Nojoto: Largest Storytelling Platform

Best yogaisawayoflife Shayari, Status, Quotes, Stories

Find the Best yogaisawayoflife Shayari, Status, Quotes from top creators only on Nojoto App. Also find trending photos & videos about all yoga asanas names with pictures and benefits, love teaching yoga podcast, love teaching yoga, yoga with weights benefits, importance of yoga in our life in marathi,

  • 4 Followers
  • 4 Stories

S

Yoga the supreme doctor #yogaisawayoflife #yogaquotes #Yoga

read more
Yoga is for humanity 
Do it everyday to build your immunity 
To assemble body and mind's integrity
It is the way to live your life with purity  Yoga the supreme doctor

#yogaisawayoflife #yogaquotes #yoga

BIKASH RANJAN

ଯୋଗ ଦିବସ #Yqbhaina #yqodia #Yoga #yogaday #yogaisawayoflife

read more

ଯୋଗ ଦିବସ ରେ ମନ ପଡେ ମୋର ପ୍ରଥମ ଯୋଗ ଗୁରୁ କଥା

ଏ ଯୋଗ କଣ ଜାଣିବା ଲାଗି କିଛି ଦଶନ୍ଧି ତଳେ ମୋ ବୁଢ଼ୀ ଜେଜେମା (ମୁଁ ବୋଉ ଡାକେ) କୁ ଥରେ ଗୋଟିଏ ଘରେ ଫାଂ ଫାଂ ହେଇ ଶବ୍ଦ କରୁଥିବା ଦେଖିବାକୁ ପାଇଲି। ଇରେ ହେଇଛି କଣ,ମୋ ମୁଣ୍ଡ ଖରାପ। ଏମିତି ଗୋଟେ ଧଇଁସଇଁ ହେଲା ଭଳି କଣ ପାଇଁ ହଉଛି ସିଏ? କିଛି ନ ବୁଝି ଶୁଣିବାକୁ ପାଇଲି ତାର ହାର୍ଟ ପ୍ରୋବ୍ଲେମ ହେଇଛି ବୋଲି ତାକୁ ଯୋଗ ସିଡ଼ି ଦିଆ ହେଇଛି, ସିଏ ସେଇଥିରୁ ଦେଖି କରୁଛି। ମୋ ମୁଣ୍ଡରେ ମୁଣ୍ଡେ ପ୍ରଶ୍ନ - ଏ ଯୋଗ ପୁଣି କଣ? ସେତେବେଳେ ନୂଆ ନୂଆ ରାମଦେବ ବାବା ଲଂଚ ହେଇଥାନ୍ତି କହିବାକୁ ଗଲେ, ଆଉ ଗାଁ ଗାଁ ରେ ଭାରି ଆଦର। ଦିନରାତି ଆସ୍ଥା ଚାନେଲ ଲଗେଇ ବସିପଡନ୍ତି ସବୁ। ମୁଁ ତ ଛୁଆଟିଏ ହେଇଥାଏ ହେଲେ ସେଇ କଥାରୁ ଜାଣିଲି ଯେ ଯୋଗ କଲେ ବହୁତ ରୋଗ ଭଲ ହେଇଯାଏ ଆଉ ଦେହ ସୁସ୍ଥ ରୁହେ। ସେଇ କଥାରୁ ମନ ପଡିଲା କି ମତେ ଶନିବାର ଦିନ ଶିଶୁ ମନ୍ଦିରରେ ଯୋଗ କଲା ବେଳେ।ଠକିଲେ କାହିଁକି ଛାଟିଆ ଧରି ବାଡଉଛନ୍ତି।ସେତେବେଳେ ସିନା
 ରାଗ ଚିଡୁଥିଲା ହେଲେ ଆଜି ଯୋଗ କରିବାକୁ ଚାହିଁଲେ ବି ମନ ବଳୁନି ଆଉ ଲୋକ ଦେଖାଣିଆ ଦିନକ ପାଇଁ ଫୋଟୋ ଉଠାଇ ଯୋଗ କରିବା ଆମ ଦ୍ୱାରା ହେବ ନାହିଁ। ବୁଢ଼ୀ ର ସେତେବେଳେ ଭାରି ଦମ ଥିଲା, କପଳାଭାତି ଆଉ ଅନୁଲମ ବିଲୋମ ସେ କଲା ବେଳେ ଦାଣ୍ଡ ଯାଏ ତାଙ୍କ ନିଶ୍ୱାସ ଶୁଭେ। ବଡ ସରାଗରେ ଭଲ ହେଇଯିବା ଆଶାରେ ନିଷ୍ଠାର ସହ ରାମଦେବ ବାବାକୁ ଦେଖି , ନିଗମାନନ୍ଦଙ୍କୁ ପ୍ରଣାମ ପକେଇ ସେ ତାର କରେ।ହେଲେ କିଛି ବର୍ଷରେ ନିଶ୍ୱାସ ବନ୍ଦ ହେଇଗଲା ସିନା ଆଜି ଯୋଗ କଥା ତ ମନ ପଡୁ ପଡୁ ଲାଗିଲା ସେ ବୋଧେ ମୋର ପ୍ରଥମ ଗୁରୁ ଥିଲା ଯୋଗ କରିବାର।  
ଯୋଗ ଦିବସ
#yqbhaina  #yqodia #yoga #yogaday #yogaisawayoflife

Narendra Yogi

Yogi never teach 
Never preach
Yogi only switch
Energies within you.

 #yoga #yogaday #yogalove #yogainspiration #yogaisawayoflife #yogaquotes #yoginarendra

About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile