Nojoto: Largest Storytelling Platform

Best ଓଡ଼ିଆtestimonial Shayari, Status, Quotes, Stories

Find the Best ଓଡ଼ିଆtestimonial Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 24 Stories

koushik lenka

🌸🌸🌸🌸 ଚାଲ ଆଜି 'ତାନୟା ଦାସ' କୁ ଖୋଜିବା ଗୋଟେ ଚିହ୍ନା ପୃଷ୍ଠା ରେ ଅଚିହ୍ନା ରାସ୍ତା ରେ ଷ୍ଟ୍ରିଟଲାଇଟ ର ଶୀତଳ ଛାଇ ରେ ବଳି ଯାଇଥିବା ଗ୍ରାଫ ରେ #BirthDay #happybirthday #testimonial #yqodia #Yqbhaina #munodia #ଓଡ଼ିଆtestimonial

read more
କିଛି ରାତି ଜହ୍ନ ଖୋଜି ଖୋଜି
ଅନ୍ଧାର ଆଖିରେ ଅପହରଣ ହେଲେ..
ଆଉ କିଛି, "ତାନୟା ଦାସ" ର କବିତା ରେ
ଭାବନା ର ଖୋସାଫୁଲ ହେଇ ନିଜକୁ ସଜ‌ଉଥିଲେ..!!
ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରିୟ ଦିଦି (Tanaya Das) 🌸🌸🌸🌸

ଚାଲ ଆଜି 'ତାନୟା ଦାସ' କୁ
ଖୋଜିବା
ଗୋଟେ ଚିହ୍ନା ପୃଷ୍ଠା ରେ
ଅଚିହ୍ନା ରାସ୍ତା ରେ
ଷ୍ଟ୍ରିଟଲାଇଟ ର ଶୀତଳ ଛାଇ ରେ
ବଳି ଯାଇଥିବା ଗ୍ରାଫ ରେ

koushik lenka

ଯ‌ଉଠି କାହାଣୀ ଟିଏ ଡାଲଖାଇ ନାଚେ••• କବିତା ରଙ୍ଗବତୀ ର ତାଳ ପକାଏ••• ଭାବନା ଜାଇଫୁଲ ହେଇ ଫୁଟେ••• ସ୍ୱପ୍ନ କୃଷ୍ଣଚୂଡ଼ା ର ନାଲି ଓଢ଼ଣୀ ହେଇ ପଛକୁ ଫରଫର ହେଇ #BirthDay #testimonial #yqodia #Yqbhaina #ଓଡ଼ିଆtestimonial

read more
ପ୍ରିୟ ସଖି ମୋର କାହାଣୀ ନାୟିକା,
ତୁମକୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଯ‌ଉଠି କାହାଣୀ ଟିଏ
ଡାଲଖାଇ ନାଚେ•••
          କବିତା ରଙ୍ଗବତୀ ର
          ତାଳ ପକାଏ•••
ଭାବନା ଜାଇଫୁଲ ହେଇ ଫୁଟେ•••
          ସ୍ୱପ୍ନ କୃଷ୍ଣଚୂଡ଼ା ର
          ନାଲି ଓଢ଼ଣୀ ହେଇ
          ପଛକୁ ଫରଫର ହେଇ

koushik lenka

ରାତି କୁ ରାଣ ଦେଲି ଚୁପି ଚୁପି କହିଲି ଆଣିବୁନି ଅନ୍ଧାର ଏଥର; ଜହ୍ନ କୁ ହାତ ଠାରି ଡାକିଲି ଗୁମୁରି ଗୁମୁରି କହିଲି ଛିଞ୍ଚିଦବୁ ବହଳେ ଜୋଛନା ମନା କରିବୁନି ଏଥର।। #BirthDay #testimonial #yqodia #Yqbhaina #ଜନ୍ମଦିନ #ଓଡ଼ିଆtestimonial

read more
ପ୍ରିୟ ,
        ଚ଼ାରୁ ଦିଦି ରାତି କୁ ରାଣ ଦେଲି
ଚୁପି ଚୁପି କହିଲି
ଆଣିବୁନି ଅନ୍ଧାର ଏଥର;
ଜହ୍ନ କୁ ହାତ ଠାରି ଡାକିଲି
ଗୁମୁରି ଗୁମୁରି କହିଲି
ଛିଞ୍ଚିଦବୁ ବହଳେ ଜୋଛନା
ମନା କରିବୁନି ଏଥର।।

koushik lenka

ଗୋଟେ ପକ୍ଷୀ ର ନାଁ ହେଉଛି "କାଳି କୁମାର" ଯିଏ କ୍ଷିପ୍ରତା କୁ ସାଥି କରି ପୁରା ଆକାଶ ରେ କ୍ଷତ୍ରିୟ ଟେ ପରି ନିର୍ଭୀକ ଭାବେ ବୁଲିପାରେ।। ଗୋଟେ ବାଉଁଶ ନଳା ର ନାଁ ହେଉଛି "କାଳି କୁମାର" #BirthDay #testimonial #yqodia #Yqbhaina #ଓଡ଼ିଆtestimonial

read more
ଯା'ର ବ୍ୟଙ୍ଗ
ଗୋଟେ ବ‌ଉଳା ଗାଈ,,
ସମାଜ ରୂପକ ବାଘ ଉପରେ
ପକାଏ ନିଇତି ସତ୍ୟ ର ଛାଇ,,,
ସିଏ ପରା ଆମ ମନୋଜ ମାଟି ର
କାଳି କୁମାର ଭାଇ।।।। ଗୋଟେ ପକ୍ଷୀ ର ନାଁ
ହେଉଛି "କାଳି କୁମାର"
ଯିଏ କ୍ଷିପ୍ରତା କୁ ସାଥି କରି
ପୁରା ଆକାଶ ରେ କ୍ଷତ୍ରିୟ ଟେ ପରି
ନିର୍ଭୀକ ଭାବେ ବୁଲିପାରେ।।

ଗୋଟେ ବାଉଁଶ ନଳା ର
ନାଁ ହେଉଛି "କାଳି କୁମାର"

koushik lenka

ସେ ପାପୁଲିରେ ବହୁଥର ପ୍ରଜାପତି ଟେ ଥକା ମେଣ୍ଟେଇଲାଣି।। ସେ ଆଖି ରେ କଳାଦାଗ ସବୁ ସାଆନ୍ତେ ଙ୍କ ପ୍ରେମରେ କୃଷ୍ଣ~ହୀରକ ର ଖଣି ଖୋଜିଲାଣି।। ରୂପସୀ ଚିଲିକା ର ଚତୁଃପାର୍ଶ୍ଵରେ ସେ ପାଦ ଯୋଡ଼େ ଜୁଆର ଭଳି ଗୋଟେ ବିଜ୍ଞାନ କୁ ଆପଣେଇ #BirthDay #odiawritings #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
ପରିଚୟ ପାଇଁ
ଘୁରିଲି ପୁରା ପୃଥିବୀ
ମାଗିଲି ଅନେକ ଜହ୍ନରାତି
ସାଉଁଟିଲି ଅନେକ ସୈତାନ ସ୍ମୃତି
ଶେଷରେ
ସ୍ପନ୍ଦିତ ହୃଦୟ ର ଭାଷା ଥିଲା.....
ଆବେଗ ଓ ଅନୁରାଗ ର
ଆବାହନୀ ଗାଉଥିବା
ଆଜନ୍ମ ଜୀବନ୍ତ ରୂପକ ଟିଏ ହେଉଛି
"ତୁହିନାଂଶୁ କର"।। ସେ ପାପୁଲିରେ ବହୁଥର
ପ୍ରଜାପତି ଟେ ଥକା ମେଣ୍ଟେଇଲାଣି।।
ସେ ଆଖି ରେ
କଳାଦାଗ ସବୁ ସାଆନ୍ତେ ଙ୍କ ପ୍ରେମରେ
କୃଷ୍ଣ~ହୀରକ ର ଖଣି ଖୋଜିଲାଣି।।
ରୂପସୀ ଚିଲିକା ର ଚତୁଃପାର୍ଶ୍ଵରେ
ସେ ପାଦ ଯୋଡ଼େ ଜୁଆର ଭଳି
ଗୋଟେ ବିଜ୍ଞାନ କୁ ଆପଣେଇ

koushik lenka

ଦିଦି ♥️ ଟିକେ ଶୁଣିବ ତ!! ଆଜିକାଲି ଆଉ, ଶ୍ରାବଣରେ ମେଘ ବରଷୁନି। ବସନ୍ତ ରେ କୋଇଲି କୁହୁ ଡାକୁନି। ଏବେ ତ ଶୀତ ଆସିଛି, #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
H
A
P
P
Y

B
I
R
T
H
D
A
Y

ଦି
ଦି ଦିଦି ♥️ ଟିକେ ଶୁଣିବ ତ!!

ଆଜିକାଲି
ଆଉ, ଶ୍ରାବଣରେ ମେଘ
ବରଷୁନି।
ବସନ୍ତ ରେ କୋଇଲି
କୁହୁ ଡାକୁନି।
ଏବେ ତ ଶୀତ ଆସିଛି,

koushik lenka

Dedicating a #testimonial to Bhagyashree ଚାଲ ଆଜି ରାତିକୁ ଶୁଏଇ ଦେବା ସ୍ୱପ୍ନ ର ଶେଯରେ.... ଗଙ୍ଗଶିଉଳି କୁ ମନେଇ ନେବା ମେଘ ମହ୍ଲାର ର ରାଗରେ.... ବାଟବଣା ପ୍ରୀତି ସବୁକୁ ପଚାରିବା ତା' ଅଝଟପଣ କୁ କେଉଁ ଏକ ସ୍ଥିର କାଚ ଭିତରରେ.... #BirthDay #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
HAPPY BIRTHDAY 🎂 DIDI Dedicating a #testimonial to Bhagyashree 

ଚାଲ ଆଜି ରାତିକୁ ଶୁଏଇ ଦେବା
ସ୍ୱପ୍ନ ର ଶେଯରେ....
ଗଙ୍ଗଶିଉଳି କୁ ମନେଇ ନେବା
ମେଘ ମହ୍ଲାର ର ରାଗରେ....
ବାଟବଣା ପ୍ରୀତି ସବୁକୁ ପଚାରିବା ତା' ଅଝଟପଣ କୁ
କେଉଁ ଏକ ସ୍ଥିର କାଚ ଭିତରରେ....

koushik lenka

ଦୀପ୍ତି ତୁମେ ଏମିତି ଜଳୁଥାଅ ଦୀପ ଟିଏ ପରି..... ତୁମେ ଏମିତି ହସୁଥାଅ କାଲୁଅ ସକାଳ ର ଅପରାଜିତା ପରି... ତୁମେ ଏମିତି ଛବି ଆଙ୍କୁଥାଅ ଫଗୁଣ ରୁ ରଙ୍ଗ ତୋଳି.... ତୁମେ ଏମିତି ତୁମେ ଟିଏ ହୋଇ #Happiness #BirthDay #testimonial #yqodia #Yqbhaina #munodia #ଓଡ଼ିଆtestimonial

read more
 🎂🎂 ଶୁଭ-ଜନ୍ମଦିନ 🎂🎂 
ଦୀପ୍ତି ତୁମେ ଏମିତି ଜଳୁଥାଅ
ଦୀପ ଟିଏ ପରି.....
ତୁମେ ଏମିତି ହସୁଥାଅ କାଲୁଅ
ସକାଳ ର ଅପରାଜିତା ପରି...
ତୁମେ ଏମିତି ଛବି ଆଙ୍କୁଥାଅ
ଫଗୁଣ ରୁ ରଙ୍ଗ ତୋଳି....
ତୁମେ ଏମିତି ତୁମେ ଟିଏ ହୋଇ

koushik lenka

ମୋତେ ହଜିବାକୁ ପସନ୍ଦ ତା'କୁ ଖୋଜିବାକୁ.... ମୋତେ ଅନୁସରଣ କରିବାକୁ ପସନ୍ଦ ତା'କୁ ଅନୁମାନ କରିବାକୁ... ମୋତେ ଭିଜିବାକୁ ପସନ୍ଦ ତା'କୁ ଭିଜେଇବାକୁ.... ମୋତେ ସେ ଭାରି ପସନ୍ଦ ହେଲେ, #happybirthday #birthdaywishes #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
पुरी दुनिआँ आँखे खोल
के बैठ रही है कब
घड़ि मेँ बजेगा साढ़े-सात
माहि लोट रहा है बले के साथ
शोर मचेगा
देखो भाई देखो
"माहि मार रहा है",
लेकिन लेकिन
मेँ भी कर रहा हुँ इन्तजार,
कब होगी तेरे साथ मुलाकात,
और मेँ भी शोर मचाउँगा
"ओए पार्टि कब दे रही हो,
कहाँ है मेरी "तेढ़ेमेढे",
पुछेगी नहिँ क्युँ
जो १९ सेप्तेम्बर को तेरा बार्थडे बितगया
जन्मदिन कि ढेर सारी शुभकामनाएँ
मेरी प्यारी सी दोस्त कम प्रेरणा कि छाया ज्यादा
हर खुसियाँ तुझे रब ने दिला दे यहि दुआँ ମୋତେ ହଜିବାକୁ ପସନ୍ଦ
ତା'କୁ ଖୋଜିବାକୁ....
ମୋତେ ଅନୁସରଣ କରିବାକୁ
ପସନ୍ଦ ତା'କୁ ଅନୁମାନ କରିବାକୁ...
ମୋତେ ଭିଜିବାକୁ ପସନ୍ଦ
ତା'କୁ ଭିଜେଇବାକୁ....
ମୋତେ ସେ ଭାରି ପସନ୍ଦ
ହେଲେ,

koushik lenka

ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଦିଦି 🙏🍫🌹🌹🌹🍫।। ପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁସୁମିତ କରନ୍ତୁ 🙏🍫🍫🍫🌹।। ତୁମ ସହ ମୋର ଅନୁଭବ ନାହିଁ, ଅନୁଭୂତି ନାହିଁ ହେଲେ ପାଇଛି ଅନେକ କିଛି ସ୍ନେହ, ଅନେକ ଆଦର, ହୃଦୟ ଛୁଆଁ ସମ୍ବୋଧନ।। ଯେବେଠୁ ତୁମ ସଂସ୍ପର୍ଶରେ ଆସିଛି ନିଜକୁ କେବେ ଏକୁଟିଆ ମନେ କରିନି, ତୁମର ମିଠା ମିଠା କଥା ଖୁବ୍ ପ୍ରେରଣା ଏବଂ ଉତ୍ସାହ ଭରି ଦେଇଛି ମନରେ।। ତୁମ ସୁଲଳିତ କଣ୍ଠରେ କର୍ଣ୍ଣିକା ର ଛାପ କୁ ବର୍ଣ୍ଣନା କରିବାର ଅଦମ୍ୟ ଚିତ୍ତାକର୍ଷକ ଶୈଳୀ ହୃଦୟରେ ଅଦ୍ଭୁତ ଶିହରଣ ଖେଳାଇଦିଏ।। ଏ ଶୁଭ ଲଗନେ ଶୁଭ ଅବସରରେ ତୁମ ଲ #happybirthday #testimonial #yqodia #Yqbhaina #ଜନ୍ମଦିନ #munodia #ଓଡ଼ିଆtestimonial

read more
ଯେମିତି ନଦୀ ଦେହରେ
ଥାଏ ଶ୍ରାବଣ
ଏକଥା ଜାଣିଥାଏ ଧୀବର।।

ଯେମିତି ଫୁଲ ଦେହରେ
ଥାଏ ଫଗୁଣ
ଏକଥା ଜାଣିଥାଏ ଭ‌ଅଁର।।

ଯେମିତି ପଥର ଦେହରେ
ଥାଏ ଭଗବାନ
ଏକଥା ଜାଣିଥାଏ ମନ୍ଦିର।।

ଠିକ୍ ସେମିତି,

ଅଧରରୁ ଝରେ କବିତା
କାହାଣୀ ରେ ଝଟକେ ସବିତା
ଦିଦି ମୋର ଦିନେ ହୋଇବ
"ଜଗତ ଜିତା"
ନାଁ ତା'ର "ସ୍ୱାଗତିକା" ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଦିଦି 🙏🍫🌹🌹🌹🍫।।
ପ୍ରଭୁ ଜଗନ୍ନାଥ ତୁମର ଚଲାପଥ କୁସୁମିତ କରନ୍ତୁ 🙏🍫🍫🍫🌹।।
            ତୁମ ସହ ମୋର ଅନୁଭବ ନାହିଁ, ଅନୁଭୂତି ନାହିଁ ହେଲେ ପାଇଛି ଅନେକ କିଛି ସ୍ନେହ, ଅନେକ ଆଦର, ହୃଦୟ ଛୁଆଁ ସମ୍ବୋଧନ।।
          ଯେବେଠୁ ତୁମ ସଂସ୍ପର୍ଶରେ ଆସିଛି ନିଜକୁ କେବେ ଏକୁଟିଆ ମନେ କରିନି, ତୁମର ମିଠା ମିଠା କଥା ଖୁବ୍ ପ୍ରେରଣା ଏବଂ ଉତ୍ସାହ ଭରି ଦେଇଛି ମନରେ।।
               ତୁମ ସୁଲଳିତ କଣ୍ଠରେ କର୍ଣ୍ଣିକା ର ଛାପ କୁ ବର୍ଣ୍ଣନା କରିବାର ଅଦମ୍ୟ ଚିତ୍ତାକର୍ଷକ ଶୈଳୀ ହୃଦୟରେ ଅଦ୍ଭୁତ ଶିହରଣ ଖେଳାଇଦିଏ।।
            ଏ ଶୁଭ ଲଗନେ ଶୁଭ ଅବସରରେ ତୁମ ଲ
loader
Home
Explore
Events
Notification
Profile