Find the Best ଯନ୍ତ୍ରଣା Shayari, Status, Quotes from top creators only on Nojoto App. Also find trending photos & videos aboutଯନàତàରଣା, ଛାତି ଯନàତàରଣା, ପà‡à¬Ÿ ଯନàତàରଣା,
Tafizul Sambalpuri
ସମୟ କାହିଁ ଆଇନା କୁ ପଚାରିବା ପାଇଁ ମୋର ଚେହେରା କେମିତି ଅଛି ଭିଡ଼ ଲାଗିଛି ଏଠି ଦୁଃଖ ଯନ୍ତ୍ରଣାର ଶ୍ମଶାନର ପଥ ଅନୁସନ୍ଧାନ କରିବାକୁ ସ୍ବପ୍ନ ଯେଉଁଠି ପାଉଁଶ ହୋଇ ମଧ୍ୟ ବଞ୍ଚିରହେ କେଉଁ ଏକ ହୃଦୟରେ ।। ©Tafizul Sambalpuri #ଯନ୍ତ୍ରଣା
#ଯନ୍ତ୍ରଣା
read moreAdyasha Priyadarshini D
।।। ଭିନ୍ନ ଏକ ମହାଭାରତ ।।। ସମାଜର ରକ୍ଷାକର୍ତ୍ତା ସାଜିଥିବା ମଣିଷ ହିଁ, ଆଜି ସାଜିଛନ୍ତି ନାରୀ ମାଂସଲୋଭୀ ଭକ୍ଷକ। ଦୃଷ୍ଟିରେ ତାଙ୍କର ଶହ ଶହ ଜନନୀ, ଜାୟା ଓ ଭଗିନୀ ର ଦେହ ହୋଇଯାଉଛି କ୍ଷତାକ୍ତ । କାଳେ, ତାଙ୍କ ପୁରୁଷତ୍ବ କୁ ପ୍ରମାଣିତ କରୁଛି, ପ୍ରତି କ୍ଷଣ ଲୁଣ୍ଠନ ହେଉଥିବା ନାରୀ ର ଲଜ୍ଜା । ଛାତି ତାଙ୍କର କାଳେ ଗର୍ବରେ ଫୁଲି ଉଠେ, ଶୁଭେ ଯେବେ ଲକ୍ଷ ଲକ୍ଷ ଦ୍ରୌପଦିଙ୍କର ଚିରହରଣ ବେଳର ଚିତ୍କାର । ଧିକ୍ ସେ ପୁରୁଷପଣିଆ, କରିପାରେ ନାହିଁ ଯେ ନିଜର ଇନ୍ଦ୍ରିୟକୁ ସଂଜତ, ଆଣିପାରେ ନାହିଁ ଯେ ନିଜର ଭାବନାରେ ପବିତ୍ରତା, ସେ କ'ଣ ଆଣିପାରେ ସମାଜରେ ବିପ୍ଳବ । ଆଜି ଜାଗ୍ରତ ହେବାକୁ ପଡିବ ନାରୀ ଜାତିକୁ, ଆଣିବାକୁ ହେବ କ୍ରାନ୍ତି ଏ ଧରାରେ । ଆଉ ଲୁହ ଝରିବ ନାହିଁ ଦୁଇ ଆଖିରୁ , ବର୍ଷିବ ଆତ୍ମସମ୍ମାନ ର ଅଗ୍ନି । ଆଉ ଅବଶ ହେବ ନାହିଁ, ନାରୀ ର ଦେହ ଓ ମନ , ସାଜିବ ସେ ବ୍ରହ୍ମାସ୍ତ୍ର ପ୍ରତ୍ୟୁତ୍ତର ଦେବାକୁ । ତାର ଦୁର୍ବଳତା ସାଜିବ ଆଜି ତାକତ୍, ଯନ୍ତ୍ରଣାର ସ୍ୱର ସାଜିବ ବିଜୟର ଶଙ୍ଖନାଦ । ସର୍ବଦା ଅନ୍ନପୂର୍ଣା, ସରସ୍ବତୀ ଓ ଶିବପ୍ରିୟା ସାଜିଥିବା ନାରୀକୁ, ଆଜି ସାଜିବାକୁ ହେବ ଦୁର୍ଗତି ନାଶିନୀ । ଅଙ୍ଗୀକାର କରିବାକୁ ହେବ ଭଦ୍ରକାଳୀ ବେଶ, ଆଉ ଲଢିବାକୁ ହେବ ଭିନ୍ନ ଏକ ମହାଭାରତ ଯୁଦ୍ଧ । ତେବେ ଯାଇ ଲୋପ୍ ପାଇବ ପୁରୁଷ ର ପଶୁତ୍ବ, ଆଉ ସ୍ଥାପନା ହେବ ଆଉ ଥରେ ରାମରାଜ୍ୟର । ।।। ଭିନ୍ନ ଏକ ମହାଭାରତ ।।। ସମାଜର ରକ୍ଷାକର୍ତ୍ତା ସାଜିଥିବା ମଣିଷ ହିଁ, ଆଜି ସାଜିଛନ୍ତି ନାରୀ ମାଂସଲୋଭୀ ଭକ୍ଷକ। ଦୃଷ୍ଟିରେ ତାଙ୍କର ଶହ ଶହ ଜନନୀ, ଜାୟା ଓ ଭଗିନୀ ର ଦେହ ହୋଇଯାଉଛି କ୍ଷତାକ୍ତ । କାଳେ, ତାଙ୍କ ପୁରୁଷତ୍ବ କୁ ପ୍ରମାଣିତ କରୁଛି,
।।। ଭିନ୍ନ ଏକ ମହାଭାରତ ।।। ସମାଜର ରକ୍ଷାକର୍ତ୍ତା ସାଜିଥିବା ମଣିଷ ହିଁ, ଆଜି ସାଜିଛନ୍ତି ନାରୀ ମାଂସଲୋଭୀ ଭକ୍ଷକ। ଦୃଷ୍ଟିରେ ତାଙ୍କର ଶହ ଶହ ଜନନୀ, ଜାୟା ଓ ଭଗିନୀ ର ଦେହ ହୋଇଯାଉଛି କ୍ଷତାକ୍ତ । କାଳେ, ତାଙ୍କ ପୁରୁଷତ୍ବ କୁ ପ୍ରମାଣିତ କରୁଛି,
read moreDiptimayee Nayak
#Flute #brockenheart #tears #ଆଖିରଲୁହ #ହୃଦୟ #ଯନ୍ତ୍ରଣା #nojotokavita #odianojoto
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited