Find the Best notojoodia Shayari, Status, Quotes from top creators only on Nojoto App. Also find trending photos & videos about true love is not unconditional, fall in love with the problem not the solution quote, you are not alone quotes, love is not about possession love is about appreciation, usehistory.push is not a function,
The Moody Pen
ଶବ୍ଦହୀନ ଏହି ନୀରବତାପୂର୍ଣ୍ଣ ଭଗ୍ନ ହୃଦୟେ ମୋର, ଶୀତଳ ଚନ୍ଦନ ଲେପ ତୁଲ୍ୟ ଲାଗେ ମିଠା ହସଟିଏ ତୋର.. ବ୍ୟକ୍ତ କିପରି କରିବି ମୋ ପ୍ରେମ ପାରୁନାହିଁ ମୁ ଯେ ଜାଣି, ତୋ ଠାରୁ ଦୂରେଇ ବଞ୍ଚିବାର ଚେଷ୍ଟା କରୁଅଛି ଦିନ ଗଣି.. ଆଶା କରେ ଏହା ପୂର୍ଣ୍ଣ ବିଶ୍ବାସେ ଭବିଷ୍ୟତ ନାହିଁ ଜାଣି, ମୋ ହୃଦୟ ମହଲେ ଅଭିଷିକ୍ତା ହୋଇ ସାଜିବୁ ତୁ ମୋ ରାଣୀ। ©That Idiot Guy #ନୋଟୋଜୋ #ପ୍ରେମ #ଅପେକ୍ଷା #ଓଡ଼ିଆ #notojoodia #thatidiotguy #ସ୍ବପ୍ନ #dryleaf
#ନୋଟୋଜୋ #ପ୍ରେମ #ଅପେକ୍ଷା #ଓଡ଼ିଆ #notojoodia #thatidiotguy #ସ୍ବପ୍ନ #dryleaf #ଶାୟାରି
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited