Find the Best ମୁଁ Shayari, Status, Quotes from top creators only on Nojoto App. Also find trending photos & videos aboutମàଠtranslation, ମàଠକିà¬, ମàଠଦàଃଖିତ, ମàà¬, ମàଠଓ,
Tafizul Sambalpuri
ଆବଶ୍ୟକ ଓ ଅନାବଶ୍ୟକ ତାଲିକା ମଧ୍ୟରେ ହୁଏତ ମୋର ସ୍ଥାନ ନାହିଁ ମୋର ସ୍ଥାନ କେଉଁଠି ତାହା ମଧ୍ୟ ମୁଁ ଜାଣେନାହିଁ କେବ ଏତିକି ଜାଣେ ମୁଁ ବଞ୍ଚିଛି ଏକ ସ୍ବପ୍ନ ମଧ୍ୟରେ ବଞ୍ଚିଛି ଏକ ଅଧଲେଖା କାହାଣୀ ମଧ୍ୟରେ ବଞ୍ଚିଛି ସ୍ବପ୍ନର ଧୁମିଳ ଆବରଣରେ ବଞ୍ଚିଛି ଅନ୍ଵେଷଣର ଏକ ଇଲାକାରେ ଏମିତି ଅନେକ କିଛି ଯାହାର ଅସ୍ତିତ୍ବ ମଧ୍ୟ ନାହିଁ ।। ©Tafizul Sambalpuri #ମୁଁ
#ମୁଁ
read moreDiptimayee Nayak
ମୁଁ କାହାସହ ଲାଗେନି ଆଉ ଯିଏ ମୋ ସହ ଲାଗେ ତାକୁ ମୁଁ ଛାଡେନି ©Diptimayee Nayak #viral #Dialogue #odia #odianojoto #odiakavita #odiawritings #ମୁଁ #କାହା #ସହ #ଲାଗେନି
#viral #Dialogue #odia #odianojoto #odiakavita #odiawritings #ମୁଁ #କାହା #ସହ #ଲାଗେନି
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited