Nojoto: Largest Storytelling Platform

Best aditya908 Shayari, Status, Quotes, Stories

Find the Best aditya908 Shayari, Status, Quotes from top creators only on Nojoto App. Also find trending photos & videos about i love you aditya, aditya in hindi, aditya and mohit, diva dhawan and aditya roy kapoor, adit meaning in english,

  • 1 Followers
  • 29 Stories

Aditya Mohapatra

ଫଗୁଣର ସେଇ ପହିଲି ଦିନରେ ଯୌବନର ଏଇ ପ୍ରଥମ ପ୍ରଣୟ ଛୁଆଁ, ପହିଲି ଦେଖାରେ ଆଖି ମିଶିଗଲା କିଣିନେଲ ମନ ହୃଦୟେ ଲାଗିଲା ନିଆଁ । କଳିକା ଯେତେକ ଫୁଲ ଫୁଟିଗଲେ ମଧୁ ମହକରେ ଭରିଗଲା ଉପବନ, ମନର ବୀଣାରେ ଝଙ୍କାର ତୋଳି #ଓଡ଼ିଆକବିତା #ପ୍ରେମକବିତା #ଓଡ଼ିଆrapidfire #aditya908

read more
ଫଗୁଣର ସେଇ ପହିଲି ଦିନରେ
ଯୌବନର ଏଇ ପ୍ରଥମ ପ୍ରଣୟ ଛୁଆଁ,
ପହିଲି ଦେଖାରେ ଆଖି ମିଶିଗଲା
କିଣିନେଲ ମନ ହୃଦୟେ ଲାଗିଲା ନିଆଁ ।

କଳିକା ଯେତେକ ଫୁଲ ଫୁଟିଗଲେ
ମଧୁ ମହକରେ ଭରିଗଲା ଉପବନ,
ମନର ବୀଣାରେ ଝଙ୍କାର ତୋଳି
ଭ୍ରମର ଗାଇଲା, ମୋହିନେଲା ଫୁଲ ମନ ।

କିଏ ବୋଳି ଦେଲା ଫୁଲେ ଏତେ ରଙ୍ଗ
ଲାଜର ଅବିର ସୁକୁମାରୀ ତୁମ ତନୁରେ,
କିଏ ଗାଇଗଲା କୋକିଳ କଣ୍ଠରେ
ପ୍ରେମର ମନ୍ତ୍ର କହିଦେଲା ତୁମ କାନରେ ।

ମଳୟ ବୋହିଲା ମୃଦୁ ମନ୍ଦ ଗତି
ଚୋରାଇ ଫୁଲର କେତେ ମିଠାବାସ ମହକ
ଛୁଇଁ ଗଲା ତୁମ କୁଆରୀ ତନୁକୁ
ଭରିଦେଲା ଯାହା କେତେ ରୋମାଞ୍ଚିତ ପଲକ ।

ଭ୍ରମର ଗାଇଲା ଫୁଲର କାନରେ
ଗୁଣୁ ଗୁଣୁ ସୁରେ ପ୍ରେମର ରାଗିଣୀ ସୁର
କୋଇଲିର କୁହୁ ତୁମରି ସୁରରେ
କହି ଦେଇଗଲା ପ୍ରେମିକ କାନରେ ମୋର ।

ପ୍ରଜାପତି କେତେ ରଙ୍ଗରେ ରଙ୍ଗେଇ
ରଙ୍ଗବୋଳା ଡେଣା ଦେଖାଏ ସେ ମଧୁଚୋର,
ସେଇ ରଙ୍ଗ ବୋଳି କୁମାରୀ ମନରେ
ତୁମେ ନେଇଗଲ ସପନ ଆଖିର ମୋର ।। ଫଗୁଣର ସେଇ ପହିଲି ଦିନରେ
ଯୌବନର ଏଇ ପ୍ରଥମ ପ୍ରଣୟ ଛୁଆଁ,
ପହିଲି ଦେଖାରେ ଆଖି ମିଶିଗଲା
କିଣିନେଲ ମନ ହୃଦୟେ ଲାଗିଲା ନିଆଁ ।

କଳିକା ଯେତେକ ଫୁଲ ଫୁଟିଗଲେ
ମଧୁ ମହକରେ ଭରିଗଲା ଉପବନ,
ମନର ବୀଣାରେ ଝଙ୍କାର ତୋଳି

Aditya Mohapatra

वक्त बीतने के साथ
अक्सर ये अहसास होता है ,
कि
जो छुट गया
वो लम्हा बेहतर था ... #हिन्दी_काव्य_कोश 
#hindiquotes 
#aditya908

