Nojoto: Largest Storytelling Platform

Best ujjwalataraka Shayari, Status, Quotes, Stories

Find the Best ujjwalataraka Shayari, Status, Quotes from top creators only on Nojoto App. Also find trending photos & videos about ujjwala yojana in marathi, ujjwal kumar singh 20, ujjwal patni speech in hindi new, ujjwal patni motivational video in hindi, dr ujjwal patni video in hindi,

  • 2 Followers
  • 2 Stories

Krishnaa (Krishnaa)

ବନ୍ଧୁଗଣ ନେଇଆସିଲୁ ଏକ ନୂତନ collab challenge ନିରୁପମା ମହାରଣାଙ୍କ ଦତ୍ତ ଶୀର୍ଷକ "ଅସ୍ତଗାମୀ ସୂର୍ଯ୍ୟ" ରଚନା କରନ୍ତୁ ଏକ ମନଛୁଆଁ ଅଣୁଗଳ୍ପ ସମୟ ସୀମା ଆସନ୍ତା କାଲି 12 ଟା ପଯ୍ୟନ୍ତ Pic-pinterest #yqodiawriting #yqtales #ଅଣୁଗଳ୍ପ #ଅସ୍ତଗାମୀ_ସୂର୍ଯ୍ୟ #ujjwalataraka #YourQuoteAndMine #ଉଜ୍ୱଳତାରକା

read more
ଅସ୍ତଗାମୀ ସୂର୍ଯ୍ୟ 
ପ୍ରତୀଚୀର ପଣତରେ
ପଳାଶ ପ୍ରସୂନର 
ପାଣିଚିଆ ଛିଟାରେ
ଲାଲିମା ଭରିଦେଇ
ପ୍ରାଚୀକୋଳକୁ ଯାଏ
ପୁଣି ପାହାନ୍ତିଆରେ 
ପୀୟୂଷ ପୂର୍ଣ୍ଣ 
ପୁନର୍ଜନ୍ମ ପାଇଁ...   ବନ୍ଧୁଗଣ ନେଇଆସିଲୁ ଏକ ନୂତନ collab challenge  ନିରୁପମା ମହାରଣାଙ୍କ ଦତ୍ତ ଶୀର୍ଷକ "ଅସ୍ତଗାମୀ ସୂର୍ଯ୍ୟ" ରଚନା କରନ୍ତୁ ଏକ ମନଛୁଆଁ ଅଣୁଗଳ୍ପ ସମୟ ସୀମା ଆସନ୍ତା କାଲି 
12 ଟା ପଯ୍ୟନ୍ତ 
Pic-pinterest 
#yqodiawriting 
#yqtales 
#ଅଣୁଗଳ୍ପ 
#ଅସ୍ତଗାମୀ_ସୂର୍ଯ୍ୟ 
#ujjwalataraka

Waves of writing

ବନ୍ଧୁଗଣ ନେଇ ଆସିଲୁ ଏକ ନୂତନ triple collab ଗୋଟିଏ ଘରେ ନିଜେ ଦତ୍ତ ଶୀର୍ଷକକୁ କେନ୍ଦ୍ରକରି ଚାରି ଧାଡିର ପଂକ୍ତିଟେ ଲେଖନ୍ତୁ ଏବଂ ବନ୍ଧୁଙ୍କୁ collab ପାଇଁ ନିମନ୍ତ୍ରଣ କରନ୍ତୁ ପୁଣି ଦ୍ୱତୀୟ ବନ୍ଧୁ ବନ୍ଧୁ ଲେଖି ତୃତୀୟ ଘର ପାଇଁ ଅନ୍ୟ ଜଣେ ବନ୍ଧୁଙ୍କୁ collab ପାଇଁ ନିମନ୍ତ୍ରଣ କରନ୍ତୁ, ସମୟ ସୀମା ଏବେ ଠାରୁ ଆସନ୍ତା କାଲି 10 ଟା ପର୍ଯ୍ୟନ୍ତ #yqodiawriting #fourliner #CollabChallenge #ସ୍ବପ୍ନ_ବନ୍ଧନ_ହୃଦୟ #ujjwalataraka #ଉଜ୍ୱଳତାରକା #YourQuoteAndMine Collaborating with ଉଜ୍ୱଳ ତାରକା

read more
କେବେ ମରୁଭୂମିର ତତଲା 
ବାଲି ତ ପୁଣି କେବେ କଣ୍ଟାଯୁକ୍ତ 
ବୃକ୍ଷର କୋମଳ  ପୁଷ୍ପ ।ହୃଦୟକୁ  ହିଁ 
ଜଣା କେତେ ଯେ ଅଛି ଛୁପା  ଦରଦ ଭରା
କାହାଣୀର ଖଣି କାହା ପାଇଁ ...
 ବନ୍ଧୁଗଣ ନେଇ ଆସିଲୁ ଏକ ନୂତନ triple collab ଗୋଟିଏ ଘରେ ନିଜେ ଦତ୍ତ ଶୀର୍ଷକକୁ କେନ୍ଦ୍ରକରି ଚାରି ଧାଡିର ପଂକ୍ତିଟେ ଲେଖନ୍ତୁ ଏବଂ ବନ୍ଧୁଙ୍କୁ collab ପାଇଁ ନିମନ୍ତ୍ରଣ କରନ୍ତୁ ପୁଣି ଦ୍ୱତୀୟ ବନ୍ଧୁ ବନ୍ଧୁ ଲେଖି ତୃତୀୟ ଘର ପାଇଁ ଅନ୍ୟ ଜଣେ ବନ୍ଧୁଙ୍କୁ collab ପାଇଁ ନିମନ୍ତ୍ରଣ କରନ୍ତୁ, ସମୟ ସୀମା ଏବେ ଠାରୁ ଆସନ୍ତା କାଲି 10 ଟା ପର୍ଯ୍ୟନ୍ତ 
#yqodiawriting 
#fourliner 
#collabchallenge 
#ସ୍ବପ୍ନ_ବନ୍ଧନ_ହୃଦୟ 
#ujjwalataraka 
#ଉଜ୍ୱଳତାରକା  #YourQuoteAndMine
Collaborating with ଉଜ୍ୱଳ ତାରକା


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile