Find the Best ଅଢେଇଦିନିଆପ୍ରେମ Shayari, Status, Quotes from top creators only on Nojoto App. Also find trending photos & videos about
Diptimayee Nayak
ଦୁଇଦିନିଆ ଭଲପାଇବାକୁ ପାଇ ତମେ ଯଦି ଭାବୁଛ ମୁଁ ବେଷ୍ଟ ଲଭର ପାଇଗଲି ତେବେ ତମେ ଭୁଲ ଭାବୁଛ ଟିକେ ତିନି ଦିନ ହେବାକୁ ଅପେକ୍ଷା କର ସେମାନଙ୍କୁ ଆଉ ଗୋଟେ ନୂଆ ଲଭର ମିଳିଯିବ ଆଉ ତମେ ଆଖିରୁ ଲୁହ ଢାଳିବାକୁ ଲାଗିବ କିନ୍ତୁ ହଁ ଏମାନଙ୍କ ସହ ଯେତେବେଳେ ସେମାନେ କଥା ନ ହେବେ ଏମାନେ ପୁଣି ଚାଲି ଆସିବେ କହିବାପାଇଁ ଯେ ମୁଁ ତମ ଲଭର ଆଉ sry ମୁଁ ମୋ କାମରେ ଟିକେ ବ୍ୟସ୍ତ ଥିଲି ବିଶ୍ୱାସ କର ଏମିତି ପିଲାଙ୍କୁ କେବେ ନିଜର ହୃଦୟ ଦିଅନି କି ଏ ଅଢେଇ ଦିନିଆ ପ୍ରେମକୁ ନେଇ ତମେ କିଛି ସ୍ୱପ୍ନ ଦେଖନି ©Diptimayee Nayak #ଅଢେଇଦିନିଆପ୍ରେମ #prema #Love #treanding #viral #odianojoto #odiawritings #SAD #brockenheart
#ଅଢେଇଦିନିଆପ୍ରେମ #prema Love #treanding #viral #odianojoto #odiawritings #SAD #brockenheart
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited