not a flower, I am fi

Saraf Veer

#lonely

read more
ఒక ప్రైవేటు ఉద్యోగికి ఎటువంటి మోటివేషన్ అక్కర్లేదు...వాడి EMI  బిల్లులు, బాధ్యతలు, వాడి అప్పులు ,చేసిన తప్పులే వాడి మోటివేషన్..

©Saraf Veer #lonely

Subrat Kanungo

#lonely

read more
କିଏ କହିଲା 
ପ୍ରେମ ଜୀବନରେ ଥରେ ହୁଏ ବୋଲି...
ଯେତେ ଥର ମୁଁ ତାକୁ ମୋ ସାମ୍ନାରେ ଦେଖିଛି
ସେତେଥର ତା ପ୍ରେମରେ ପଡ଼ିଛି... 
ଯେତେ ଥର ତା ଆଖିରେ ମୋ ଆଖି ମିଶିଛି
ସେତେଥର ମୁଁ ତା ମନରେ ଲୁଚିରହିଥ‌ିବା 
ଅକୁହା କଥା ସବୁକୁ ପଢ଼ିଛି...
ଯେତେ ଥର ତା ସହ ପାଦ ମିଶାଇ 
କିଛି ବାଟ ଚାଲିଛି 
ମତେ ସବୁଥର ଲାଗିଛି
ମୋ ପାଇଁ ଠିକଣା ନାହିଁ 
ଖାଲି ତା'ସହ ଚାଲିବାର ବାଟ ଅଛି..
ଦୁନିଆଁର ଭିଡ଼ ଭିତରେ 
ସେ ଏକା ଗୋଟିଏ ଲୋକ 
ନିଜର ଲାଗିଛି...
ତା ଓଠରେ ହସ ଦେଖି
ମୁଁ ତା ହସରେ ହସିଛି..
ତା ନିରବ ଭାଷାକୁ 
ବି ମୁଁ ପଢ଼ିଛି..
କିଏ କହିଲା 
ପ୍ରେମ ଜୀବନରେ 
ଥରେ ହୁଏ ବୋଲି...

©Subrat Kanungo #lonely

Subrat Kanungo

#lonely

read more
ଜୀବନକୁ ମାଗିଥିଲି ଦି ଧାର ଲୁହ 
କିଏ ଜାଣିଥିଲା 
ବଦଳରେ ଧାରା ଶ୍ରାବଣ ଆଣି 
ଭିଜେଇଦେବ ସାରା ଶରୀର।
ଆକାଶକୁ ମାଗିଥିଲି ମୁଠାଏ ବାଦାଲ
ମୁଁ କି ଜାଣିଥିଲି 
ଅମାବାସ୍ୟାର ରାତି ଆଣି 
ମୋ ସହରକୁ କରିଦେବ 
ସମ୍ପୂର୍ଣ ଅନ୍ଧାର।
ଶୀତ କୁ ମାଗିଥିଲି ଦି ଟୋପା କାକର 
କିଏ ଜାଣିଥିଲା 
ବଦଳରେ ଅଣନିଶ୍ୱାସୀ କରିଦେବ 
ଛାତିରେ ଥୋଇଦେଇ 
ସକାଳର ଅସମ୍ଭାଳ 
ଜାଡ଼ର ପଥର।

©Subrat Kanungo #lonely

Subrat Kanungo

#lonely

read more
"ତୁମେ ଗଲା ପରେ"
------------------------
ମନର ଅଗଣା ଶୂନ୍ୟ ପଡ଼ିଅଛି
ହୃଦୟ ପଡିଛି ଖାଲି
ତୁମେ ଗଲା ପରେ ପାଷାଣ ଶରୀର
ପାରୁନି ଆଗକୁ ଚାଲି..
ମୋ ମନରେ କେତେ ସ୍ୱପ୍ନ ସଜାଇଲ
ପୂରଣ କରିଲ ନାହିଁ
ଅଧା ବାଟେ ମୋତେ ପର କରିଦେଲ
ନିଃସଙ୍ଗ ଯେ ଲାଗୁଥାଇ...
ଆଉ କା ଜୀବନେ ସଂଜୀବନୀ ଦେଲ
ଗଢ଼ିଲ ନୂଆ ସଂସାର
ମୋ ଜୀବନ ପଥ ଶୂନ୍ୟ କରିଦେଲ
ବଞ୍ଚିବା ଲାଗେ ଅସାର...
ଏତେ କଥା ଯଦି ତୁମ ମନେ ଥିଲା
ସମ୍ପର୍କ ଗଢ଼ିଲ କାହିଁ
ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ
ଆଖି ଲୁହ ହୁଏ ନଈ...

©Subrat Kanungo #lonely

Subrat Kanungo

#lonely

read more
ତୁମେ ମୋ ପାଇଁ କ'ଣ ଜାଣିଛ? 
ତୁମେ ମୋର ଶୀତ ସକାଳର ଗରମ ଚା' ପରି, 
ତୁମେ ମୋର ପହିଲି ବର୍ଷା ର ପ୍ରଥମ ବିନ୍ଦୁ ପରି, 
ତୁମେ ମୋର ଗ୍ରୀଷ୍ମ ଋତୁର 
ସଂନ୍ଧ୍ଯା ବେଳର ସୁଲୁସୁଲିଆ ପବନ ପରି, 
ତୁମେ ମୋର ଅନ୍ଧର ସାହାରା ଥିବା ବାଡି ପରି, 
ତୁମେ ମୋର ବସନ୍ତର କାଶତଣ୍ଡୀ ଫୁଲ ପରି, 
ତୁମେ ମୋର ଜଣେ ଚିତ୍ରକାରର 
ତୁଳୀରେ  ଆଙ୍କି ହେଉଥିବା  ସୁନ୍ଦର ଚିତ୍ର ପରି, 
ତୁମେ ମୋର ଆଈମା କାହାଣୀର ରାଜକୁମାରୀ ପରି... 
କେଉଁ ଶବ୍ଦ ଦେଇ ତୁମକୁ ବର୍ଣ୍ଣନା କରିବି, 
ତୁମେ ମୋର  ଆଖିରୁ ବାହାରୁଥିବା 
ଅଦେଖା ଲୁହ ପରି, 
ଆଉ ହ୍ରୁଦୟରୁ ବାହାରି ଓଠରେ ଅଟକି ଯାଉଥିବା 
ମୋର ଅକୁହା ଶବ୍ଦ ପରି।

©Subrat Kanungo #lonely

आधुनिक कवयित्री

#lonely

read more
बहुत बुरे हैं हम,
किसी अपने से सुना था।
😔

©आधुनिक कवयित्री #lonely

Subrat Kanungo

#lonely

read more
⭕❗⭕"ସୁ ପ୍ରଭାତ"⭕❗⭕

ବିନତି ଶୁଣିବା ହେବକି ପ୍ରଭୁହେ
ଅଭିଳାଷ କିଛି ଅଛି
ତବପାଦ ତଳେ ଆସରା ଦେଇକି
ପଥ ଦିଅ ମୋର ବାଛି
ଯେତେ ଦୁଃଖ ସୁଖ ଜୀବନେ ଦେଇଛ
ମଥା ପାତି ସହି ଅଛି
ସେ ସବୁକୁ ତବ ପଦେ ସମରପି
କରମ କରି ଚାଲିଛି
କେଉଁ ଜନମର କରମର ଫଳ
ଏ ଜନମେ ଭୋଗୁ ଅଛି
ତଥାପି ମନେମୋ ଦୁଃଖ ଟିକେ ନାହିଁ
ମାଗୁଅଛି ଆଉ କିଛି
ସଂସାର ଜଞ୍ଜାଳ ସରି ଆସିଲାଣି
ଆଉ ବେଶି ବେଳ ନାହିଁ
ବେଳ ଥାଉ ଥାଉ ଗୁହାରି କରୁଛି
ଶୁଣ ଆହେ ଭାବଗ୍ରାହୀ
ହାତଗୋଡ ମୋର ଚାଲୁ ଥାଉ ଥାଉ
ନେଇ ଯାଅ ବିଶ୍ଵପତି
ଉତ୍ତମ ମରଣ ଦେବାକୁ ପ୍ରଭୁହେ
ଏଇ ମୋ ଶେଷ ବିନତି

⭕❗⭕"ଜୟ ଜଗନ୍ନାଥ ସ୍ୱାମୀ"⭕❗⭕

©Subrat Kanungo #lonely

Rajan Gawali

#lonely

read more
loader
Home
Explore
Events
Notification
Profile