Find the Best ପ୍ରେମରସଜ୍ଞା Shayari, Status, Quotes from top creators only on Nojoto App. Also find trending photos & videos about
Rajguru
😜ପ୍ରେମର💖 ସଂଜ୍ଞା ? ଯାହା ଏବେ ବି ଏକବଡ଼ ପ୍ରଶ୍ନବାଚୀ ! କିନ୍ତୁ ସମାଜର ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦୃଷ୍ଟି କୋଣ ଅନୁଯାୟୀ ପ୍ରେର ସଂଜ୍ଞା ଭିନ୍ନ ଭିନ୍ନ ! ପ୍ରେମର ମାନେ ଏହା ହୋଇପାରେ କି..ପ୍ରେମ ହେଉଛି ଏକମାତ୍ର ବାସ୍ତବତା ଯାହା କେବଳ ଭାବନା ନୁହେଁ | ଏହା ହେଉଛି ଚରମ ସତ୍ୟ ଯାହା ସୃଷ୍ଟିର ଆରମ୍ଭରୁ ରହିଆସିଛି ! ପ୍ରେମ ତ ଏକ ସ୍ୱର୍ଗୀୟ ଆତ୍ମତୃପ୍ତି ଯାହା ଦୁଇଟି ଆତ୍ମାର ମିଳନ ମନ ସାଥେ ମନର ସଂଗମ !.......ପ୍ରେମର ଅନ୍ୟ ନାମ ତ୍ୟାଗ, ଯେଉଁଠି ତ୍ୟାଗ ନାହିଁ ସେଠି ପ୍ରେମର ସଂଜ୍ଞା ନିରୂପଣ କରିବା ସତରେ ଭାରି କଷ୍ଟ !! Few paragraph Later📜 🖋️ ସବୁପରେ ବି ପ୍ରେମ ସ୍ୱର୍ଗୀୟ ,ଶାଶ୍ୱତ, ପବିତ୍ର !!💖🖋️ ଆରମ୍ଭ ହୋଇଗଲା ପ୍ରେମତନ୍ତ୍ରର ମହାନ ପର୍ବ " Valantine "ଡେ !! ©Rajguru #ପ୍ରେମରସଜ୍ଞା #togetherforever #Rajguru #Nojotodia #nojolove S k pareek Sameer Nandu Raj AJAY ROCK STAR Amaan khan
#ପ୍ରେମରସଜ୍ଞା #togetherforever #rajguru dia #nojolove S k pareek Sameer Nandu Raj AJAY ROCK STAR Amaan khan
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited