Nojoto: Largest Storytelling Platform

Best ପ୍ରେମଚିତ୍କାର Shayari, Status, Quotes, Stories

Find the Best ପ୍ରେମଚିତ୍କାର Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 19 Stories

Jyotshna Rani Sahoo

ଆପଣ ମାନେ ଯଦି ନିଜ ପୁଅର ଗାରିମା ର ଦିଣ୍ଡିମ ବଜେଇ ସାରିଲେ ମୋର ମଧ୍ୟ କିଛି କହିବା ନିହାତି ଆବଶ୍ୟକ। ଆସିଥିବା ବ୍ୟକ୍ତି ଅପମାନ ର ଆଶଙ୍କାରେ ଉତ୍ତ୍ୟକ୍ତ ହେଇ ଉଠିଲେ। - କିଏ ଇଏ ଲୋକଟି?ଆଉ ତାର କଣ ସମ୍ପର୍କ ତୁମ ମାନଙ୍କ ସାଙ୍ଗରେ। - ନାଇ ଆଜ୍ଞା, ଇଏ ଆମ ପଡ଼ୋଶୀ।ବାହାରେ ଚାକିରୀ କରେ।ଆଜି ଆସିଛନ୍ତି ବୋଧେ।ରିମଝିମ୍ ବୋଉ ମନରେ ଅଜଣା ଭୟ। - ହଁ ମୁଁ ପଡ଼ୋଶୀ କିନ୍ତୁ ଯେଉଁ ରିମଝିମ୍ କୁ ତମେ ଗାଈ ଛେଳି ଭାବି ତାର ସଉଦା କରୁଥିଲ,ସେ ମୋର ବନ୍ଧୁ। ଆପଣଙ୍କୁ ବୋଧେ ବନ୍ଧୁର ସଂଜ୍ଞା ଦେବା ଜରୁରି ନୁହଁ।ଯେଉଁ ଝିଅ ମାଆ ର ମହତ୍ତ୍ଵ ବୁଝି ଆଜିଯାଏଁ ନିଜ ଖୁସି ଅଜାଡ଼ି ଦେଇଛି ତାର ଥରଥର ପାଦରେ ଦମ୍ଭ ହେଇ,ଯେଉଁ ଝି #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ ୧୮ ଆପଣ ମାନେ ଯଦି ନିଜ ପୁଅର ଗାରିମା ର ଦିଣ୍ଡିମ ବଜେଇ ସାରିଲେ ମୋର ମଧ୍ୟ କିଛି କହିବା ନିହାତି ଆବଶ୍ୟକ।
ଆସିଥିବା ବ୍ୟକ୍ତି ଅପମାନ ର ଆଶଙ୍କାରେ ଉତ୍ତ୍ୟକ୍ତ ହେଇ ଉଠିଲେ।
- କିଏ ଇଏ ଲୋକଟି?ଆଉ ତାର କଣ ସମ୍ପର୍କ ତୁମ ମାନଙ୍କ ସାଙ୍ଗରେ।
- ନାଇ ଆଜ୍ଞା, ଇଏ ଆମ ପଡ଼ୋଶୀ।ବାହାରେ ଚାକିରୀ କରେ।ଆଜି ଆସିଛନ୍ତି ବୋଧେ।ରିମଝିମ୍ ବୋଉ ମନରେ ଅଜଣା ଭୟ।
- ହଁ ମୁଁ ପଡ଼ୋଶୀ କିନ୍ତୁ ଯେଉଁ ରିମଝିମ୍ କୁ ତମେ ଗାଈ ଛେଳି ଭାବି ତାର ସଉଦା କରୁଥିଲ,ସେ ମୋର ବନ୍ଧୁ। ଆପଣଙ୍କୁ ବୋଧେ ବନ୍ଧୁର ସଂଜ୍ଞା ଦେବା ଜରୁରି ନୁହଁ।ଯେଉଁ ଝିଅ ମାଆ ର ମହତ୍ତ୍ଵ ବୁଝି ଆଜିଯାଏଁ ନିଜ ଖୁସି ଅଜାଡ଼ି ଦେଇଛି ତାର ଥରଥର ପାଦରେ ଦମ୍ଭ ହେଇ,ଯେଉଁ ଝି

Jyotshna Rani Sahoo

ଶିଶୁ ଭାଇ ଆଉ ଗୋଟେ କ୍ଷଣ ସେଠି ରହିଲେ ନାହିଁ। ଚା କପ୍ ଟା ଓଠରେ ଲଗେଇ କିଛି ସମୟ ହଜିଯାଇଥିଲେ ରିମଝିମ୍ ଆଖିରେ।ହେଲେ ସେ ଆଖିରେ ଏତେ ବେଶି ଯନ୍ତ୍ରଣା ର ତାତି ଥିଲା ଯେମିତି ଏଇନେ ଜଳିଯିବେ ଶିଶୁ ଭାଇ।କାହିଁକି ଆସିଥିଲେ କାରଣ ପଚାରିବାକୁ ବି ସୁଯୋଗ ଦେଲେନାହିଁ,ଆଉ ଗୋଟେ ଢୋକ ବାକି ଥିବା ଚା କୁ ଠିଆରେ ଠିଆରେ ଢୋକି ସାଙ୍ଗେ ସାଙ୍ଗେ ବାହାରି ଆସିଲେ।ଯେମିତି ଅଣ ନିଃଶ୍ୱାସ ହେଇଗଲେ ଅଳ୍ପ ମୁହୂର୍ତ୍ତ ଭିତରେ। ହୃଦୟର ଅସହ୍ୟ ଯନ୍ତ୍ରଣା ତାଙ୍କୁ କୁଆଡ଼େ କୁଆଡ଼େ ଫୋପାଡ଼ି ଦେଉଥିଲା। କେମିତି ସହୁଛି,ଆଉ କାହାପାଇଁ ସବୁ ମୋ ରିମଝିମ୍। ଯାହା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ତାର ଯନ୍ତ୍ରଣା ସାଙ୍ଗରେ ଏ ଜୀବନଟା #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୭ ଶିଶୁ ଭାଇ ଆଉ ଗୋଟେ କ୍ଷଣ ସେଠି ରହିଲେ ନାହିଁ। ଚା କପ୍ ଟା ଓଠରେ ଲଗେଇ କିଛି ସମୟ ହଜିଯାଇଥିଲେ ରିମଝିମ୍ ଆଖିରେ।ହେଲେ ସେ ଆଖିରେ ଏତେ ବେଶି ଯନ୍ତ୍ରଣା ର ତାତି ଥିଲା ଯେମିତି ଏଇନେ ଜଳିଯିବେ ଶିଶୁ ଭାଇ।କାହିଁକି ଆସିଥିଲେ କାରଣ ପଚାରିବାକୁ ବି ସୁଯୋଗ ଦେଲେନାହିଁ,ଆଉ ଗୋଟେ ଢୋକ ବାକି ଥିବା ଚା କୁ ଠିଆରେ ଠିଆରେ ଢୋକି ସାଙ୍ଗେ ସାଙ୍ଗେ ବାହାରି ଆସିଲେ।ଯେମିତି ଅଣ ନିଃଶ୍ୱାସ ହେଇଗଲେ ଅଳ୍ପ ମୁହୂର୍ତ୍ତ ଭିତରେ। ହୃଦୟର ଅସହ୍ୟ ଯନ୍ତ୍ରଣା ତାଙ୍କୁ କୁଆଡ଼େ କୁଆଡ଼େ ଫୋପାଡ଼ି ଦେଉଥିଲା।

କେମିତି ସହୁଛି,ଆଉ କାହାପାଇଁ ସବୁ ମୋ ରିମଝିମ୍। ଯାହା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ତାର ଯନ୍ତ୍ରଣା ସାଙ୍ଗରେ ଏ ଜୀବନଟା

Jyotshna Rani Sahoo

ଶିଶୁ ଭାଇ ଅବଶ ମୁହଁ ଠୁ ବି ବେଶୀ ବିକୃତ ମୁହଁ ଥାଏ ରିମଝିମ୍ ର ଛଳନା ଯୁକ୍ତ ହସହସ ମୁହଁ।ବୋଉ ପାଖରେ ଶିଶୁ ଭାଇ କୁ ବସିବାକୁ କହି ରୋଷେଇ ଘର ଆଡେ଼ ପଶି ଯାଇଛି।ଅନେକ ସମୟ କାର୍ଯ୍ୟ ବ୍ୟସ୍ତତା ର ବାହାନା କୁ ଆଢୁଆଳରେ ରଖି ନିଜ ଯନ୍ତ୍ରଣା କୁ ଲୁଚେଇ ରଖୁଛି।କାଳେ ତାର ଆଖି ବାଟେ ବହି ଯାଉଥିବା ଯନ୍ତ୍ରଣା ତାକୁ ଶିଶୁ ଭାଇ ସାମ୍ନାରେ ଧରା ପକେଇଦେବ ସେଇ ଭୟ ବେଶୀ।ରୋଷେଇ ଘରର ଧୂଆଁ ବେଶୀ ସୁରକ୍ଷିତ ତା ପାଇଁ।ଶିଶୁ ଭାଇ କିଛି ସମୟ ଚୁପ୍ ରହି ମାଉସୀ ସମ୍ବୋଧନ କରି ତାଙ୍କ ବିଷୟରେ ପଚାରିବା ଆରମ୍ଭ କଲେ। - ମାଉସୀ ମୁଁ ସବୁବେଳେ ଶୁଣେ ତମ ଦେହ କଥା ହେଲେ କେବେ ଆସି ପାରେନି ଭେଟ କରିବାକୁ। ଆଜି ଭଲ ସୁଯୋଗ ପାଇ ଅନ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୬ ଶିଶୁ ଭାଇ ଅବଶ ମୁହଁ ଠୁ ବି ବେଶୀ ବିକୃତ ମୁହଁ ଥାଏ ରିମଝିମ୍ ର ଛଳନା ଯୁକ୍ତ ହସହସ ମୁହଁ।ବୋଉ ପାଖରେ ଶିଶୁ ଭାଇ କୁ ବସିବାକୁ କହି ରୋଷେଇ ଘର ଆଡେ଼ ପଶି ଯାଇଛି।ଅନେକ ସମୟ କାର୍ଯ୍ୟ ବ୍ୟସ୍ତତା ର ବାହାନା କୁ ଆଢୁଆଳରେ ରଖି ନିଜ ଯନ୍ତ୍ରଣା କୁ ଲୁଚେଇ ରଖୁଛି।କାଳେ ତାର ଆଖି ବାଟେ ବହି ଯାଉଥିବା ଯନ୍ତ୍ରଣା ତାକୁ ଶିଶୁ ଭାଇ ସାମ୍ନାରେ ଧରା ପକେଇଦେବ ସେଇ ଭୟ ବେଶୀ।ରୋଷେଇ ଘରର ଧୂଆଁ ବେଶୀ ସୁରକ୍ଷିତ ତା ପାଇଁ।ଶିଶୁ ଭାଇ କିଛି ସମୟ ଚୁପ୍ ରହି ମାଉସୀ ସମ୍ବୋଧନ କରି ତାଙ୍କ ବିଷୟରେ ପଚାରିବା ଆରମ୍ଭ କଲେ।
- ମାଉସୀ ମୁଁ ସବୁବେଳେ ଶୁଣେ ତମ ଦେହ କଥା ହେଲେ କେବେ ଆସି ପାରେନି ଭେଟ କରିବାକୁ। ଆଜି ଭଲ ସୁଯୋଗ ପାଇ ଅନ

Jyotshna Rani Sahoo

ଏକଦା ରିମଝିମ୍ କୁ ସବୁକିଛି ଭାବୁଥିବା ଶିଶୁ ଭାଇ ଏବେ ତା ନାମରେ ସବୁକିଛି କରି ସାରିଲା ପରେ ବି ସଙ୍କୋଚର ଶିକୁଳି ତାଙ୍କୁ ବାନ୍ଧି ପକାଏ।ତାର ମନକଥା ଶିଶୁ ଭାଇ ପ୍ରତି ସ୍ପଷଟୀକରଣର ଅନେକ ପ୍ରମାଣ ଦେଇ ସାରିଛି। ହେଲେ ବି ଏ କେମିତିକା ଆକର୍ଷଣ, ସମ୍ମୋହନ ଅବା ଭଲ ପାଇବାର ଚରମ ସୀମା ଉଲଂଘନ।ଏକ ଅଦ୍ଭୁତ ତୃପ୍ତି ସେ ଏକତରଫା ଭଲ ପାଇବାରେ।ଝରକା ସେପାଖରେ ଥାଇ ମଧ୍ୟ ରିମଝିମ୍ ର ଲୁହ ବୁନ୍ଦା ର ପ୍ରତିଫଳନ ଶିଶୁ ଭାଇ ଆଖି ରେ ବିକିରଣ ହେଇଗଲା।କିଛି ସମୟ ସେଇ ଲୁହ ତାଙ୍କୁ ସନ୍ତୋଷ ଦେଉଥାଏ,ଆନନ୍ଦ ଦେଉଥାଏ।ଯେମିତି ତାଙ୍କ ଲୁହର ପ୍ରତିଶୋଧ ନେଉଛି ସବୁ। ମନ ଭିତରେ ଆସି ଯାଉଛି ପ୍ରେମର ପ୍ରତିଶୋଧ ପ୍ରେମରେ ଭଳିଆ କି #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୫ ଏକଦା ରିମଝିମ୍ କୁ ସବୁକିଛି ଭାବୁଥିବା ଶିଶୁ ଭାଇ ଏବେ ତା ନାମରେ ସବୁକିଛି କରି ସାରିଲା ପରେ ବି ସଙ୍କୋଚର ଶିକୁଳି ତାଙ୍କୁ ବାନ୍ଧି ପକାଏ।ତାର ମନକଥା ଶିଶୁ ଭାଇ ପ୍ରତି ସ୍ପଷଟୀକରଣର ଅନେକ ପ୍ରମାଣ ଦେଇ ସାରିଛି। ହେଲେ ବି ଏ କେମିତିକା ଆକର୍ଷଣ, ସମ୍ମୋହନ ଅବା ଭଲ ପାଇବାର ଚରମ ସୀମା ଉଲଂଘନ।ଏକ ଅଦ୍ଭୁତ ତୃପ୍ତି ସେ ଏକତରଫା ଭଲ ପାଇବାରେ।ଝରକା ସେପାଖରେ ଥାଇ ମଧ୍ୟ ରିମଝିମ୍ ର ଲୁହ ବୁନ୍ଦା ର ପ୍ରତିଫଳନ ଶିଶୁ ଭାଇ ଆଖି ରେ ବିକିରଣ ହେଇଗଲା।କିଛି ସମୟ ସେଇ ଲୁହ ତାଙ୍କୁ ସନ୍ତୋଷ ଦେଉଥାଏ,ଆନନ୍ଦ ଦେଉଥାଏ।ଯେମିତି ତାଙ୍କ ଲୁହର ପ୍ରତିଶୋଧ ନେଉଛି ସବୁ। ମନ ଭିତରେ ଆସି ଯାଉଛି ପ୍ରେମର ପ୍ରତିଶୋଧ ପ୍ରେମରେ ଭଳିଆ କି

Jyotshna Rani Sahoo

ଶିଶୁ ଭାଇ ଯେ କେବେ କଠୋର ହୃଦୟ ପିଣ୍ଡୁଳା ଟେ ହେଇ ମାଡି ଯିବେ ସଭିଙ୍କ ପ୍ରେମ ଆଉ ଆନ୍ତରିକତା ଉପରେ ଏ ବିଶ୍ୱାସ କେହି କରି ପାରିବେ ନାହିଁ।ଜୀବନ ଠୁ ବେଶୀ ଭଲ ପାଉଥିବା ପରିବାର ରେ କେବେ କର୍ତ୍ତବ୍ୟର ଲେପନ କରି ପ୍ରେମକୁ ଯନ୍ତ୍ରଣା ର ଝରକା ଦେଇ ଫିଙ୍ଗି ଦେବେ ନିଷ୍ଠୁର ଭାବରେ କିଏ ଜାଣିଥିଲା।ଝରକା ସେପଟେ ନିଜ କଷ୍ଟକୁ ଖୋଜିବା ଥାଏ ଏକବାର ଦୂର୍ଭେଦ୍ୟ। ଖାଲି ଛାଟି ପିଟି ହେବା ଛଡ଼ା ସେ ଥିଲେ ଉପାୟ ଶୂନ୍ୟ।କିନ୍ତୁ ସେ ଏକା ନୁହଁ ସଭିଙ୍କୁ ଫୋପାଡ଼ି ଦେଇଛନ୍ତି ଅଜଣା ଯନ୍ତ୍ରଣା ର ଗର୍ତ୍ତରେ। ଏସବୁ ଭିତରେ କାହାର ହୃଦୟର ଜ୍ଵଳନ ଶାନ୍ତ ହୁଏନି।କେହି ଉଦ୍ଧାର ହେଇ ପାରନ୍ତି ନାହିଁ କେବଳ ନିଷ୍ଠୁର ହସ ହସିବାକୁ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୪ ଶିଶୁ ଭାଇ ଯେ କେବେ କଠୋର ହୃଦୟ ପିଣ୍ଡୁଳା ଟେ ହେଇ ମାଡି ଯିବେ ସଭିଙ୍କ ପ୍ରେମ ଆଉ ଆନ୍ତରିକତା ଉପରେ ଏ ବିଶ୍ୱାସ କେହି କରି ପାରିବେ ନାହିଁ।ଜୀବନ ଠୁ ବେଶୀ ଭଲ ପାଉଥିବା ପରିବାର ରେ କେବେ କର୍ତ୍ତବ୍ୟର ଲେପନ କରି ପ୍ରେମକୁ ଯନ୍ତ୍ରଣା ର ଝରକା ଦେଇ ଫିଙ୍ଗି ଦେବେ ନିଷ୍ଠୁର ଭାବରେ କିଏ ଜାଣିଥିଲା।ଝରକା ସେପଟେ ନିଜ କଷ୍ଟକୁ ଖୋଜିବା ଥାଏ ଏକବାର ଦୂର୍ଭେଦ୍ୟ। ଖାଲି ଛାଟି ପିଟି ହେବା ଛଡ଼ା ସେ ଥିଲେ ଉପାୟ ଶୂନ୍ୟ।କିନ୍ତୁ ସେ ଏକା ନୁହଁ ସଭିଙ୍କୁ ଫୋପାଡ଼ି ଦେଇଛନ୍ତି ଅଜଣା ଯନ୍ତ୍ରଣା ର ଗର୍ତ୍ତରେ। ଏସବୁ ଭିତରେ କାହାର ହୃଦୟର ଜ୍ଵଳନ ଶାନ୍ତ ହୁଏନି।କେହି ଉଦ୍ଧାର ହେଇ ପାରନ୍ତି ନାହିଁ କେବଳ ନିଷ୍ଠୁର ହସ ହସିବାକୁ

Jyotshna Rani Sahoo

ଏତେଦିନ ପରେ ଦେଖିଥିଲା ରିମଝିମ୍ ତା ଶିଶୁ ଭାଇ କୁ।ପୁଣି ଏତେ ପାଖରୁ।ଇଚ୍ଛା ହେଉଥିଲା ଲୁହରେ ଧୋଇଦେଇ ଥାଆନ୍ତା ତାଙ୍କ ମରୁଡ଼ି ପଡ଼ିଥିବା ଛାତି କୁ।ତା ପାଇଁ ଆଉ ସ୍ପନ୍ଦିତ ହେଉ ନ ଥିବା ହୃଦୟକୁ କୁ ବାରମ୍ବାର ପ୍ରହାର ଲଗେଇ କହନ୍ତା, ଏ ହୃଦୟ କେବଳ ମୋର,ଗୋଟେ ଇଞ୍ଚ୍ ଜାଗାରେ ବି କାହାର ଅଧିକାର ନାହିଁ। ରୁମ୍ ରୁ ଯେତିକି ବେଗରେ ବାହାରିଲା ତାଠୁ ବହୁଗୁଣ ଅଧିକ ବେଗରେ ଛୁଟିଲା ଲୁହ।ନା,,ଆଉ ସହି ହେଉ ନାହିଁ।ମୁଁ ପାରିବି ନାହିଁ ଏସବୁ।ଶିଶୁ ଭାଇ ମୋର କେବଳ ମୋର।ମୁଁ ତାଙ୍କୁ ଆଉ କାହାର ହେବାକୁ ଦେବିନି।ଲାବନ୍ୟା ପାଇଁ ମୋର କାହିଁକି ଦରଜ ହେବ?ଭିଡ଼ି ଆଣିବି ମୁଁ ତାଙ୍କୁ ତା ପାଖରୁ। ଲୁଟେଇ ଦେବି ମୋର ପ୍ରେମ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୩  ଏତେଦିନ ପରେ ଦେଖିଥିଲା ରିମଝିମ୍ ତା ଶିଶୁ ଭାଇ କୁ।ପୁଣି ଏତେ ପାଖରୁ।ଇଚ୍ଛା ହେଉଥିଲା ଲୁହରେ ଧୋଇଦେଇ ଥାଆନ୍ତା ତାଙ୍କ ମରୁଡ଼ି ପଡ଼ିଥିବା ଛାତି କୁ।ତା ପାଇଁ ଆଉ ସ୍ପନ୍ଦିତ ହେଉ ନ ଥିବା ହୃଦୟକୁ କୁ ବାରମ୍ବାର ପ୍ରହାର ଲଗେଇ କହନ୍ତା, ଏ ହୃଦୟ କେବଳ ମୋର,ଗୋଟେ ଇଞ୍ଚ୍ ଜାଗାରେ ବି କାହାର ଅଧିକାର ନାହିଁ। ରୁମ୍ ରୁ ଯେତିକି ବେଗରେ ବାହାରିଲା ତାଠୁ ବହୁଗୁଣ ଅଧିକ ବେଗରେ ଛୁଟିଲା ଲୁହ।ନା,,ଆଉ ସହି ହେଉ ନାହିଁ।ମୁଁ ପାରିବି ନାହିଁ ଏସବୁ।ଶିଶୁ ଭାଇ ମୋର କେବଳ ମୋର।ମୁଁ ତାଙ୍କୁ ଆଉ କାହାର ହେବାକୁ ଦେବିନି।ଲାବନ୍ୟା ପାଇଁ ମୋର କାହିଁକି ଦରଜ ହେବ?ଭିଡ଼ି ଆଣିବି ମୁଁ ତାଙ୍କୁ ତା ପାଖରୁ। ଲୁଟେଇ ଦେବି ମୋର ପ୍ରେମ

Jyotshna Rani Sahoo

ସର୍ତ୍ତ ରେ ବନ୍ଧା ଶିଶୁ ଭାଇ କଣ ପ୍ରେମର ବନ୍ଧନ ଛିଣ୍ଡାଇ ପାରିବେ? ମନେ ମନେ ଭାବୁ ଥାଆନ୍ତି ରିମଝିମ୍ ସହ ଯେମିତି ଦେଖା ନ ହୁଏ।ବହୁତ୍ ଡରି ଡରି କେବଳ ସମୟକୁ ଚାଲି ଯା ନିର୍ଦ୍ଦେଶ ଦେଉ ଥାଆନ୍ତି।କିନ୍ତୁ ସେ ସମୟରେ ରିମଝିମ୍ କୁ ଆସିବା ଥିଲା ବାରଣ,ଯେଉଁ ରିମଝିମ୍ କି ତାଙ୍କର ସେଇ ସମୟର ଠିକାଦାର। ସେ କଣ ଖାଲି ସେଇ କଳ୍ପନାର ରିମଝିମ୍ କୁ ଭଲ ପାଆନ୍ତି ।କଣ ବାସ୍ତବିକ୍ ଜୀବନରେ ରିମଝିମ୍ ପ୍ରତି ଟିକେ ଦୟା କି ଭଲ ପାଇବା ନାହିଁ।ଅବଶ୍ୟ ଯେଉଁଠି ଭଲ ପାଇବା କବଜା କରେ ଦୟାର ସ୍ଥାନ ବି ଅପସରି ଯାଏ।ଅତ୍ୟଧିକ ପ୍ରେମ ହୃଦୟକୁ ନିଷ୍ଠୁର କରିଦିଏ। ସେଥିପାଇଁ ପ୍ରେମ କୁ ଚିହ୍ନିବା କାଠିକର ପାଠ।ସେ ବହୁରୂପୀ, ଏଇନେ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୨ ସର୍ତ୍ତ ରେ ବନ୍ଧା ଶିଶୁ ଭାଇ କଣ ପ୍ରେମର ବନ୍ଧନ ଛିଣ୍ଡାଇ ପାରିବେ? ମନେ ମନେ ଭାବୁ ଥାଆନ୍ତି ରିମଝିମ୍ ସହ ଯେମିତି ଦେଖା ନ ହୁଏ।ବହୁତ୍ ଡରି ଡରି କେବଳ ସମୟକୁ ଚାଲି ଯା ନିର୍ଦ୍ଦେଶ ଦେଉ ଥାଆନ୍ତି।କିନ୍ତୁ ସେ ସମୟରେ ରିମଝିମ୍ କୁ ଆସିବା ଥିଲା ବାରଣ,ଯେଉଁ ରିମଝିମ୍ କି ତାଙ୍କର ସେଇ ସମୟର ଠିକାଦାର।

ସେ କଣ ଖାଲି ସେଇ କଳ୍ପନାର ରିମଝିମ୍ କୁ ଭଲ ପାଆନ୍ତି ।କଣ ବାସ୍ତବିକ୍ ଜୀବନରେ ରିମଝିମ୍ ପ୍ରତି ଟିକେ ଦୟା କି ଭଲ ପାଇବା ନାହିଁ।ଅବଶ୍ୟ ଯେଉଁଠି ଭଲ ପାଇବା କବଜା କରେ ଦୟାର ସ୍ଥାନ ବି ଅପସରି ଯାଏ।ଅତ୍ୟଧିକ ପ୍ରେମ ହୃଦୟକୁ ନିଷ୍ଠୁର କରିଦିଏ। ସେଥିପାଇଁ ପ୍ରେମ କୁ ଚିହ୍ନିବା କାଠିକର ପାଠ।ସେ ବହୁରୂପୀ, ଏଇନେ

Jyotshna Rani Sahoo

ଶିଶୁ ଭାଇ ଆସିଲା ପରେ ରିମଝିମ୍ ବାସି ଫୁଲ ରୁ ହେଇ ଯାଇଛି ତାଟକା।ବର୍ଷ ବର୍ଷର ମରୁଡ଼ି ପରେ ଆସିଛି ଶ୍ରାବଣ ଧାରା ତାର ହୃଦୟର ଧରାରେ।ହେଲେ ସେଠୁ ତ ସେ କେବେ କୁଆଡ଼େ ଆଜି ଯାଏଁ ଯାଇ ନାହାଁନ୍ତି।ରାତିର ନିଦ ସାଙ୍ଗରେ ଅହର୍ଣିସ କଳି କରିଛି ତାର ଆବେଗ ଆଉ ଉତ୍କଣ୍ଠା।କିଛି କ୍ଷଣ ଭୁଲି ଯାଇଛି ଶିଶୁ ଭାଇ ତା ପାଇଁ ଆସୁ ନାହାଁନ୍ତି।ସେଇ ଭୁଲିବାକୁ ସେ ପାଉଛି ଭଲ।ମିଥ୍ୟା ସ୍ବପ୍ନ ରେ ଯିଏ କିଛି କ୍ଷଣ ବଞ୍ଚିଛି ବାସ୍ତବତା ଯେ ତାକୁ ତୁଚ୍ଛ ଲାଗିଛି।ସେ ବି ଆପଣେଇ ନିଏ କଳ୍ପନା କୁ ଯେଉଁଠି ତା ଶିଶୁ ଭାଇ କେବଳ ତାର।କିନ୍ତୁ ନିଜେ ଶତ୍ରୁ ହେଇଯାଏ ବାସ୍ତବତା ର।ଭାଗ୍ୟର ବିଡମ୍ବନା କହିବା ,ସମୟର ତାଡନା କହି ଅଭିଯୋଗ ଲ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୧ ଶିଶୁ ଭାଇ ଆସିଲା ପରେ ରିମଝିମ୍ ବାସି ଫୁଲ ରୁ ହେଇ ଯାଇଛି ତାଟକା।ବର୍ଷ ବର୍ଷର ମରୁଡ଼ି ପରେ ଆସିଛି ଶ୍ରାବଣ ଧାରା ତାର ହୃଦୟର ଧରାରେ।ହେଲେ ସେଠୁ ତ ସେ କେବେ କୁଆଡ଼େ ଆଜି ଯାଏଁ ଯାଇ ନାହାଁନ୍ତି।ରାତିର ନିଦ ସାଙ୍ଗରେ ଅହର୍ଣିସ କଳି କରିଛି ତାର ଆବେଗ ଆଉ ଉତ୍କଣ୍ଠା।କିଛି କ୍ଷଣ ଭୁଲି ଯାଇଛି ଶିଶୁ ଭାଇ ତା ପାଇଁ ଆସୁ ନାହାଁନ୍ତି।ସେଇ ଭୁଲିବାକୁ ସେ ପାଉଛି ଭଲ।ମିଥ୍ୟା ସ୍ବପ୍ନ ରେ ଯିଏ କିଛି କ୍ଷଣ ବଞ୍ଚିଛି ବାସ୍ତବତା ଯେ ତାକୁ ତୁଚ୍ଛ ଲାଗିଛି।ସେ ବି ଆପଣେଇ ନିଏ କଳ୍ପନା କୁ ଯେଉଁଠି ତା ଶିଶୁ ଭାଇ କେବଳ ତାର।କିନ୍ତୁ ନିଜେ ଶତ୍ରୁ ହେଇଯାଏ ବାସ୍ତବତା ର।ଭାଗ୍ୟର ବିଡମ୍ବନା କହିବା ,ସମୟର ତାଡନା କହି ଅଭିଯୋଗ ଲ

Jyotshna Rani Sahoo

ରିମଝିମ୍ ହେଇପାରେ ନାହିଁ ଗୋଟାପଣେ କାହାର।ଲାବନ୍ୟା ପାଇଁ ସେ ଜରିଆ ଶିଶୁ ଭାଇ ର ନିକଟତର ହେବାର,ଯେଉଁ ଶିଶୁ ଭାଇ ତାଠୁ ଅପହଞ୍ଚ ଦୂରତାରେ।ତା ଆଖିର ଯନ୍ତ୍ରଣା କେବେ ବି ପଢ଼ି ନାହିଁ ଲାବନ୍ୟା,କେବଳ ଦେଖେଇ ଥାଏ ନିଜ ଯନ୍ତ୍ରଣା ଆଉ ଶୁଣାଇ ଥାଏ ନିଜ ବେଦନା।ତାକୁ କେବେ ଭଲମନ୍ଦ ପୁଛେ ନାହିଁ,ଖାଲି କାହିଚାଲେ ନିଜ କଥା। ସମାଜ ପାଇଁ ସେ ଢଳି ଆସୁଥିବା ସଞ୍ଜ।ନିଜ ମାଆ ପାଇଁ ଏକ ଅତୁଲା କର୍ତ୍ତବ୍ୟ।ଶିଶୁ ଭାଇ ପାଇଁ ଅକୁହା ଅଭିମାନ।ସେ କିନ୍ତୁ ଭଲ ପାଏ ସଭିଙ୍କୁ। ଲୁଟେଇଦିଏ ତାର ନିଜତ୍ବ।ତଥାପି ହୃଦୟର କେଉଁ ନିଭୃତକୋଣରେ ଶିଶୁ ଭାଇ ପାଇଁ ଆଶାର ଦୀପ ଟିଏ ତାର ବାରଣ ସତ୍ତ୍ବେ ନିର୍ଲିପ୍ତ ହେଇ ଜଳୁଥାଏ।ସେ ଡରେ କାଳେ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୧୦ ରିମଝିମ୍ ହେଇପାରେ ନାହିଁ ଗୋଟାପଣେ କାହାର।ଲାବନ୍ୟା ପାଇଁ ସେ ଜରିଆ ଶିଶୁ ଭାଇ ର ନିକଟତର ହେବାର,ଯେଉଁ ଶିଶୁ ଭାଇ ତାଠୁ ଅପହଞ୍ଚ ଦୂରତାରେ।ତା ଆଖିର ଯନ୍ତ୍ରଣା କେବେ ବି ପଢ଼ି ନାହିଁ ଲାବନ୍ୟା,କେବଳ ଦେଖେଇ ଥାଏ ନିଜ ଯନ୍ତ୍ରଣା ଆଉ ଶୁଣାଇ ଥାଏ ନିଜ ବେଦନା।ତାକୁ କେବେ ଭଲମନ୍ଦ ପୁଛେ ନାହିଁ,ଖାଲି କାହିଚାଲେ ନିଜ କଥା।
ସମାଜ ପାଇଁ ସେ ଢଳି ଆସୁଥିବା ସଞ୍ଜ।ନିଜ ମାଆ ପାଇଁ ଏକ ଅତୁଲା କର୍ତ୍ତବ୍ୟ।ଶିଶୁ ଭାଇ ପାଇଁ ଅକୁହା ଅଭିମାନ।ସେ କିନ୍ତୁ ଭଲ ପାଏ ସଭିଙ୍କୁ। ଲୁଟେଇଦିଏ ତାର ନିଜତ୍ବ।ତଥାପି ହୃଦୟର କେଉଁ ନିଭୃତକୋଣରେ ଶିଶୁ ଭାଇ ପାଇଁ ଆଶାର ଦୀପ ଟିଏ ତାର ବାରଣ ସତ୍ତ୍ବେ ନିର୍ଲିପ୍ତ ହେଇ ଜଳୁଥାଏ।ସେ ଡରେ କାଳେ

Jyotshna Rani Sahoo

କଣ ଆଉ କେମିତି କହିବା ଚକ୍ରବ୍ୟୁହ ରୁ ଉଦ୍ଧାର ହେବାର ଅମୋଘ ଅସ୍ତ୍ର ହେଉଛି ନୀରବତା।ସେ ଅସ୍ତ୍ର କିନ୍ତୁ ସାମ୍ନା ଲୋକଙ୍କ ଠୁ ଆଗ ନିଜ ଉପରେ ପ୍ରହାର କରି ହୃଦୟରେ ଆଘାତ ଉପରେ ଆଘାତ କରିଥାଏ କିନ୍ତୁ ନିହତ କେହି ହୁଅନ୍ତି ନାହିଁ ଖାଲି ସେ ବିଚାରା ହୃଦୟଟି ଆହତ ହେଇ ଛଟପଟ ହେଉଥାଏ।ଯେମିତି ନିଜ ରକ୍ତ ମାଂସ କୁ ଚିପୁଡ଼ି ଆତ୍ମଗ୍ଲାନି କୁ ସଙ୍ଗଠିତ କରି ସୃଷ୍ଟ ସେ ଅସ୍ତ୍ର। ବାଟୁଳି ବାଜୁ ନ ଥିବା ସେ ରିମଝିମ୍ ର କଥା କୁହା ଓଠ ଦୁଇଟି କେମିତି ଯେ ଏତେ ନିଷ୍ପ୍ରଭ ଆଉ ନିସ୍ତେଜ।ଯେମିତି ଥକି ଗଲାଣି ଦୁନିଆ ସାମ୍ନାରେ କରତବ ଦେଖେଇ ଦେଖେଇ।କିମ୍ବା କେଉଁ କାଳରୁ ସେ ବନ୍ଦୀ ହେଇଛି କାହାର ବାରଣର ବନ୍ଦୀଶାଳ ରେ।ସେ କଣ #ପ୍ରେମଚିତ୍କାର

read more
ପ୍ରେମ ଚିତ୍କାର

ଭାଗ - ୯ କଣ ଆଉ କେମିତି କହିବା ଚକ୍ରବ୍ୟୁହ ରୁ ଉଦ୍ଧାର ହେବାର ଅମୋଘ ଅସ୍ତ୍ର ହେଉଛି ନୀରବତା।ସେ ଅସ୍ତ୍ର କିନ୍ତୁ ସାମ୍ନା ଲୋକଙ୍କ ଠୁ ଆଗ ନିଜ ଉପରେ ପ୍ରହାର କରି  ହୃଦୟରେ ଆଘାତ ଉପରେ ଆଘାତ କରିଥାଏ କିନ୍ତୁ ନିହତ କେହି ହୁଅନ୍ତି ନାହିଁ ଖାଲି ସେ ବିଚାରା ହୃଦୟଟି ଆହତ ହେଇ ଛଟପଟ ହେଉଥାଏ।ଯେମିତି ନିଜ ରକ୍ତ ମାଂସ କୁ ଚିପୁଡ଼ି ଆତ୍ମଗ୍ଲାନି କୁ ସଙ୍ଗଠିତ କରି ସୃଷ୍ଟ ସେ ଅସ୍ତ୍ର। ବାଟୁଳି ବାଜୁ ନ ଥିବା ସେ ରିମଝିମ୍ ର କଥା କୁହା ଓଠ ଦୁଇଟି କେମିତି ଯେ ଏତେ ନିଷ୍ପ୍ରଭ ଆଉ ନିସ୍ତେଜ।ଯେମିତି ଥକି ଗଲାଣି ଦୁନିଆ ସାମ୍ନାରେ କରତବ ଦେଖେଇ ଦେଖେଇ।କିମ୍ବା କେଉଁ କାଳରୁ ସେ ବନ୍ଦୀ ହେଇଛି କାହାର ବାରଣର ବନ୍ଦୀଶାଳ ରେ।ସେ କଣ
loader
Home
Explore
Events
Notification
Profile