Nojoto: Largest Storytelling Platform

Best muodia Shayari, Status, Quotes, Stories

Find the Best muodia Shayari, Status, Quotes from top creators only on Nojoto App. Also find trending photos & videos about jab tak hai jaan dialogue, love dialogues in hindi, meri diary sad shayari, kamal ka tana dia hai aaj zindgi ne shayri 0, diagonals of a rhombus,

  • 11 Followers
  • 195 Stories

koushik lenka

ଦିନେ ତୁମେହିଁ ତ ଲେଖି ଥିଲ ଶବ୍ଦରେ ! #Yqbhaina #yqodia #muodia odiapoetry #ଏଣୁତେଣୁକଥା #odiakavita #odiawritings #Odiaquotes #YourQuoteAndMine Collaborating with Dharitri Panigrahi

read more
ଲିପିମା ର ଶେଷ ଛନ୍ଦ ରେ 
ଲେଖିବା ଆରମ୍ଭି ଥିଲି ଲଳନା
 କୁମାରୀ ର ଲିଖିତ ଅଭିମାନ ସବୁ।
ଲୋଚା କାଗଜ କୁ ସଳଖି
ଲେଖିଥିଲି ଅନେକ ଅଭୁଲା ଦାଗ 
ର ଲୁଚକାଳି କବିତା
ତମେ ଦୁରରୁ ଦେଖିଲ ହସିଲ ଆଉ
ପ୍ରତ୍ୟୁତ୍ତରରୁ ପ୍ରତିକ୍ଷା ର ସ୍ୱର୍ଣ୍ଣ ଲିପି 
ଲମ୍ବେଇଲ। ଦିନେ ତୁମେହିଁ ତ ଲେଖି ଥିଲ ଶବ୍ଦରେ !

#yqbhaina #yqodia #muodia odiapoetry #ଏଣୁତେଣୁକଥା #odiakavita #odiawritings #odiaquotes    #YourQuoteAndMine
Collaborating with Dharitri Panigrahi

koushik lenka

#Yqbhaina #ଏଣୁତେଣୁକଥା #muodia #odiawritings #Odiaquotes #odiapoetry #odiakavita #YourQuoteAndMine Collaborating with Dharitri Panigrahi

read more
ହେ! ଭାବନା ସିକ୍ତା ଶ୍ରାବଣୀ ମୋର
ପ୍ରଶ୍ନ ରୁ ପୂର୍ଣ୍ଣଛେଦ ଭିତରେ ମୁଁ ଆଜି
ଛନ୍ଦି ଯାଉଥିବା କମା ଟିଏ। ତମକୁ
ହରାଇବା ର ଅନଳ ରୁ ବର୍ତ୍ତିବା ପାଇଁ ମୁଁ
ଆଜି ଛଳନା ଡାଳେ ମଧୁମକ୍ଷି ର ବସା ବାନ୍ଧିଛି ପରା #yqbhaina #ଏଣୁତେଣୁକଥା #muodia #odiawritings #odiaquotes #odiapoetry #odiakavita  #YourQuoteAndMine
Collaborating with Dharitri Panigrahi

koushik lenka

ଭାଇନା ବଡ଼ ଅଡୁଆ challenge ଦେଇଥିଲେ 😂🤣 🙏 #ସ୍ବୀକାରୋକ୍ତି #Yqbhaina #yqodia #muodia #YourQuoteAndMine Collaborating with Dharitri Panigrahi

read more
ସ୍ୱୀକାରୋକ୍ତି,

"ଏଇଟା ତୁମର କ୍ରୋଧ ନାଁ ଅଭିମାନ ନାଁ ସ୍ବାଭିମାନ"✍️💝 ଭାଇନା ବଡ଼ ଅଡୁଆ challenge ଦେଇଥିଲେ 😂🤣 🙏

#ସ୍ବୀକାରୋକ୍ତି #yqbhaina #yqodia #muodia   #YourQuoteAndMine
Collaborating with Dharitri Panigrahi

koushik lenka

##Yqbhaina#yqodia#odiaquote#muodia #YourQuoteAndMine Collaborating with Sushrismita Swain

read more
କେତେ ମୁଁ ଜଳିବି
    ଜଳି ଜଳି ଅମିୟ ଧାରେ ପିୟୂଷ କୁ ଅପେକ୍ଷା କରିବି,
ଆଉ ସାଜିବାକୁ ଈଛା ନାହିଁ ଗଙ୍ଗଶିଉଳି
         ଜୋଛନା ଧାରେ ଫୁଟି ସିନ୍ଦୂରୀ ରେ ଲୋଟି ପଡ଼ିବି।। ##yqbhaina#yqodia#odiaquote#muodia #YourQuoteAndMine
Collaborating with Sushrismita Swain

koushik lenka

#Yqbhaina #yqodia #କଲମ #muodia #odiawritings #odiakavita #odiapoetry କଲମ_ପାଇଁ #YourQuoteAndMine Collaborating with Dharitri Panigrahi

read more
ଯେବେ ଠୁ ଆଖି ଲୁହ ତକିଆ ପିଇଲା
       ଜୋଛନା ଉଷ୍ମତା ର ପ୍ରବାହ ଦେଲା
               ସେଇଭଳି ଦୋଦୁଲ୍ୟମାନ ସମୟରେ 
ଜଡ଼ ଦେହେ ଜୀବନ ପାଇଁ 
କଲମ ସାଜିଲା ମୋ ରାସତରଙ୍ଗିଣୀ #yqbhaina #yqodia #କଲମ #muodia #odiawritings #odiakavita #odiapoetry କଲମ_ପାଇଁ  #YourQuoteAndMine
Collaborating with Dharitri Panigrahi

koushik lenka

#Yqbhaina #yqodia #muodia #ତୁମବିନା #ଶୀତ #ପ୍ରେମ #odiawritings #odiapoetry YourQuoteAndMine Collaborating with Dharitri Panigrahi

read more
କାଶତଣ୍ଡୀ ଯିବା ଦିନ କହି ଯାଇଥିଲା 
    ମନ ଉଣା ନ କରି ମଧୁମୟ ବସନ୍ତ କୁ ଅପେକ୍ଷା କରିବାକୁ
ଜହ୍ନର ଜୋଛନା ବୁକୁରେ 
ଶୀତ କୁ 
ଅନୁଭବ କରିବାର ଅନୁଭୂତି ଆଜି
 ସ୍ମୃତି 
ପାଲଟିଗଲା #yqbhaina #yqodia #muodia #ତୁମବିନା #ଶୀତ #ପ୍ରେମ #odiawritings #odiapoetry  YourQuoteAndMine
Collaborating with Dharitri Panigrahi

ranjita jena

ମନର ବ୍ୟଥା କୁ ହସରେ ଲୁଚେଇ....... #muodia #odiawritings #odiakavita #odiapoetry #lifequotes #Yqbhaina #yqquotes poetry

read more
ମନର ବ୍ୟଥା କୁ ହସରେ ଲୁଚେଇ
ଏକାକୀ ମୁଁ ଚାଲୁଅଛି, 
ଲୁହରେ ଭିଜିଛି କେତେ କେତେ ରାତି
ନୀରବତା ବଖାଣୁଛି, 
ମନ କଥା ମୋର ମନରେ ରହିଲା 
କାହିଁକି ବୁଝିବ କିଏ, 
କି ଅବା କହିବି ଏ ମଣିଷଙ୍କୁ ମୁଁ 
ନିଜକୁ ବୁଝିନି ଯିଏ । ମନର ବ୍ୟଥା କୁ ହସରେ ଲୁଚେଇ....... 
#muodia #odiawritings #odiakavita #odiapoetry #lifequotes #yqbhaina #yqquotes #poetry

JS Jyoti

ହାୟ ମୋର ରାତି *************** ଶାନ୍ତ କେଉଁ ଏକ ନିଦ୍ରିତ ସହରେ ଅଶାନ୍ତ ତୋଫାନ ଆସେ ଥରେ ଥରେ, ଅବିରତ ଅଶ୍ରୁ ବିରତି ଦିଏନା ଲୁହ ଢ଼ୋକି ହସୁଥାଏ କାହାର ଭାବନା, #odiapoetry #odiawritings #yqodia #Yqbhaina #muodia #ହାୟମୋରରାତି

read more

-:ହାୟ ମୋର ରାତି:-
                           ସମ୍ପୂର୍ଣ୍ଣ କବିତା...... ହାୟ ମୋର ରାତି
***************

ଶାନ୍ତ କେଉଁ ଏକ ନିଦ୍ରିତ ସହରେ
ଅଶାନ୍ତ ତୋଫାନ ଆସେ ଥରେ ଥରେ,
ଅବିରତ ଅଶ୍ରୁ ବିରତି ଦିଏନା
ଲୁହ ଢ଼ୋକି ହସୁଥାଏ କାହାର ଭାବନା,

JS Jyoti


ନିଲାମ ହୋଇଲା ପ୍ରଥମ ପ୍ରେମ ମୋ ମନ ହାଟରେ,
କିଣି ନେଇଗଲା ଆଉ କେହି ତା'ର ଶେଷ ଡାକରେ!!! #yqbhaina #yqodia #odiaquotes #muodia #odiawritings #jsjyoti

JS Jyoti

#ହାୟମୋରରାତି #Yqbhaina #yqodia #odiawritings #Odiaquotes #muodia #jsjyoti

read more

ଆକାଂକ୍ଷିତ ସପନର ଦୁର୍ବାର ଆଶାରେ
ଅପେକ୍ଷାରେ ମ୍ରିୟମାଣ ନେତ୍ର ପଲକରେ,
ପ୍ରତିଜ୍ଞାବଧ ନିଦଗୁଡ଼ା ଦୂରେ ଯାନ୍ତି ଚାଲି
ତଥାପି ମୁଁ ପ୍ରତୀକ୍ଷିତ ଆସିବେ ସେ ବୋଲି,

ଚାହିଁ ଚାହିଁ ଖାଲି କୋହେ ଭରେ ଏଇ ଛାତି
ହାୟ ମୋର ରାତି !!! #ହାୟମୋରରାତି #yqbhaina #yqodia #odiawritings #odiaquotes #muodia #jsjyoti
loader
Home
Explore
Events
Notification
Profile