Aditya Mohapatra

कहने को तो था बहुत कुछ,
पर कहा नहीं पाया।
आंखो ने किया दगा,
आंसू से बहा नहीं गया।।
साथ आए थे मिलने को,
ना जाने क्या बात हुई,
गम तो ठहर गए पर,
खुशियों से रहा नहीं गया।। #yqbaba 
#hindisayari 
#aditya908 
#shayaraadi 
#morningquote 
#heartbreak
#yqdidi
#pyarkadard

Aditya Mohapatra

किसी ने पूछा तुम उन्हें याद करते ही क्यूं हो
जो तुम्हे याद नहीं करते,
तड़प कर दिल ने बोला
निभाने वाले कभी मुकाबला नहीं करते!!

 #hindiquotes 
#eveningpost 
#yaadein 
#mukammal #aditya908 
#shayaraadi 
#unconditional_love 
#mukabla

Aditya Mohapatra

#ରାକ୍ଷୀପୂର୍ଣ୍ଣିମା #aajkadin #aditya908 #shayaraadi #ସମ୍ପର୍କରସେତୁ

read more
ରାକ୍ଷୀ ଟିଏ 
ଭାଇ ଭଉଣୀର ପ୍ରେମ ବନ୍ଧନ ର ଏକ ସୁଦୃଢ ଡୋରି ଟିଏ,
ବନ୍ଧନ ସେ ପ୍ରେମର ମାନ ସମ୍ମାନର 
ପ୍ରିତୀ ଭରା ଗୀତ ଟିଏ
ରାକ୍ଷୀ ଟିଏ
ମାନ ଅଭିମାନ ମିଶା ସମ୍ପର୍କର ଗଣ୍ଠିଟିଏ
ରାକ୍ଷୀ ଟିଏ
ଭାଇ ଭଉଣୀର ପ୍ରେମ ବନ୍ଧନର ସାକ୍ଷୀ ଟିଏ।।,
 #ରାକ୍ଷୀପୂର୍ଣ୍ଣିମା 
#aajkadin 
#aditya908 
#shayaraadi 
#ସମ୍ପର୍କରସେତୁ

Aditya Mohapatra

#poetryoftheday #aditya908 #shayaraadi #ନିରବତାର_ପ୍ରେମ #romantic_poetry #ଜହ୍ନରାତି #ଶ୍ରାବଣ *:ନୀରବତା:* ଗୀତଗାଏ ଜହ୍ନରାତି

read more
*:ନୀରବତା:*
ଗୀତଗାଏ ଜହ୍ନରାତି
ନାଚେ ବି ଏ ଶ୍ରାବଣ
କଥା କହେ ଏ ଚନ୍ଦ୍ରମା
ଦୋଳି ଖେଳେ ପବନ

ପାଏନାହିଁ ଉତ୍ତର ମୁଁ
ଯଦି ଜଣା କହିବ
ଏତେ ଭିଡ ଭିତରେ ବି
କାହିଁକି ମୁଁ ନିରବ ??

ବଉଦର ଉହାଡରୁ ଜହ୍ନ ଉଙ୍କିମାରେ
ଝାପ୍ସା ଜୋଛନାର ତାଳେ କିଏ ଭିଜେ କିଏ ପୁଣି ଜଳେ

ମନ ମୋର କହେ କିଛି ତୁମକୁ ସେ କହିବ
କାହିଁକି ମୁଁ ଜଣେନାହିଁ ତଥାପି ସେ ନିରବ
ମୋ କବିତା ତୁମକୁ ଖୋଜେ ତୁମକୁ ସେ ଖୋଜିବ
ତୁମମନ ପ୍ରଗଳ୍ଭା ଝରଣା
ତଥାପି ମୁଁ ନିରବ ।। #poetryoftheday 
#aditya908 
#shayaraadi #ନିରବତାର_ପ୍ରେମ
#romantic_poetry
#ଜହ୍ନରାତି
#ଶ୍ରାବଣ
*:ନୀରବତା:*
ଗୀତଗାଏ ଜହ୍ନରାତି

Aditya Mohapatra

It's #musingtime. Talk about peace and where and when did you find it last. #ifoundpeace #YourQuoteAndMine Collaborating with YourQuote Baba #aditya908 #mywords

read more
When you looked into my eyes deeply,
When you hugged me tightly,
Touch me with your soft hand
When you care about me,
Stay with me...
I found peace. It's #musingtime. Talk about peace and where and when did you find it last. #ifoundpeace  #YourQuoteAndMine
Collaborating with YourQuote Baba
#aditya908 
#mywords

Aditya Mohapatra

सुप्रभात। आप सभी को दोस्ती का दिन मुबारक हो। दोस्ती वो रौशनी है जिससे ज़िन्दगी रौशन है। #ऐदोस्त #Collab #yqdidi #YourQuoteAndMine Collaborating with YourQuote Didi #aditya908 ए दोस्त.. तेरी दोस्ती जींदेगी का एक

read more
तेरी दोस्ती जींदेगी का एक
खूबसूरत एहसास है,
बिना किसी डोर के बंधा
ये रिश्ता बहत खास है।।...
मुश्किल हालत में जो साथ निभाए ओ सख्स तू खास है।
मिला नहीं वो खून से
लेकिन,
तेरेलिए ए जींदेगी कुर्बान है।।
❤️♥️❤️HAPPY FRIENDSHIP DAY ❤️♥️❤️ सुप्रभात।
आप सभी को दोस्ती का दिन मुबारक हो। दोस्ती वो रौशनी है जिससे ज़िन्दगी रौशन है।
#ऐदोस्त #collab #yqdidi
    #YourQuoteAndMine
Collaborating with YourQuote Didi
#aditya908
ए दोस्त..
तेरी दोस्ती जींदेगी का एक

Aditya Mohapatra

#aditya908 #odiapoetry #ମୋକବିତା #ମୋଭାବନା #poetryoftheday #ରାତ୍ରିକବିତା #ମୋମନକଥା #MyThoughts ରାତ୍ରି ଗୋ ତୁମକୁ (ଭାଗ-୨) ଆଇନା ତୁମକୁ ଦୋଷ ଦେବି କିଆଁ ନିଇତି ଯାଉଛ ତୁମେତ ରୁଷି, ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା ପ୍ରତି ଟୁକୁଡାରେ,

read more
ରାତ୍ରି ଗୋ ତୁମକୁ (ଭାଗ-୨)

ଆଇନା ତୁମକୁ ଦୋଷ ଦେବି କିଆଁ
ନିଇତି ଯାଉଛ ତୁମେତ ରୁଷି,
ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା
ପ୍ରତି ଟୁକୁଡାରେ,
ସତେ ଚାନ୍ଦମୁହଁ ତାର ଯାଉଛି ଦିଶି ।
ଅଳସୀ ପ୍ରିୟାର ପାଉଞ୍ଜି ଛନକ
ମଦହସ୍ତୀ ତାର ଅଳସୀ ଚାଲି,
ତାର କତୁରୀ ଚାତୁରୀ କଥାର କି ଦୋଷ
ଦୋଷୀ ମୋ ହୃଦୟ
ତା’ର, କଥା କୁହୁକକୁ ଯାହା ସତ ମଣିଲି ।।

ସବୁ ଜାଣି ଶୁଣି, ଜାଣି-ସିଆଣୀ ସେ
କିଛି ଜାଣି ନାହିଁ ଦେଖାଇ ହୁଏ,
ଏଇଠି ଥାଏ ସେ ଏଠି ତ ନଥାଏ
ଚଞ୍ଚଳ ହରିଣୀ,
ଆଖି ପିଛୁଳାକେ କାହିଁ ଉଭାଇ ଯାଏ ।
ତାର ଚଞ୍ଚଳ ମନକୁ ଦୋଷ ଦେବି କିଆଁ
ଜାଣି ଶୁଣି ତାକୁ ଭଲ ପାଇଲି,
ମୁହଁରେ କହେନି ଭଲ ପାଏ ବୋଲି
ତାର ଆଖିରୁ ପଢିଲି,
କେତେ ଭଲ ପାଏ ମୋତେ ସବୁ ଜାଣିଲି ।। #aditya908 #odiapoetry #ମୋକବିତା #ମୋଭାବନା 
#poetryoftheday #ରାତ୍ରିକବିତା #ମୋମନକଥା #mythoughts 
ରାତ୍ରି ଗୋ ତୁମକୁ (ଭାଗ-୨)

ଆଇନା ତୁମକୁ ଦୋଷ ଦେବି କିଆଁ
ନିଇତି ଯାଉଛ ତୁମେତ ରୁଷି,
ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା
ପ୍ରତି ଟୁକୁଡାରେ,

Aditya Mohapatra

हजारो महफिले हैं और लाखों मीले हैं,
लेकिन जहाँ तुम नही...
वहाँ हम बिलकुल अकेले हैं। #breathingsoul #aditya908 #promisesneverbroken #strength_inside_me #englishpoetry #lovepoem #poemoftheday #unconditionallove
loader
Home
Explore
Events
Notification
Profile